Tag Archives: Home Middle

ଅଷ୍ଟ୍ରିଆରେ କ୍ୟାଟ୍ରିନା, ଶେୟାର କଲେ ବ୍ରେକ୍‌ଫାଷ୍ଟ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବେ ଅଷ୍ଟ୍ରିଆରେ ଅଛନ୍ତି। ସେ ସଲମାନଙ୍କ ସହ ଫିଲ୍ମ ‘ଟାଇଗର-୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କ୍ୟାଟ୍‌ ଶୁଟିଂ ଲୋକେଶନର ଫଟୋ ଏବେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଅଷ୍ଟ୍ରିଆ ପୂର୍ବରୁ...

ଆଜି ଦିଲ୍ଲୀ ଯିବେ ନବୀନ

ଭୁବନେଶ୍ୱର,୨୪ା୯(ବ୍ୟୁରୋ): ଆଜିଠାରୁ ତିନିଦିନିଆ ଗସ୍ତରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନକୁ ଦିନ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ୱାରା ଏକ ବୈଠକ କରାଯିବ। ଏହି ବୈଠକ ଆସନ୍ତା ୨୬...

ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଙ୍ଗଠନ, କଡା କାର୍ଯ୍ୟନୁଷ୍ଠାନ ଜରୁରୀ: ହ୍ୟାରିସ-ମୋଦି

ୱାଶିଂଟନ,୨୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଳମ୍ବିତ ରାତିରେ ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ମୂଳ ବାସିନ୍ଦା କମଲା ହ୍ୟାରିସଙ୍କୁ ଭେଟିଛନ୍ତି । ଏହି ସମୟରେ ଭାରତ-ଆମେରିକା ସମ୍ପର୍କକୁ ନେଇ ଆଲୋଚନା ହୋଇଛି । ଏହାସହ ଆଫଗାନିସ୍ତାନକୁ ନେଇ...

ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଭେଟିଲେ ମୋଦି. ଭାରତ ଆସିବାକୁ ଦେଲେ ନିମନ୍ତ୍ରଣ

ୱାଶିଂଟନ,୨୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଭାରତୀୟ ସମୟ ଅନୁଯାୟୀ ଶୁକ୍ରବାର ସକାଳୁ ସେ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ସମୟରେ କମଲା ପ୍ରଥମେ...

ଦେଶରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ, ୨୩।୯: ଆଗକୁ ପାର୍ବଣ ଋତୁ ଥିବାରୁ ଜନଗହଳି ସ୍ଥାନରେ ଟିଫିନ୍‌ ବକ୍ସରେ ଆଇଇଡି ରଖି ବିସ୍ଫୋରଣ କରାଇବାକୁ ଆଇଏସ୍‌ଆଇ ଯୋଜନା କରିଛି। ଏଥି ଲାଗି ଅଧିକ ସଂଖ୍ୟାରେ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିପାରନ୍ତି। ଦେଶର ଗୋଇନ୍ଦା ବିଭାଗ ପକ୍ଷରୁ...

ଡ୍ରାଇଭିଂ ଟେଷ୍ଟ ଦେଉଥିଲେ ଏସ୍‌ପି: ସମୁଦ୍ରରେ ଫସିିିଲା ପୋଲିସ ଭ୍ୟାନ୍‌

ବାଲେଶ୍ୱର ଅଫିସ,୨୪।୯: ବାଲେଶ୍ୱର ଜିଲାର ପୋଲିସ ନାମରେ ଥିବା ଏକ ଗାଡ଼ି (ନଂ. ଓଡ଼ି୦୫ବିଏ-୪୬୧୬) ବୁଧବାର ରାତିରେ ଚାନ୍ଦିପୁର ଆଇଟିଆର୍‌ର ନିଷିଦ୍ଧାଞ୍ଚଳ ୬ହଜାର ପଏଣ୍ଟ ତଥା ମହିଁଷାଳି ପୋଲ ନିକଟ ସମୁଦ୍ର ଭିତରେ ଫସିଯାଇଥିବା ସୂଚନା ମିଳିଛି। ଗତ ଏପ୍ରିଲରେ...

ମୁମ୍ବାଇର ନିଦ ହଜାଇ ଦେଲା ନାଇଟ୍‌ ରାଇଡର୍ସ

ଆବୁଧାବି, ୨୩।୯: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ନିଦ ହଜାଇ ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ଆବୁଧାବି ଗ୍ରାଉଣ୍ଡରେ ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୫୬ ରନ୍‌ର ବିଜୟ ଲକ୍ଷ୍ୟକୁ ଅତିସହଜରେ ୧୫.୧ ଓଭରରେ ୩ ଉଇକେଟରେ ହରାଇ ହାସଲ...

ପୂଜା ମଣ୍ଡପରେ ମିଳିବନି ମା’ଙ୍କ ଦର୍ଶନ

ଭୁବନେଶ୍ୱର, ୨୩।୯ (ବ୍ୟୁରୋ): ପାଖେଇ ଆସିଲାଣି ମା’ ଦୂର୍ଗାଙ୍କ ଦଶହରା ପୂଜା। କଟକଣା ଭିତରେ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଗୁରୁବାର ପୂଜା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି ଭୁବନେଶ୍ୱର ମହାନଗର...

ଭୁବନେଶ୍ୱରରେ ହେବ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର,୨୩।୯: ଓଡ଼ିଶା ଚଳିତ ବର୍ଷ ଜୁନିୟର ପୁରୁଷ ହକି ବିଶ୍ୱକପ ଆୟୋଜନ କରିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଘୋଷଣା କରିଛନ୍ତି। ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍‌...

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ତାଲିକା

ଭୁବନେଶ୍ୱର,୨୩ା୯(ବ୍ୟୁରୋ): ଯୁକ୍ତ ୩ ନାମଲେଖା ପାଇଁ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇଛି। ୨ୟ ପର୍ଯ୍ୟାୟ ମେରିଟ ଲିଷ୍ଟ୍‌ରେ ୪୦,୬୧୧ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ହାୟର ଅପ୍ସନ ଆବେଦନ ୩୬,୬୮୩ ଥିବାବେଳେ ସ୍ଲାଇଡ୍‌ ଅପ୍‌ରେ...

ରାଜ୍ୟ ମୁଖ୍ୟ ସୂଚନା କମିଶନର ହେଲେ ଜଳଦ ତ୍ରିପାଠୀ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ତାମିଲନାଡ଼ୁ ପୂର୍ବତନ ପୋଲିସ ଡିଜି ତଥା ୧୯୮୫ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇପିଏଲ୍‌ ଜଳଦ କୁମାର ତ୍ରିପାଠୀଙ୍କୁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ...

ପଜିଟିଭ୍‌ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରିଥିବା କରୋନା ଆକ୍ରାନ୍ତଙ୍କ ପରିବାରକୁ କ୍ଷତି ପୂରଣ…

ନୂଆଦିଲ୍ଲୀ,୨୩।୯: କରୋନା ପଜିଟିଭ୍‌ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରିଥିବା ଆକ୍ରାନ୍ତଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରଦାନ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କୁ କୁହାଯାଇଛି। ପୂର୍ବରୁ ଶୀର୍ଷକୋର୍ଟ ଏହି କ୍ଷତି ପୂରଣ ନିଷ୍ପତ୍ତିର ପୁନର୍ବିଚାର କରିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri