Tag Archives: Home Middle

ଦୁବାଇରୁ ଆସୁଥିଲା ଟଙ୍କା

କଟକ ଅଫିସ,୨୧।୯: ବାଲେଶ୍ୱର ଚାନ୍ଦିପୁରରୁ ଆଇଟିଆର ତଥ୍ୟ ଲିକ ମାମଲାରେ ୫ ଜଣ ଗିରଫ ହୋଇଥିଲେ। ତେବେ ସେମାନଙ୍କଠାରୁ ପ୍ରତିଦିନ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି। ଗିରଫ ଅଭିଯୁକ୍ତଙ୍କ ଭିତରୁ ଜଣଙ୍କ ଆକାଉଣ୍ଟକୁ ଦୁବାଇରୁ ଟଙ୍କା ଆସିଛି। ୨ଟି କିସ୍ତିରେ...

ଭାରତରେ ଏଣ୍ଡେମିକ୍‌ ହେବାକୁ ଯାଉଛି କରୋନା …

ନୂଆଦିଲ୍ଲୀ,୨୧।୯: ଦେଶରେ କରୋନା ମହାମାରୀର ତୃତୀୟ ଲହର ନେଇ ଆଶଙ୍କା ଏବଂ ଆତଙ୍କ ବୃଦ୍ଧିି ପାଇବାରେ ଲାଗିଛି। ଏପରିସ୍ଥଳେ ଭାକ୍ସିନ୍‌ ବିଶେଷଜ୍ଞ ଗଗନଦୀପ୍‌ କାଙ୍ଗ୍‌ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ କରୋନା ଏବେ ଏଣ୍ଡେମିକ୍‌ ହେବାକୁ...

ଘୁଞ୍ଚିଲା ସ୍କୁଲ ଖୋଲିବା ତାରିଖ…

ଶିମଲା,୨୧।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସରକାର ସ୍କୁଲ ଖୋଲିବା ତାରିଖକୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ପୂର୍ବରୁ ସେପ୍ଟେମ୍ବର ୨୧ରେ ସମସ୍ତ ସ୍କୁଲ ଖୋଲିବା ଲାଗି...

କର୍ମଚାରୀ, କେୟାର ଟେକର ହୋଇ ପାରିବେନି ସମ୍ପତ୍ତି ମାଲିକ

ନୂଆଦିଲ୍ଲୀ,୨୧।୯: କୌଣସି ସମ୍ପତ୍ତିର ଦେଖାଣୁଣା କରୁଥିବା କର୍ମଚାରୀ ଅବା କେୟାର ଟେକର ଏହାର ମାଲିକ ହୋଇ ପାରିବେ ନାହିଁ। ସେମାନେ ଏହାର ରକ୍ଷାଣବେକ୍ଷଣ ଯେତେବର୍ଷ କଲେ ମଧ୍ୟ ଏହାର ମାଲିକାନା ତାଙ୍କୁ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ(ଏସ୍‌ସି)ଙ୍କ...

ଗୋଆରେ କେଜ୍ରିଓ୍ବାଲଙ୍କ ୭ ପ୍ରତିଶ୍ରୁତି …

ପଣଜୀ,୨୧।୯: ଅସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ମଙ୍ଗଳବାର ୭ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତି ପରିବାରର ଜଣେ ବେକାର ଯୁବକଙ୍କୁ ମାସକୁ...

ତୃତୀୟ ଲହର ଆଶଙ୍କା ଘନେଇଲା, କରୋନାର ନୂଆ ଭାରିଆଣ୍ଟ୍‌ ଚିହ୍ନଟ …

ମୁମ୍ବାଇ,୨୧।୯: ପୁଣି ବିପଦ ଘନେଇବାରେ ଲାଗିଛି। କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଚିହ୍ନଟ ହୋଇଛି। ଏହା ଦ୍ୱାରା ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଚିହ୍ନଟ ହୋଇଥିବା ଭୂତାଣୁ ଡେଲ୍ଟା ଭାରିଆଣ୍ଟର ସବ-ଲାଇନ ଏଓ୍ବାଇ.୪ ବୋଲି କୁହାଯାଉଛି। ଏହା...

ଦୈନିକ ସଂକ୍ରମଣ ୩୦ ହଜାର ତଳେ…

ନୂଆଦିଲ୍ଲୀ,୨୧।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବେ ୩୦ ହଜାର ତଳେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ଏହି...

ଦୁଇ ମହାଶକ୍ତି ମୁହଁ।ମୁହିଁ

ଓ୍ବାଶିଂଟନ/ବେଜିଂ,୨୧।୯: ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆକୁ ନେଇ ନବଗଠିତ ‘ଅକସ୍‌’ ମେଣ୍ଟ ଚାଇନାର ବଢ଼ିଚାଲିଥିବା ପ୍ରଭାବକୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମତରେ ଏକବିଂଶ ଶତାବ୍ଦୀରେ ବିଶ୍ୱର ଗଣତାନ୍ତ୍ରିକ ଓ ଏକଚ୍ଛତ୍ରବାଦୀ ରାଷ୍ଟ୍ରଗୁଡ଼ିକର ଉପଯୋଗିତା...

ତାଲିବାନ୍‌ ମୁରବିବିହୀନ

କାବୁଲ/ନୂଆଦିଲ୍ଲୀ,୨୧ା୯: ଆଫଗାନିସ୍ତାନର ଉପପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ କାନ୍ଦାହାରରେ ପଣବନ୍ଦୀ କରି ରଖାଯାଇଛି ଏବଂ ତାଲିବାନ୍‌ ସୁପ୍ରିମ ଲିଡର ହିବାତୁଲ୍ଲା ଅଖୁନ୍ଦଜାଦା ନିହତ ହୋଇଛନ୍ତି। ତାଲିବାନ୍‌ର ଦୁଇ ଶୀର୍ଷ ନେତାଙ୍କୁ ନେଇ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏଭଳି ଖବର ଆସିବା ପରେ...

ଶପଥ ନେବା ପରେ ଉଠିଲା ଇସ୍ତଫା ଦାବି

ଚଣ୍ଡିଗଡ଼,୨୦।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂ ଚାନ୍ନି ସୋମବାର ଶପଥ ଗ୍ରହଣ କରିଛନ୍ତି। ଶପଥ ନେବାର କିଛି ଘଣ୍ଟା ପରେ ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଅଧ୍ୟକ୍ଷା...

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

କଟକ ଅଫିସ,୨୦ା୯: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ନିଜ ପରୀକ୍ଷାଫଳ ବୋର୍ଡ ୱେବସାଇଟ୍‌ ‘www.bseodisha.ac.in’ରେ ଦେଖିପାରିବେ। ଓଏମ୍‌ଆର୍‌ ଉତ୍ତର ଖାତା...

ବାରବାଟୀରେ ଟି୨୦ ମ୍ୟାଚ୍‌

କଟକ,୨୦।୯: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃୟାରୀ ୧୫ ତାରିଖରେ ଟିମ୍‌ ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଏହା ସ୍ପଷ୍ଟ କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା। ୨୦୨୨ ଫେବୃୟାରୀରେ ଓ୍ବେଷ୍ଟଇଣ୍ଡିଜ ସୀମିତ ଓଭର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri