Tag Archives: Home Middle

ଦକ୍ଷିଣ ଭାରତରେ ଆଇଏସ୍‌ ଟ୍ରେନିଂ କ୍ୟାମ୍ପ୍‌-ଲଞ୍ଚପ୍ୟାଡ୍‌, ସତର୍କ ସୂଚନା ଜାରି କଲା ଏନ୍‌ଆଇଏ…

ନୂଆଦିଲ୍ଲୀ,୨୦।୯: ଦଦକ୍ଷିଣ ଭାରତରେ ଆଇଏସ୍‌ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ୍‌ ଧୀରେଧୀରେ ବିସ୍ତାର ହେଉଛି। ସେହିପରି ଏଠାରେ ଲଞ୍ଚ୍‌ପ୍ୟାଡ୍‌ ସକ୍ରିୟ ହେବା ଆରମ୍ଭ କରିଛି। ଏନେଇ ଏନ୍‌ଆଇଏ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ଭାରତର ଜଙ୍ଗଲରେ ଟ୍ରେନିଂ କ୍ୟାମ୍ପ୍‌...

ଦିବ୍ୟାଙ୍ଗଙ୍କୁ ଘରେ ଟିକା ଦେବା ମାମଲା, କେନ୍ଦ୍ର ସରକାରଙ୍କୁ ଜବାବ୍‌ ତଲବ…

ନୂଆଦିଲ୍ଲୀ,୨୦।୯: ଦିବ୍ୟାଙ୍ଗଙ୍କୁ ସେମାନଙ୍କ ଘରେ କରୋନା ଟିକା ଦେବା ମାମଲା ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜବାବ୍‌ ତଲବ କରାଯାଇଛି। ଏଓ୍ବାରା ଫାଉଣ୍ଡେଶନ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ଦୁଇ ସପ୍ତାହ ପରେ ହେବ ବୋଲି ଶୀର୍ଷ କୋର୍ଟ...

ସ୍କୁଲ ଖୋଲିବା ନିର୍ଦ୍ଦେଶ ଜାରି କରିବାକୁ ମନାକଲେ ଏସ୍‌ସି, ରାଜ୍ୟ ସରକାର ଏନେଇ ନିଅନ୍ତୁ ନିଷ୍ପତ୍ତି …

ନୂଆଦିଲ୍ଲୀ,୨୦।୯: ଦେଶରେ ସ୍କୁଲ ଖୋଲିବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌କୋର୍ଟ (ଏସ୍‌ସି) ମନା କରିଛନ୍ତି। କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରିବା ଆବଶ୍ୟକ ବୋଲି ଶୀର୍ଷ କୋର୍ଟ କହିଛନ୍ତି। କୋର୍ଟ...

ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀଙ୍କର ସୋମବାର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରୀରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଚାଲିଛି । ଲାଏ...

ଶପଥ ନେଲେ ଚନ୍ନି…

ଚଣ୍ଡିଗଡ଼,୨୦।୯: ପଞ୍ଜାବର ନୂଆ ତଥା ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍‌ ସିଂ ଚନ୍ନି ଶପଥ ଗ୍ରହଣ କରିଛନ୍ତି। ଫଳରେ ଚନ୍ନି ଏବେ ପଞ୍ଜାବର ୧୬ ତମ ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି। ତାଙ୍କ ସହିତ ସୁଖ୍‌ଜିନ୍ଦର ସିଂ ରାନ୍ଧଓ୍ବା ଏବଂ ଓପି...

ଜଣଙ୍କୁ ପଥରରେ ଛେଚି ହତ୍ୟା, ମୃତଦେହ ନିକଟରେ ଦୁର୍ବୃତ୍ତ ରକ୍ତରେ ଲେଖିଲେ ପରବର୍ତ୍ତୀ ଟାର୍ଗେଟଙ୍କ ନାଁ

ପୁରୁଷୋତ୍ତମପୁର,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ରବିବାର ରାତିରେ ଶୋଇଥିବା ଅବସ୍ଥାରେ ଅତି ବୀଭତ୍ସ ଭାବରେ ମୁଣ୍ଡକୁ ପଥର ଛେଚି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ବିନାୟକ ପ୍ରଧାନ (୪୮)। ପୁରୁଷୋତ୍ତମପୁର...

ରାତି ଅନ୍ଧାରରେ ତୋପ ବର୍ଷା କଲା ଚାଇନା…

ଲଦାଖ,୨୦।୯: ଭାରତ ଚାଇନା ସୀମାରେ ପୁଣି ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବ ଲଦାଖରେ ଚାଇନା ନିଜର ସୈନ୍ୟ ବାହିନୀଙ୍କୁ ଆଧୁନିକ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ତାଲିମ ଦେବା ପାଇଁ ରାତି ଅନ୍ଧାରରେ ତୋପ ବର୍ଷା କରିଛି। ଏନେଇ ଏଲ୍‌ଏସିରେ...

ଡ୍ରେନ୍‌ରେ ଭାସି ଯାଇଥିବା ଛାତ୍ରଙ୍କ ମୃତଦେହ ମିଳିଲା

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ରାଜଧାନୀର ଖୋଲା ଡ୍ରେନ୍‌ରେ ରବିବାର ଅପରାହ୍ନରେ ଭାସି ଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହକୁ ସୋମବାର ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଟିମ୍‌। ଦୀର୍ଘ ୧୮ ଘଣ୍ଟା ଖୋଜାଖୋଜି କରିବା ପରେ ଆଜି ପଞ୍ଚସଖା ନଗର...

ସନ୍ଦେହ ଜନକ ସ୍ଥିତି, ଉରି ସେକ୍ଟରରେ ସର୍ଚ୍ଚ ଅପରେଶନ୍‌ ଜାରି…

ଶ୍ରୀନଗର,୨୦।୯: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ସନ୍ଦେହ ଜନକ ସ୍ଥିତି ସୃଷ୍ଟି ହୋଇଛି। ନିୟନ୍ତ୍ରଣ ରେଖା ଦେଇ ଅନୁପ୍ରବେଶ ହେଉଥିବାର ଅନୁମାନ ଭାରତୀୟ ସେନା ପକ୍ଷରୁ କରାଯିବା ପରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଛି। ଉତ୍ତର କଶ୍ମୀରର ଉରି...

ଓଡ଼ିଆରେ ଇଞ୍ଜିନିୟରିଂ ପାଠପଢ଼ା

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆରେ ପଢ଼ାଯିବ ଇଞ୍ଜିନିୟରିଂ। ଏନେଇ ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଫର୍‌ ଟେକ୍ନିକାଲ ଏଜୁକେଶନ(ଏଆଇସିଟିଇ) ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିସାରିଛି। ତେବେ କିଭଳି ଓଡ଼ିଆରେ ପଢ଼ାହେବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ନିକଟରେ ଏଆଇସିଟିଇ ଏବଂ ରାଜ୍ୟ...

୨୦୨୪ରେ ମମତା ପ୍ରଧାନମନ୍ତ୍ରୀ ହେବା ଆଶା ଅଧିକ, କହିଲେ ବାବୁଲ ସୁପ୍ରିୟୋ …

କୋଲକାତା,୨୦।୯: ୨୦୨୪ରେ ମମତା ପ୍ରଧାନମନ୍ତ୍ରୀ ହେବା ଆଶା ଅଧିକ, କହିଲେ ବାବୁଲ ସୁପ୍ରିୟୋ … କୋଲକାତା,୨୦।୯: ଆସନ୍ତା ୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଶା ଅଧିକ ରହିଛି। ଏସମ୍ପର୍କରେ ତୃଣମୂଳ ନେତା ବାବୁଲ...

ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୦।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। କେରଳ କେରଳ ହଟ୍‌ସ୍ପଟ୍‌ ପାଲଟିବା ଯୋଗୁ ଦେଶରେ ଦୈନିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri