Tag Archives: Home Middle

ପରପାରିରେ ମନୋରମା ମହାପାତ୍ର

ଭୁବନେଶ୍ୱର,୧୮।୯: ବିଶିଷ୍ଠ ସାହିତି୍ୟକା ତଥା ‘ସମାଜ’ର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ କଟକ ଏସ୍‌ସିବି ମେଡିକାଲରେ...

‘ଦଳ ମୋତେ ଅପମାନିତ କରିଛି’

ଚଣ୍ଡିଗଡ଼,୧୮।୯: ବହୁ ବାଦବିବାଦ ପରେ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ଅମରିନ୍ଦର ଗଣମାଧ୍ୟମକୁ କହିଛନ୍ତି, ସକାଳେ ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଥିଲି। ଆଲୋଚନା ବେଳେ ଗତ କିଛି ମାସ...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫ୍‌ଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରୁ ଆଜି ପର୍ଯ୍ୟନ୍ତ ପରଦା ହଟିପାରିନାହିଁ।  ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ପୋଲିସ ଏବଂ ପରେ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।  ସୌମ୍ୟଙ୍କ...

ବାବୁଲ ସୁପ୍ରିୟୋ ଡେଇଁଲେ ବାଡ଼, ଟିଏମ୍‌ସିରେ ସାମିଲ୍‌…

କୋଲକାତା,୧୮।୯: ଭାଜପାର ଆସାନସୋଲ ଆସନର ଲୋକ ସଭା ଏମ୍‌ପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ବାଡ଼ ଡେଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ସାମିଲ ହୋଇଛନ୍ତିି। ଏନେଇ ତୃଣମୂଳର ଟୁଇଟର ହ୍ୟାଣ୍ଡେଲରେ ସୂଚନା ପ୍ରଦାନ...

ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଆସିଛି ଜ୍ୱର, ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୮।୯: ଦେଶରେ ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଜ୍ୱର ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଗୋଆର କରୋନା ଯୋଦ୍ଧାଙ୍କ ସହିତ ଆଲୋଚନା ସମୟରେ ଏଭଳି କହିଛନ୍ତି। ସେ କାହାର ନାମ ନେଇ କଂଗ୍ରେସ...

ଡ୍ରୋନ୍‌ ଆକ୍ରମଣର କଡ଼ା ଜବାବ ଦେବ ସେନା, ୪୬୦ ଯବାନଙ୍କୁ ତାଲିମ…

ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ଏଲ୍‌ଓସିରେ ଏବେ ଆଉ ସୀମା ପାର ଡ୍ରୋନ୍‌ ଆକ୍ରମଣର କଡ଼ା ଜବାବ ଦେବାକୁୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ସାରିଛି। ଶନିବାର ଡ୍ରୋନ୍‌ ଆକ୍ରମଣର ମୁକାବିଲା ପାଇଁ ଆବଶ୍ୟକ ତାଲିମ ନେବା...

ତାଲିବାନ୍‌ ଖୋଜୁଛି ରତ୍ନ ଭଣ୍ଡାର…

କାବୁଲ,୧୮।୯: ଆଫାଗାନିସ୍ତାନରେ କ୍ଷମତା ଦଖଲ ପରେ ଏବେ ତାଲିବାନ ପ୍ରଥମ ଶତାବ୍ଦୀର କୁଶାଣ ସାମ୍ରାଜ୍ୟର ବିରାଟ ରତ୍ନ ଭଣ୍ଡାର ଖୋଜିବା ଆରମ୍ଭ କରିଛି। ୪ ୦ ବର୍ଷ ତଳେ ଉତ୍ତର ଜଓ୍ବାଜଜାନ୍‌ ପ୍ରଦେଶର ଶେରବର୍ଘନ ଜିଲାର ତେଲା ତାପା ଅଞ୍ଚଳରେ...

ଦୈନିକ ସଂକ୍ରମଣ ପୁଣି ବଢୁଛି…

ନୂଆଦିଲ୍ଲୀ,୧୮।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ...

ଆସନ୍ତା ୩ ମାସ ସତର୍କ ନ ରହିଲେ ବିପଦ,ବିଶେଷଜ୍ଞଙ୍କ ଚେତାବନୀ…

ନୂଆଦିଲ୍ଲୀ,୧୮।୯: କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। କରୋନାର ଦ୍ୱିତୀୟ ଲହର ଥମିବାରେ ଲାଗିଛି। କିନ୍ତୁ ଆସନ୍ତା ତିନି ମାସ ମଧ୍ୟରେ ଲୋକମାନେ ସତର୍କ ରହିବା ଆବଶ୍ୟକ। ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ତିନି ମାସ...

ପୋଲ ତଳେ ୧୦ ହଜାର ଶରଣାର୍ଥୀ

ଓ୍ବାଶିଂଟନ,୧୮।୯: ଡେଲ୍‌ ରିଓ ଇଣ୍ଟରନ୍ୟାଶନାଲ ବ୍ରିଜ୍‌। ଆମେରିକା ଯିବା ପାଇଁ ୩୭ ଡିଗ୍ରୀ ତାପମାତ୍ରାରେ ତମ୍ବୁ ତଳେ ଜୀବନ ବିତାଉଛନ୍ତି ହଜାର ହଜାର ହାଇତି ଶରଣାର୍ଥୀ। ସେମାନେ ମେକ୍ସିକୋ ଦେଇ ବ୍ରିଜ୍‌କୁ ଆସିଥିଲେ। ଅଧିକାରୀମାନେ ଘଉଡ଼ାଇ ଦେଉଥିବାରୁ ପୁଣି ମେକ୍ସିକୋ...

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଆଲର୍ଟ ଜାରି

ମୁମ୍ବାଇ,୧୮ ।୯: ନିକଟରେ ଦିଲ୍ଲୀ ସ୍ପେଶାଲ ସେଲ୍ ଦ୍ୱାରା ୬ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ଦେଶରେ ହେବାକୁ ଯାଉଥିବା ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ଏଡାଇ ଦିଆଯାଇଥିଲା । ହେଲେ ଏମାନଙ୍କ ମଧ୍ୟରେ ମୁମ୍ବାଇ ଧରାବିର ଜଣେ...

୩ ଦିନରେ ବନ୍ୟା ନେଲାଣି ୨୪ ଜୀବନ

ଲକ୍ଷ୍ନୌ,୧୮।୯: ଲଗାଣବର୍ଷା କାରଣରୁ ଉତ୍ତରପ୍ରଦେଶର ବିଭିନ୍ନ ଜିଲାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି। ଶୁକ୍ରବାର ଚିତ୍ରକୁଟ, ପ୍ରତାପଗଡ଼, ଆମେଠି ଓ ସୁଲତାନପୁର ଜିଲାରେ ଘର ଭୁଶୁଡ଼ି ପଡ଼ିବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଗତ ୩ ଦିନରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri