Tag Archives: Home Middle

ଦିଦିଙ୍କ ପାଖରେ ୯ ଗ୍ରାମ୍‌ ଅଳଙ୍କାର…

କୋଲକାତା,୧୧।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଭବାନୀପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ସମୟରେ ସେ ସତ୍ୟପାଠରେ ନିଜ ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ...

ଆତଙ୍କବାଦ ସହିତ ଲଢୁ ତାଲିବାନ, ପଡ଼ୋଶୀ ଦେଶଙ୍କ ଅପିଲ୍‌…

କାବୁଲ,୧୧।୯: ଆତଙ୍କବାଦି କାର୍ଯ୍ୟ କଳାପ ସହିତ ଲିପ୍ତ ଥିବା ତାଲିବାନ ଏବେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବ। ଏନେଇ ପଡ଼ୋଶୀ ଦୋମାନଙ୍କ ପକ୍ଷରୁ ତାଲିବାନକୁ ଅପିଲ୍‌ କରାଯାଇଛି। ତାଲିବାନ ସହିତ ଚାଇନା, ଇରାନ୍‌, ତାଜିକିସ୍ତାନ,ତୁର୍କମେନିସ୍ତାନ, ଉଜବେକିସ୍ତାନ ଏବଂ ପାକିସ୍ତାନ ଆଦି...

ଦୈନିକ ସଂକ୍ରମଣ ଦେଶରେ ୩୩ ହଜାର ଉପରେ, କେରଳରେ ୨୫ ହଜାର…

ନୂଆଦିଲ୍ଲୀ,୧୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ତେବେ ତୃତୀୟ ଲହର ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଏବଂ ମହାରାଷ୍ଟ୍ରର ନାଗପୁରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ସରକାରଙ୍କ ଚିନ୍ତା ବଢୁିଛି।...

ହିସାବ ନ ଦେଇ ଅନୁଦାନ ବୋହୁଛନ୍ତି

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ବିଭାଗ ପାଇଁ ବଜେଟରେ ବ୍ୟୟବରାଦ କରୁଛନ୍ତି। ସେହି ଅର୍ଥରୁ ବିଭାଗଗୁଡ଼ିକ କେଉଁ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହାର ହିସାବ ରଖୁନାହାନ୍ତି। ବିନିଯୋଗ ପ୍ରମାଣପତ୍ର (ୟୁସି) ମଧ୍ୟ ଦାଖଲ କରୁନାହାନ୍ତି। ଗତ...

୯/୧୧କୁ କୋଡ଼ିଏ

ଓ୍ବାଶିଂଟନ୍‌, ୧୧ା୯: ୨୦୦୧ ସେପ୍ଟେମ୍ବର ୧୧ ପୂର୍ବାହ୍ନ ୮ଟା ୪୫। ଆତଙ୍କବାଦୀ ସଙ୍ଗଠନ ଅଲ୍‌କାଏଦାର ଭୟଙ୍କର ରୂପ ଦେଖିଥିଲା ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଦୁର୍ଭେଦ୍ୟ ସୁରକ୍ଷା ବଳୟକୁ ଭେଦକରି ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି। ସେମାନଙ୍କ ଦ୍ୱାରା ହାଇଜାକ୍‌...

ଜେଏନ୍‌ଭିରେ ଯୁକ୍ତ ୨ ବିଜ୍ଞାନରେ ହୋଇପାରୁନି ନାମଲେଖା

ଅନୁଗୋଳ ଅଫିସ, ୧୧ା୯: ଅନୁଗୋଳ ଚମ୍ପତ୍ତିମୁଣ୍ଡାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ (ଜେଏନ୍‌ଭି)ରେ ଏକାଦଶ (ଯୁକ୍ତ୨ର ପ୍ରଥମ ବର୍ଷ)ରେ ନାମ ଲେଖାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ୨୦ ଜଣ ଛାତ୍ରୀଛାତ୍ର। ଶେଷ ମୁହୂର୍ତ୍ତରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞାନରେ ନାମ ଲେଖାଇ ହେବ...

ରାତି ପାହିଲେ ପଶ୍ଚିମ ଓଡ଼ିଶାର ନୂଆଁଖାଇ ତିହାର

ସମ୍ବଲପୁର,୧୦ା୯ (ବ୍ୟୁରୋ): ପଶ୍ଚିମ ଓଡ଼ିଶାର ନୂଆଁଖାଇ ତିହାର । ପୁରପଲ୍ଲୀ ସବୁଠି ଉତ୍ସବମୁଖର। ରାତି ପାହିଲେ ଇଷ୍ଟଦେବୀ ସମଲେଇଙ୍କଠାରେ ଧାର୍ଯ୍ୟ ଲଗ୍ନ ଅନୁସାରେ ଲାଗିହେବ ନବାନ୍ନ। ପରେ ପଶ୍ଚିମ ଓଡ଼ିଶାବାସୀ ଘରେ ଘରେ ନୂଆଁ ଖାଇବେ। ପଶ୍ଚିମ ଓଡ଼ିଶାର ଗଣପର୍ବ...

ତାଲିବାନକୁ କଡ଼ା ଚେତାବନୀ ଦେଲା ଭାରତ

ନ୍ୟୁୟର୍କ,୧୦।୬: ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଭାରତ ପୁଣି ଥରେ ଉଦବେଗ ପ୍ରକାଶ କରିଛି ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ବୈଠକରେ ଏହି ପ୍ରସଙ୍ଗ ଉଠାଇଛି। ୟୁଏନଏସସିରେ ଭାରତର ସ୍ଥାୟୀ ପ୍ରତିନିଧୀ ଟିଏସ ତିରୁମୂର୍ତ୍ତିର କହିଛନ୍ତି ଯେ,...

ଆଜିଠୁ ୩ ଦିନ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୦ା୯: ନୂତନ ଏସ୍‌ଓପି ଅନୁସାରେ ଏଣିକି ଶନିବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ହେବ। ସାନିଟାଇଜ ପାଇଁ କେବଳ ରବିବାର ଦର୍ଶନ ବନ୍ଦ ରହିବ। ଏହି ନୂଆ ଏସ୍‌ଓପି ଆସନ୍ତା ୧୩ ତାରିଖଠାରୁ ଲାଗୁ ହେବ। ତେବେ ପୁରୁଣା...

କରୋନା ମହାମାରୀ ମଧ୍ୟରେ ଆରମ୍ଭ ହେଲା ବିଘ୍ନବିନାଶକଙ୍କ ଆରାଧନା, ମୁମ୍ବାଇ ପେଣ୍ଡାଲରେ ଦର୍ଶନ ମନା

ମୁମ୍ବାଇ,୧୦ ।୯: କରୋନା ମହାମାରୀ ମଧ୍ୟରେ ସମସ୍ତ ବିଘ୍ନବିନାଶକାରୀ ବିନାୟକଙ୍କ ପୂଜା ଆରମ୍ଭ ହୋଇଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣେଶଙ୍କ ପୂଜାକୁ ଲୋକେ ଏଥର ଗହଳି ନ କରି ସତର୍କତାର ସହ ପାଳନ କରିବାକୁ କୁହାଯାଇଛି...

ତାଲିବାନକୁ ସିଧାସଳଖ ଟକ୍କର ଦେଉଛନ୍ତି ଆଫଗାନି ମହିଳା

କାବୁଲ,୧୦ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଯାଇଛି । ବହୁ ରକ୍ତପାତ ପରେ ଶେଷରେ ତାଲିବାନ ସରକାର ଗଠନ କରି ଶାସନ କ୍ଷମତାକୁ ନିଜ ହାତକୁ ନେଇ ଯାଇଛି । ହେଲେ ତାଲିବାନର ମନମାନିକୁ ଆଦୌ ଗ୍ରହଣ କରିପାରୁ...

୯/୧୧ରେ ହୋଇପାରେ ଶପଥ ପାଠ

କାବୁଲ,୯।୯: ଆସନ୍ତା ୧୧ ତାରିଖରେ ଆମେରିକାର ଟ୍ବିନ ଟାଓ୍ବାର ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିପାରେ ତାଲିବାନ୍‌। କିଛି ରିପୋର୍ଟ ଅନୁଯାୟୀ, ଉତ୍ସବ ଲାଗି ଚାଇନା, ତୁର୍କୀ, ପାକିସ୍ତାନ, ଇରାନ, କାତାର, ଭାରତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri