Tag Archives: Home Middle

ସହଜରେ ବୁଝିହେବା ଭଳି ରାୟ ଦିଅ

ନୂଆଦିଲ୍ଲୀ,୯।୯: ଗୋଟିଏ ରାୟରୁ ବିଚାରପତିଙ୍କ ବ୍ୟକ୍ତିତ୍ୱ ପ୍ରତିଫଳିତ ହୋଇଥାଏ। ରାୟ ଲେଖିବା ଏକ କଳା, ଯହିଁରେ ଆଇନ ଓ ଯୁକ୍ତିର ନିପୁଣ ବ୍ୟବହାର ଜରୁରୀ। ତେଣୁ ହାଇକୋର୍ଟ ବିଚାରପତିମାନେ ଦେଉଥିବା ରାୟକୁ ସେମାନେ ଏପରି ଢଙ୍ଗରେ ଲେଖିବା ଉଚିତ, ଯାହାକୁ...

ବାଚସ୍ପତିଙ୍କୁ ଗୃହକୁ ଛାଡ଼ିଲେନି

ଭୁବନେଶ୍ୱର,୯।୯(ବ୍ୟୁରୋ): ଖଣି ଦୁର୍ନୀତି ପ୍ରସଙ୍ଗ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କଲେ ନାହିଁ। ଏହାକୁ ନେଇ ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ବିଧାନସଭାରେ ହୁଲସ୍ଥୂଲ କରିଛନ୍ତି। ମୁଲତବୀ ଗ୍ରହଣ କର, ନଚେତ୍‌ ଗୃହ ଚଳାଇ ଦେବୁନାହିଁ। ଏଭଳି ଜିଦ୍‌ରେ...

ବୋଟ୍‌ ଦୁର୍ଘଟଣା, ୩୦ ନିଖୋଜ

ଗୁଆହାଟି,୯।୯: ଆସାମର ଜୋର୍ହାଟଠାରେ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଯାତ୍ରୀବାହି ବୋଟ ପରସ୍ପରକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ୩୦ ଜଣ ଏବେ ମଧ୍ୟ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଦୁର୍ଘଟଣା ବେଳେ ଉଭୟ ବୋଟରେ ପ୍ରାୟ...

ବିଜେଡିରୁ ନିଲମ୍ବିତ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ

ଭୁବନେଶ୍ୱର,୮।୯: ଭାଜପା ନେତାଙ୍କୁ ମାଡ଼ ମାରିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଏନେଇ ବିଜେଡି ବୁଧବାର ଏକ ପ୍ରେସ ବିବୃତି ଜାରି କରିଛି।...

ନଦୀରେ ଦୁର୍ଘଟଣା, ମିଳୁନି ଅନେକ ଯାତ୍ରୀଙ୍କ ପତ୍ତା

ଗୁଆହାଟି,୮।୯: ଆସାମର ଜୋର୍ହାଟଠାରେ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଯାତ୍ରୀବାହି ବୋଟ ମଧ୍ୟରେ ଧକ୍କା ହୋଇଛି। ଉଭୟ ବୋଟରେ ଅତିକମ୍‌ରେ ୧୦୦ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ରାଜଧାନୀ ଗୁଆହାଟିଠାରୁ ୩୫୦ କିମି ଦୂର ଜୋର୍ହାଟର...

ଓଡ଼ିଶାର ସୁନା ପୁଅ ପ୍ରମୋଦଙ୍କୁ ୬ କୋଟି ସହ ଗ୍ରୁପ୍‌ ‘ଏ’ ଚାକିରି

ଭୁବନେଶ୍ୱର,୮।୯(ବ୍ୟୁରୋ): ଟୋକିଓ ପାରାଲିମ୍ପିକ୍ସର ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କୁ ୬ କୋଟି ଟଙ୍କା ପ୍ରଦାନ କରାଯିବା ସହ ଗ୍ରୁପ୍‌ ‘ଏ’ ଚାକିରି ପ୍ରଦାନ...

ଚାଷୀଙ୍କୁ ଉପହାର, ବଢ଼ିଲା ରବି ଫସଲ ଏମ୍‌ଏସ୍‌ପି…

ନୂଆଦିଲ୍ଲୀ,୮।୯: କନ୍ଦ୍ର ସରକାର ଚାଷୀଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି। ଏହା ଅନ୍ତର୍ଗତ ରବି ଫସଲରେ ସର୍ବନିମ୍ନ୍‌ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କୁ ବୃଦ୍ଧି କରାଯାଇଛି। ଗହମର ଏମ୍‌ଏସ୍‌ପିରେ ୪୦ ଟଙ୍କା ବୃଦ୍ଧି ହୋଇଛି। ଫଳରେ ଏହା ଏବେ କ୍ୱିଣ୍ଟାଲ ପିଛା...

ତାଲିବାନୀ ସରକାର ଗଠନ ପରେ ଭାରତର ପ୍ରଥମ ବିବୃତ୍ତି ଜାରି…

ଜେନେଭା/ନୂଆଦିଲ୍ଲୀ,୮।୯: ତାଲିବାନୀ ସରକାରଙ୍କ ଘୋଷଣା ପରେ ଭାରତ ପକ୍ଷରୁ ପ୍ରଥମ ବିବୃତ୍ତି ଅନ୍ତର୍ଜାତୀୟ ସ୍ତରରେ ଜାରି କରାଯାଇଛି। ମିଳିତ ଜାତିସଂଘ ମହାସଭାରେ ଶାନ୍ତି ଏବଂ ସଂସ୍କୃତି ସମ୍ପର୍କିତ ଏକ ବୈଠକରେ ଯୋଗଦେଇ ଭାରତୀୟ ସ୍ଥାୟୀ ମିଶନର ସଚିବ ବିଦିଶା ମୈତ୍ରା...

ମହିଳାଙ୍କୁ ଏନ୍‌ଡିଏ-ନାଭାଲ ଏକାଡେମୀରେ ସ୍ଥାୟୀ କମିଶନ…

ନୂଆଦିଲ୍ଲୀ,୮।୯: ଏନ୍‌ଡିଏ ଏବଂ ନାଭାଲ ଏକାଡେମୀରେ ମହିଳାମାନଙ୍କୁ ଏବେ ସ୍ଥାୟୀ କମିଶନ ମିଳି ପାରିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସୂଚନା ପ୍ରଦାନ କରାଯାଇଛି। ଏସମ୍ପର୍କରେ ବିସ୍ତୃତ ବିବରଣୀ ଦେବା ଲାଗି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ସରକାରଙ୍କୁ ୨ ସପ୍ତାହ...

ସୀମାରେ କମାଣ୍ଡର ପରିବର୍ତ୍ତନ କଲେ ଚାଇନା-ପାକିସ୍ତାନ…

ନୂଆଦିଲ୍ଲୀ/ବେଜିଂ/ଇସଲାମାଦାବ,୮।୯: ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ ଘୋଷଣା କରିବାପରେ ପରେ ପରେ ଉଭୟ ଚାଇନା ଏବଂ ପାକିସ୍ତାନ ଭାରତ ସୀମାରେ ନିଜ ନିଜର କମାଣ୍ଡରଙ୍କୁ ପରିବର୍ତ୍ତନ କରିଛନ୍ତି। ଚାଇନାର ପିଏଲଏ ସେନା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ (ଡବ୍ଲୁଟିସି)ରେ ଜଣେ ନୂତନ...

ଫାଇନାଲ ପୂର୍ବରୁ ସେମି ଫାଇନାଲ ପ୍ରସ୍ତୁତି,ମିଶନ ୟୁପିକୁ ଭାଜପାର ଗୁରୁତ୍ୱାରୋପ…

ନୂଆଦିଲ୍ଲୀ,୮।୯: ଦେଶରେ ସାଧାରଣ ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବ। ଏହାର ୨ ବର୍ଷ ପୂର୍ବରୁ ଉତ୍ତରପ୍ରଦେଶ (ୟୁପି)ରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଫାଇନାଲ ପୂର୍ବରୁ ଭାଜପା ସେମି ଫାଇନାଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ...

୨୦୨୨ ନିର୍ବାଚନ ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା, ଧର୍ମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ…

ନୂଆଦିଲ୍ଲୀ,୮।୯: ଆସନ୍ତା ବର୍ଷ ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ରାଜ୍ୟ ପ୍ରଭାରୀ ଘୋଷଣା କରାଯାଇଛି। କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri