Tag Archives: Home Middle

ଭାଜପାକୁ ଝଟ୍‌କା ଦେବାକୁ ଦିଦି ପ୍ରସ୍ତୁତ, ୨୪ ବିଧାୟକଙ୍କ ସହ ଯୋଗାଯୋଗ ସ୍ଥାପନ ଦାବି…

କୋଲକାତା,୭।୯: ଭାଜପା ବିଧାୟକ ସୋମେନ ରାୟ ତୃଣମୂଳ କଂଗ୍ରେସ( ଟିଏମସି)କୁ ଫେରିବାର କିଛି ଦିନ ବିତିଛି। ଏବେ ଦଳୀୟ ନେତା ମୁକୁଲ ରାୟ ଦାବି କରିଛନ୍ତି ଯେ ଆଗାମୀ ଦିନରେ ବହୁ ଭାଜପା ବିଧାୟକ ଟିଏମସିରେ ଯୋଗ ଦେଇପାରନ୍ତି। ସେ...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ,୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଯୋଗୁ...

ତାଲିବାନ୍‌ ଶିବିର ଉପରେ ଅଜ୍ଞାତ ବିମାନରୁ ବୋମା ମାଡ଼…

କାବୁଲ,୭।୯: ଆଫଗାନିସ୍ତାନରେ ତାଲିବାନ୍‌ ଏବଂ ନର୍ଦନ ଆଲାଇନ୍ସ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଚାଲିଛି। ପଞ୍ଜଶିରରେ ଦଖଲ କରିବା ସତ୍ତ୍ୱେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏପରିସ୍ଥଳେ ଏକ ଅଜ୍ଞାତ ବିମାନ ଦ୍ୱାରା ତାଲିବାନ୍‌ ଶିବିର ଉପରେ ବୋମାମାଡ଼ ହୋଇଛି। ବିମାନ...

ଜଳବାୟୁ ପରିବର୍ତ୍ତନ ରୋକିବାକୁ ତ୍ୱରିତ ପଦକ୍ଷେପ ନିଆଯାଉ

ନୂଆଦିଲ୍ଲୀ, ୭।୯(ପି.ଟି.): ଜଳବାୟୁ ପରିବର୍ତ୍ତନ ରୋକିବା ସହ ଜୈବ ବିବିଧତା ରକ୍ଷା ଓ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ବିଶ୍ୱ ନେତାମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଜାତିସଂଘ ସାଧାରଣ ଅଧିବେଶନ ପୂର୍ବରୁ ଲାନ୍‌ସେଟ, ନ୍ୟାଶନାଲ ମେଡିକାଲ ଜର୍ନାଲ ଅଫ୍‌...

ବ୍ରିକ୍ସ ସମିଟ୍‌ରେ ଅଧ୍ୟକ୍ଷତା କରିବେ ମୋଦି

ନୂଆଦିଲ୍ଲୀ, ୭।୯: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ତ୍ରୟୋଦଶ ସମିଟ୍‌ ୯ ତାରିଖରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଭର୍ଚୁଆଲି ଅଧ୍ୟକ୍ଷତା କରିବେ। ୨୦୧୨ ଏବଂ ୨୦୧୬...

କାମଚଳା ସରକାର ଗଢ଼ିବ ତାଲିବାନ୍‌

କାବୁଲ, ୭ା୯: ପଞ୍ଜଶିର ଅକ୍ତିଆର ପରେ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ୍‌ର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଖୁବ୍‌ଶୀଘ୍ର ସରକାରର ସମ୍ପୂର୍ଣ୍ଣ ରୂପରେଖ ସାମ୍‌ନାକୁ ଆସିବ। ଏବେ ନିର୍ବାଚନ କଥା ଦୃଷ୍ଟିରେ ରଖାଯାଇନାହିଁ। ତେବେ ସାମୟିକ ଭାବେ ତାଲିବାନ୍‌ ଏକ...

ଓଭାଲ ଟେଷ୍ଟ: ଇଂଲଣ୍ଡକୁ ହରାଇଲା ଟିମ୍‌ ଇଣ୍ଡିଆ

ଲଣ୍ଡନ,୬।୯: ପ୍ରଥମ ଇନିଂସରେ ୯୯ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଶେଷରେ ବାଜିମାତ୍‌ କରିଛି। ଓଭାଲ ଟେଷ୍ଟର ପଞ୍ଚମ ଦିନରେ ୧୫୭ ରନ୍‌ରେ ଇଂଲଣ୍ଡକୁ ହରାଇ ଦେଇଛି। ଏଥିସହ ସିରିଜରେ ୨-୧ରେ ଆଗୁଆ ହୋଇଛି ଟିମ୍‌ ଇଣ୍ଡିଆ। ପଞ୍ଚମ...

୧୨ ସେପ୍ଟେମ୍ବରରେ ନିଟ୍‌ ପରୀକ୍ଷା, ସ୍ଥଗିତ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୬।୯: ନିଟ୍‌ ପରୀକ୍ଷା ସ୍ଥଗିତ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ ହୋଇଯାଇଛି। ମେଡିକାଲ ଅଣ୍ଡର ଗ୍ରାଜୁଏଟ୍‌ ପାଠ୍ୟକ୍ରମ ପାଇଁ ହେଉଥିବା ଏହି ପ୍ରବେଶିକା ପରୀକ୍ଷା ପୂର୍ବରୁ ଧାର୍ଯ୍ୟ ହୋଇଥିବା ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହେବ। ପରୀକ୍ଷା ସ୍ଥଗିତ ଆବେଦନ ଉପରେ ଶୁଣାଣି...

ଟିକାକରଣରେ ହିମାଚଳ ପ୍ରଦେଶ ଚାମ୍ପିୟନ, ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…

ନୂଆଦିଲ୍ଲୀ,୬।୯: କରୋନା ମହାମାରୀ ଲଢ଼େଇରେ ହିମାଚଳ ପ୍ରଦେଶ ନୂଆ ଇତିହାସ ସୃଷ୍ଟି କରିଛି। ଶତ ପ୍ରତିଶତ ଟିକାକରଣ ଅଭିଯାନ ରାଜ୍ୟରେ ସଫଳ ହୋଇଛି। ରାଜ୍ୟର ସମସ୍ତଙ୍କୁ ଟିକାର ପ୍ରଥମ ଡୋଜ୍‌ ପ୍ରଦାନ କରାଯାଇଛି। ଏନେଇ ଆୟୋଜିତ ଏକ ଭର୍ଚ୍ୟୁଆଲ୍‌ କାର୍ଯ୍ୟକ୍ରମରେ...

ମମତାଙ୍କ ବିପକ୍ଷରେ ପ୍ରାର୍ଥୀ ଦେବନି କଂଗ୍ରେସ,ଚର୍ଚ୍ଚା ଜାରି…

କୋଲକାତା,୬।୯: ଭବାନୀପୁର ବିଧାନସଭା ଆସନ ପାଇଁ ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଉପ ନିର୍ବାଚନରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ଦିଆଯିବ ନାହିଁ ବୋଲି କୁହାଯାଉଛି। ଏନେଇ ରାଜ୍ୟରେ ଜୋର ସୋର୍‌ରେ ଚର୍ଚ୍ଚା ଆରମ୍ଭ...

କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ…

ନୂଆଦିଲ୍ଲୀ,୬।୯: ଟ୍ରିବ୍ୟୁନାଲ ସଂସ୍କାର ଆଇନ ପ୍ରଣୟନ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ସଂସ୍କାର ଅଧିନିୟମ ସଂସ୍କାର ଆଇନ ଦ୍ୱାରା ଟ୍ରିବ୍ୟୁନାଲର ସଦସ୍ୟ ତଥା ଚେୟାରମ୍ୟାନଙ୍କ ଅବଧିକୁ ହ୍ରାସ କରାଯାଇଥିବାରୁ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଛାଟ...

ବିପଦ ଘନେଇଲା, ନିପା ଭାଇରସ୍‌ ସଂକ୍ରମଣ ଯୋଗୁ ୨୦ ହସ୍ପିଟାଲରେ ଭର୍ତ୍ତି, ଆଇସୋଲେଶନ୍‌ରେ ୧୬୮…

ଥିରୁଭାନନ୍ତପୁରମ୍‌,୬।୯: କେରଳ ଉପରେ ନୂଆ ବିପଦ ଘନେଇବାରେ ଲାଗିଛି। କରୋନା ମହାମାରୀ ସହିତ ଏଠାରେ ନିପା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି। କୋଝିକୋଡ ଠାରୁ କିଛି ଦୂରରେ ଥିବା ମାଓ୍ବୁରରେ ୧୨ ବର୍ଷର ଶିଶୁଙ୍କର ନିପା ଭାଇରସ ସଂକ୍ରମଣ ଯୋଗୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri