Tag Archives: Home Middle

କରୋନା ଟିକା ନ ନେଲେ ମିଳିବ ନାହିଁ ମଦ

ଚେନ୍ନାଇ,୩ ।୯: କରୋନା ମହାମାରୀକୁ ଦୂରେଇବା ପାଇଁ ପ୍ରାୟ ସମସ୍ତ ରାଜ୍ୟର ପ୍ରଶାସନ ଅଣ୍ଟା ଭିଡିଛନ୍ତି । ଏବେ ତାମିଲନାଡୁର ନୀଳଗୀରି ଜିଲାରେ ମଦ କିଣିବା ପାଇଁ କରୋନା ଟିକା ନେବା ଜରୁରୀ ହୋଇଛି । ଅର୍ଥାତ୍ ଏବେ ମଦ...

ଚୋରି କଲେ କାଟି ଦିଆଯିବ ହାତ

କାବୁଲ,୩ ।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନ ହେବା ପୂର୍ବରୁ ତାଳିବାନର କ୍ରୁରତା ବାଲା ପଦକ୍ଷେପ ସାମ୍ନାକୁ ଆସିଛି । ଅପରାଧ ପାଇଁ ତାଲିବାନ ପକ୍ଷରୁ ନୂଆ ସଜ୍ଜାର ବ୍ୟବସ୍ଥା କରାଯାଇଛି । ଯଦି କେହି ଚୋରି କରି ଧରାପଡେ...

ଆଜି ବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ: ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର,୩ା୯(ବ୍ୟୁରୋ): ଆଜି ବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ। ବିଧାନସଭାର ତୃତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଗୃହକାର୍ଯ୍ୟ ଅଚଳ ହୋଇଛି। ଷ୍ଟାଫ୍‌ ସିଲେକ୍ସନ କମିଶନ ଦୁର୍ନୀତିକୁ ନେଇ ବିରୋଧୀମାନେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। କଂଗ୍ରେସ ସଦସ୍ୟଙ୍କ...

ଇତିହାସ ରଚିଲେ ପ୍ରବୀଣ

ଟୋକିଓ,୩।୯: ଭାରତୀୟ ଆଥଲେଟ ପ୍ରବୀଣ କୁମାର ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପୁରୁଷ ଟି -୬୪ ହାଇ ଜମ୍ପ୍‌ ଇଭେଣ୍ଟ ଫାଇନାଲରେ ରୌପ୍ୟ ପଦକ ଜିତିଥିଲେ। ଏହି ମ୍ୟାଚ୍‌ରେ ନୋଏଡା ନିବାସୀ ପ୍ରବୀଣ ୨.୦୭ ମିଟର ଡେଇଁ...

ଓଭାଲ ଟେଷ୍ଟ: ପଛରେ ନାହିଁ ଭାରତ

ଓଭାଲ,୨।୯: ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନର ଖେଳ ରୋମାଞ୍ଚକ ମୋଡ଼ରେ ଶେଷ ହୋଇଛି। ମେଘୁଆ ପାଗ ଦେଖି ଘରୋଇ ଦଳର ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ।...

୨୦୦ ଛୁଇଁ ପାରିଲାନି ଟିମ୍‌ ଇଣ୍ଡିଆ

ଓଭାଲ,୨।୯: ଇଂଲଣ୍ଡ ବିପକ୍ଷରେ ଏଠାରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୧୯୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପୂର୍ବ ମ୍ୟାଚ୍‌ ଭଳି ଏଥର ମଧ୍ୟ ପୂରା ଫେଲ୍‌ ମାରିଥିଲା ଟପ୍‌ ଅର୍ଡର। କେବଳ ଅଧିନାୟକ...

୬ରେ ଆସୁଛି ଆଉ ଏକ ଲଘୁଚାପ

ନୂଆଦିଲ୍ଲୀ,୨।୯: ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା ୬ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର କୁହାଯାଇଛି। ଏଥର ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧିପାରିବ...

ତୃତୀୟ ଲହର ମୁକାବିଲା ପ୍ରସ୍ତୁତି, କ୍ରାୟୋଜେନିକ୍‌ ଟ୍ୟାଙ୍କର କିଣିବେ ସରକାର…

ନୂଆଦିଲ୍ଲୀ,୨।୯: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମୁଥିବାବେଳେ ତୃତୀୟ ଲହର ନେଇ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାର ପକ୍ଷରୁ ଅକ୍ସିଜେନ ସଙ୍କଟ ଦୂର କରିବା ଲାଗି କ୍ରାୟୋଜେନିକ୍‌ ଟ୍ୟାଙ୍କର କିଣିବା ଉଦ୍ୟମ...

ନୂଆ କରୋନା ଭାରିଆଣ୍ଟ୍‌ , ଡେଲ୍ଟାଠାରୁ ବି ଭୟଙ୍କର..

ଜେନେଭା,୨।୯: ପୃଥିବୀରେ କରୋନା ମହାମାରୀର ଆତଙ୍କ ଜାରି ରହିଛି। ମହାମାରୀରୁ ଦୂରେଇ ରହିବା ପାଇଁ ଟିକାକରଣ ଅଭିଯାନ ମଧ୍ୟ ଜୋରସୋରରେ ଚାଲିଛି। ତଥାପି, ଏହି ଭୁତାଣୁର ବିଭିନ୍ନ ଭାରିଆଣ୍ଟ ସୃଷ୍ଟି ହେବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ...

ପ୍ରତି ୫ ଜଣରେ ଜଣେ ସ୍ବାସ୍ଥ୍ୟକର୍ମୀ ନେଇ ନାହାନ୍ତି ଦ୍ୱିତୀୟ ଡୋଜ୍‌…

ନୂଆଦିଲ୍ଲୀ,୨।୯: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମୁଥିବାବେଳେ ତୃତୀୟ ଲହର ନେଇ ଆତଙ୍କ ଦେଖାଦେଇଛି। ଦେଶରେ କରୋନା ଟିକାକରଣକୁ ଇତିମଧ୍ୟରେ ୭ ମାସ ବିତିଛି। ତେବେ ବର୍ତ୍ତମାନ ସୁଦ୍ଧା ଦେଶର ପ୍ରତି ୫ ଜଣରେ ଜଣେ ସ୍ବାସ୍ଥ୍ୟକର୍ମୀ ଯିକାର...

ଡ୍ରାଗନର ମହାକାଶ ଜୟ ଲକ୍ଷ୍ୟ, ପୃଥିବୀ କକ୍ଷରେ ବିଶାଳକାୟ ମୂଳଦୁଆ ନିର୍ମାଣ ପ୍ରସ୍ତୁତି…

ବେଜିଂ,୨।୯: ପୃଥିବୀର କକ୍ଷପଥରେ ବହୁ କିଲୋମିଟରର ବ୍ୟାପି ଏକ ବିଶାଳ ସହର ନିର୍ମାଣ ଯୋଜନା ଏବେ ଚାଇନା ପକ୍ଷରୁ କରାଯାଇଛି। ଏନେଇ ବିଶାଳକାୟ ମୂଳଦୁଆ ନିର୍ମାଣ ଲାଗି ଡ୍ରାଗନ ଜୋରସୋର୍‌ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଉଡ଼ନ୍ତା ସହର ଦ୍ୱାରା...

ଆମେରିକାର ନୂଆ ରଣନୀତି, ଲୁହାକୁ କାଟିବ ଲୁହାରେ…

ଓ୍ବାଶିଂଟନ,୨।୯: ଆମେରିକା ଏବେ ନୂଆ ରଣନୀତି ଗ୍ରହଣ କରିଛି। ଆଇଏସ୍‌ ଆତଙ୍କବାଦୀ ସଂଗଠନ ବିରୋଧରେ ଲଢ଼େଇ ପାଇଁ ତାଲିବାନ କାନ୍ଧରେ ବନ୍ଧୁକ ରଖିବା ଲାଗି ଆମେରିକା ଯୋଜନା କରିଛି। ଏହାଦ୍ୱାରା ଲୁହାକୁ ଲୁହାରେ କଟାଯାଇପାରିବ। ଗୋଟିଏ ଆତଙ୍କବାଦୀ ସଂଗଠନ ବିରୋଧରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri