Tag Archives: Home Middle

ଯୁଦ୍ଧ ଶେଷ, ଆହ୍ବାନ ଆରମ୍ଭ

କାବୁଲ/ଓ୍ବାଶିଂଟନ,୧।୯: ଆଧୁନିକ ବିଶ୍ୱର ଅନ୍ୟତମ ଲମ୍ବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ। ଜୀବନର ୨ ଦଶନ୍ଧି ବିତାଇବା ପରେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଆମେରିକୀୟ ସୈନ୍ୟ। ଆଫଗାନିସ୍ତାନ ମାଟିରେ ଛାଡ଼ି ଯାଇଛନ୍ତି ଅନେକ ସନ୍ତକ, ଅଭୁଲା ଅତୀତ। ଯେଉଁ ତାଲିବାନ୍‌ଠୁ ଆରମ୍ଭ ହୋଇଥିଲା...

ରାଜନୈତିକସ୍ତରରେ ସମାଧାନ କର

ନୂଆଦିଲ୍ଲୀ, ୧।୯: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ କୋଟିଆ ଗ୍ରାମପୁଞ୍ଜକୁ ନେଇ ସୃଷ୍ଟି ହୋଇଥିବା ସୀମା ବିବାଦକୁ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜନୈତିକସ୍ତରରେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ମଙ୍ଗଳବାର ସର୍ବୋଚ୍ଚ ଅଦାଲତ କହିଛନ୍ତି। ବିଚାରପତି ଏ....

ତାଲିବାନ୍‌ ସହ ଭାରତର ଆଲୋଚନା

ନୂଆଦିଲ୍ଲୀ,୩୧।୮- ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରେ ତାଲିବାନ୍‌ ସହ ମଙ୍ଗଳବାର ପ୍ରଥମ ଥର ପାଇଁ ଭାରତ କୁଟନୈତିକ ଆଲୋଚନା ଆରମ୍ଭ କରିଛି। ଭାରତୀୟ ଆମ୍ବାସାଡର ଆତଙ୍କବାଦୀ ସଂଗଠନର ନେତାଙ୍କୁ କତାରର ରାଜଧାନୀ ଦୋହାଠାରେ ଭେଟିଛନ୍ତି। ଆଫଗାନିସ୍ତାନର ନୂଆ ଶାସକଙ୍କ ଅନୁରୋଧ...

ହଟିଲା ସପ୍ତାହାନ୍ତ ଶଟ୍‌ଡାଉନ୍‌: ୧୦ଟା ଯାଏ ଦୋକାନ ବଜାର ଖୋଲା; ବିବାହରେ ନାଚି ପାରିବେ ବରଯାତ୍ରୀ

ଭୁବନେଶ୍ୱର,୩୧।୮(ବ୍ୟୁରୋ): କରୋନା ମହାମାରୀକୁ ନେଇ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍‌ ଜାରି ହୋଇଛି। ଏହା ଅକ୍ଟୋବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ମଙ୍ଗଳବାର ଘୋଷଣା କରିଛନ୍ତି। ତେବେ ନୂଆ ଘୋଷଣା ଅନୁଯାୟୀ,...

ଜମ୍ମୁ-କଶ୍ମୀରର ୬୦ ଯୁବକ ନିଖୋଜ, ଆତଙ୍କବାଦୀ ସଂଗଠନ ଯୋଗାଯୋଗରେ ଥିବା ସନ୍ଦେହ !…

ନୂଆଦିଲ୍ଲୀ,୩୧।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ କ୍ଷମତା ଦଖଲ କରିବା ପରେ ଏହାର ପ୍ରଭାବ ଜମ୍ମୁ-କଶ୍ମୀରରେ ଅନୁଭୁତ ହେବାରେ ଲାଗଛି ବୋଲି ଖବର ପ୍ରକାଶ ପାଇଛି। ଇତିମଧ୍ୟରେ ୬ ଆତଙ୍କବାଦୀ ସଂଗଠନର ସଦସ୍ୟ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିଥିବା ଏଥିରେ ଉଲ୍ଲେଖ...

ଭଙ୍ଗାଯିବ ୪୦ ମହଲା କୋଠା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୋଏଡା,୩୧।୮: ଏକ ୪୦ ମହଲା କୋଠା ଭଙ୍ଗାଯିବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ରିୟଲ ଇଷ୍ଟେଟ୍‌ କମ୍ପାନୀ ସୁପରଟେକ୍‌ ଦ୍ୱାରା ନିର୍ମାଣ କରାଯାଇଥିବା ଏହି କୋଠାକୁ ଶୀଘ୍ର ମାଟିରେ ମିଶାଇବାକୁ କୋର୍ଟ କହିଛନ୍ତି। ସମ୍ପୃକ୍ତ କମ୍ପାନୀ ଏବଂ ଉତ୍ତରପ୍ରଦେଶର...

ତାଲିବାନକୁ ବଡ଼ ଝଟ୍‌କା, ଦେଶ ଛାଡ଼ିବା ପୂର୍ବରୁ ବିମାନ-ରକେଟ ଡିଫେନ୍ସ୍‌ ସିଷ୍ଟମ୍‌ ଅକାମୀ କଲା ଆମେରିକା…

କାବୁଲ/ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଏହା ପୂର୍ବରୁ ସୈନ୍ୟବାହିନୀ ଆଫଗାନିସ୍ତାନରେ ଥିବା ଆମେରିକାର ବହୁ ବିମାନ ଏବଂ ରକେଟ ଡିଫେନ୍ସ୍‌ ସିଷ୍ଟମ୍‌କୁ ଅକାମୀ କରି ଦେଇଛନ୍ତି। ଏହା ସହିତ ଅସ୍ତ୍ରଶସ୍ତ୍ର ବୋଝେଇ ଯାନଗୁଡ଼ିକୁ ମଧ୍ୟ ଖରାପ...

୧୬୭ ଲକ୍ଷ କୋଟି ଖର୍ଚ୍ଚ ପରେ ବି ଆମେରିକା ଖାଲିହାତରେ ଫେରିଲା…

କାବୁଲ/ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିଛନ୍ତି। ଅଗଷ୍ଟ ୩୧ର ଡେଡ୍‌ଲାଇନ୍‌ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ସୈନ୍ୟବାହିନୀଙ୍କୁ ପ୍ରତ୍ୟାବର୍ତ୍ତନ କରାଇଛନ୍ତି। ଫଳରେ ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନର ଶାସନ ପୁଣି ଫେରିଛି। ଆମେରିକା ପକ୍ଷରୁ ଏଠାରେ ସୈନ୍ୟବାହିନୀ...

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ: ୯ ବିଚାରପତି ନେଲେ ଶପଥ

ନୂଆଦିଲ୍ଲୀ,୩୧।୮: ମଙ୍ଗଳବାର ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ ଏକ ଘଟଣା ଘଟିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମଣ ସୁପ୍ରିମକୋର୍ଟର ବିଚାରପତି ଭାବରେ ତିନିଜଣ ମହିଳା ବିଚାରପତିଙ୍କ ସମେତ ନଅ ଜଣ ନୂତନ ବିଚାରପତିଙ୍କୁ ଶପଥ ଗ୍ରହଣ କରିଛନ୍ତି।...

ଶେୟାର ବଜାରରେ ରେକର୍ଡ, ପ୍ରଥମ ଥର ପାଇଁ ସେନସେକ୍ସ୍‌ ଟପିଲା ୫୭ ହଜାର ଅଙ୍କ…

ମୁମ୍ବାଇ,୩୧।୮: ଭାରତୀୟ ଶେୟାର ବଜାରରେ ମଙ୍ଗଳବାର ରେକର୍ଡ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ସେନସେକ୍ସ୍‌ ୫୭ ହଜାର ଅଙ୍କ ଟପିଛି। ପୂର୍ବାହ୍ନ ୯ଟା ୨୪ରେ ସେନସେକ୍ସ୍‌ରେ ୨୩୫ ଅଙ୍କ ବୃଦ୍ଧି ଘଟି ଏହା ୫୭,୧୨୪.୭୮ ଛୁଇଁଛି। ଯାହା ଏପର୍ଯ୍ୟନ୍ତ...

ଆଫଗାନିସ୍ତାନରୁ ଆସିବାକୁ ଚାହୁଁଥିବା ଲୋକଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ…

ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନ ଛାଡ଼ିବା ନେଇ ଆମେରିକା ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆମେରିକା ସେନାଙ୍କ ପାଇଁ ସମୟ ସୀମା ଅଗଷ୍ଟ ୩୧ ରହିଛି। ତେବେ ଯେଉଁମାନେ ଆଫଗାନିସ୍ତାନରୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୩୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri