Tag Archives: Home Middle

ମୋଦି ବାରାଣସୀରେ ଦାଖଲ କରିବେ ପ୍ରାର୍ଥିପତ୍ର

ନୂଆଦିଲ୍ଲୀ,୧୨।୫: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ଚରମ ସୀମାରେ ରହିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୧୪ମେ’ରେ ଉତ୍ତରପ୍ରଦେଶର ବାରାଣାସୀ ଲୋକ ସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଇତି ମଧ୍ୟରେ ଅନେକ ଏନଡିଏ...

୧୫ରେ ବଲାଙ୍ଗୀର ଆସିବେ ରାହୁଲ

ବଲାଙ୍ଗୀର,୧୨ା୫: ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଗସ୍ତରେ ଆସିବେ ରାହୁଲ । ବାଇକ୍‌ ରାଲି ସହ ଜନସଭାରେ ରାହୁଲ ଯୋଗଦେବେ। ଏନେଇ କଂଗ୍ରେସ...

ପୁଣି ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୧୨।୫: ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଏହି ଗସ୍ତ ସମୟରେ ସେ ପୁରୀରେ ରୋଡ୍‌ ଶୋ କରିବେ। ଏହାସହିତ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ। ଏନେଇ ରାଜ୍ୟ ଭାଜପା ଉପସଭାପତି ଗୋଲକ...

ପଶ୍ଚିମବଙ୍ଗରେ ମୋଦି ଦେଲେ ଏହି ୫ ଗ୍ୟାରେଣ୍ଟି…

କୋଲକାତା,୧୨ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପଶ୍ଚିମବଙ୍ଗର ବାରାକପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୫ଟି ଗ୍ୟାରେଣ୍ଟି ଦେଇଛନ୍ତି। ସେ କହିଛନ୍ତି, ସେମାନେ ସିଏଏ ଆଇନକୁ ରଦ୍ଦ କରିବା କଥା କହୁଛନ୍ତି, କିନ୍ତୁ ଆଜି...

ଅରବିନ୍ଦ କେଜ୍ରିୱାଲଙ୍କ ୧୦ ନିର୍ବାଚନ ଗ୍ୟାରେଣ୍ଟି: ମାଗଣା ବିଜୁଳି, ଚାଇନାଠୁ ଫେରାଇବେ ଜମି

ନୂଆଦିଲ୍ଲୀ,୧୨ା୫: ଆମ୍ ଆଦମୀ ପାର୍ଟି (ଏଏପି) ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଯଦି ଏହି ଲୋକ ସଭା ନିର୍ବାଚନରେ ବିରୋଧୀ INDIA ବ୍ଲକ୍ କୁ ଭୋଟ୍ ଦିଅନ୍ତି ତେବେ ତାଙ୍କର ‘୧୦ ଗ୍ୟାରେଣ୍ଟି ‘ ପୂରଣ...

ମୋତେ ଜୁନ୍‌ ୨ରେ ପୁଣି ଜେଲ୍‌ ଫେରିବାକୁ ପଡ଼ିବ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୨ା୫: ଏଏପିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ରବିବାର ଦଳର ସମସ୍ତ ବରିଷ୍ଠ ନେତା ତଥା ବିଧାୟକଙ୍କୁ ଭେଟିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଏଏପି ବିଧାୟକମାନଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି, କେବଳ ଆମ ଆଦ୍‌ମୀ ପାର୍ଟି ଦେଶର...

ବିରୋଧୀମାନେ ମିଛ କଥା କହୁଛନ୍ତି, ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ଭୁବନେଶ୍ୱର/ବଲାଙ୍ଗୀର,୧୨ା୫: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିରାଟ ସଭାରେ ରବିବାର ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଉକ୍ତ ସଭାରେ ସମ୍ବୋଧିତ କରିବା ସହ ସିଧା ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀମାନେ ମିଛ କଥା କହୁଛନ୍ତି।...

ଭାଜପାର ପ୍ରଧାନମନ୍ତ୍ରୀ ଚେହେରା କିଏ? କେଜରିଓ୍ବାଲଙ୍କ ବୟାନକୁ ନେଇ ବୋବାଲ

ନୂଆଦିଲ୍ଲୀ,୧୨।୫: ତିହାର ଜେଲ୍‌ରୁ ଆସୁଆସୁ ନିର୍ବାଚନୀ ମଇଦାନକୁ ଲମ୍ଫ ମାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଆଉ ପ୍ରଥମେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ଉଠାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଯାହାକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇଛି।...

ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ଆଜି ଦୁଇ ଲୋକ ସଭା ଆସନରେ ମାଗିବେ ଭୋଟ

ଭୁବନେଶ୍ୱର,୧୨।୫: ପ୍ରଚାର ପାଇଁ ବଲାଙ୍ଗିର ଜିଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପ୍ରଥମେ କଳାହାଣ୍ଡି ଜିଲା ଉତ୍କେଲା ଏୟାର ଷ୍ଟ୍ରିପରେ ଓହ୍ଲାଇ ସ୍ବତନ୍ତ୍ର ବିମାନ ଯୋଗେ କଣ୍ଟାବାଞ୍ଜି ଯିବେ। ସେଠାରେ ଗଁରେଇ...

ବିଜେଡିର କାଉଣ୍ଟଡାଉନ୍‌ ଆରମ୍ଭ: ମୋଦି

ବଲାଙ୍ଗୀର, ୧୨ା୫(ବୀରେନ୍ଦ୍ର କୁମାର ଝାଙ୍କର)ଓଡ଼ିଶାରେ ବିଜେଡି ସରକାରର କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଜୁନ୍‌ ୪ ହେଉଛି ବିଜେଡିର ଏକ୍ସପାଏରୀ ଡେଟ୍‌। ଜୁନ୍‌ ୧୦ରେ ଓଡ଼ିଶା ମାଟିରେ ଜନ୍ମ ହୋଇଥିବା, ଓଡ଼ିଆ ସଂସ୍କୃତି ଓ ଅସ୍ମିତା ବୁଝୁଥିବା ବ୍ୟକ୍ତି ଭାଜପା ମୁଖ୍ୟମନ୍ତ୍ରୀ...

ମାଗଣା ବିଜୁଳି ବିରୋଧୀଙ୍କୁ କରେଣ୍ଟ ମାରୁଛି: ପାଣ୍ଡିଆନ୍‌

ଭୁବନେଶ୍ୱର, ସୁନ୍ଦରଗଡ ୧୨ା୫(ଅନିଲ ଦାସ/ଜୟନାରାୟଣ ମେଣ୍ଡୁଳି)ଜୁଲାଇ ମାସରୁ ଓଡ଼ିଶାର ଜନସାଧାରଣଙ୍କୁ ଆଉ ବିଜୁଳି ବିଲ୍‌ ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ନବୀନବାବୁ ଲୋକଙ୍କୁ ବିଜୁଳି ମାଗଣାରେ ଦେଉଛନ୍ତି ଜାଣି ବିରୋଧୀଙ୍କୁ କରେଣ୍ଟ ଲାଗିଗଲାଣି।...

ବିଜେଡିର ଟଙ୍କାବଣ୍ଟା ଫଟୋ ଭାଇରାଲ

ନବରଙ୍ଗପୁର, ୧୨।୫(ସଦାଶିବ ପ୍ରହରାଜ)ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଚାର ସମୟରେ ନେତାଙ୍କ ଉପସ୍ଥିତିରେ ଟଙ୍କା ବଣ୍ଟାଯାଉଥିବାର ଫଟୋ ଭାଇରାଲ ହୋଇଛି। ଏହି ଫଟୋଟି ଗତ ୯ ତାରିଖ ଗୁରୁବାରର ବୋଲି ସ୍ପଷ୍ଟ ହୋଇଛି। ତେବେ କେଉଁ ଗ୍ରାମର ପ୍ରଚାର ବେଳର ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri