Tag Archives: Home Middle

ଶେଷ ସେକେଣ୍ଡ୍‌ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଆତ୍ମଘାତୀ

ଓ୍ବାଶିଂଟନ,୨୮।୮: କାବୁଲ ସ୍ଥିତ ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୧୮୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣ ପୂର୍ବରୁ ସମ୍ପୂର୍ଣ୍ଣ ଘଟଣାକୁ ପ୍ରକାଶ କରିଛନ୍ତି ଆମେରିକୀୟ ସେନା ଅଧିକାରୀ। ଆକ୍ରମଣର ଯଥେଷ୍ଟ ପୂର୍ବରୁ...

ଅଗଷ୍ଟ ୩୧ ପରେ ତାଲିବାନ ସହ କଥା ହେବ ଆମେରିକା: ବାଇଡେନ

ଓ୍ବାଶିଂଟନ,୨୮ା୮: ଅଗଷ୍ଟ ୩୧ ପରେ ଆଫଗାନିସ୍ତାନର କାବୁଲ ବିମାନବନ୍ଦରରୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଆମେରିକା ତାଲିବାନ ସହ କଥା ହେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି। ଏହି ପରିପ୍ରେକ୍ଷୀରେ କୂଟନୈତିକ ପ୍ରୟାସକୁ ଜୋରଦାର କରିବାକୁ ବାଇଡେନ ବୈଦେଶିକ ସଚିବ...

ପାରାଲିମ୍ପିକ୍ସରେ ରୌପ୍ୟ ନିଶ୍ଚିତ କଲେ ଭାବିନା

ଟୋକିଓ,୨୮।୮: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ଭାବିନାବେନ ପଟେଲ। ଶନିବାର ଖେଳାଯାଇଥିବା ଟେବୁଲ ଟେନିସ ଇଭେଣ୍ଟର ସେମିଫାଇନାଲରେ ୩-୨ ବ୍ୟବଧାନରେ ଚାଇନାର ମିଆଓ ଝାଙ୍ଗଙ୍କୁ ହରାଇ ଭାବିନା ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହିତ...

ଆସିଲା ସେପ୍ଟେମ୍ବର ଗାଇଡ୍‌ଲାଇନ୍‌, ଏସବୁ ଉପରେ ଗୁରୁତ୍ୱ ଦେଲେ ସରକାର

ନୂଆଦିଲ୍ଲୀ,୨୮ା୮: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।  ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଏନେଇ ଚିଠିରେ ଅବଗତ କରାଯାଇଛି। ଆଗକୁ ପାର୍ବଣ ଋତୁ ଥିବାରୁ ଟେଷ୍ଟ,...

୧୦ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୮ା୮(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏସବୁ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ମାଲକାନଗିରି, କୋରାପୁଟ,...

ମୁମ୍ବାଇର ୮୦ ପ୍ରତିଶତ ଅଞ୍ଚଳ ଯିବ ସମୁଦ୍ର ଗର୍ଭ କୁ…

ମୁମ୍ବାଇ,୨୮।୮: ବିପଦ ମାଡ଼ି ଆସୁଛି, ଆଉ ୨୯ ବର୍ଷ ପରେ ୨୦୫୦ ବେଳକୁ ଫିଲ୍ମ ସିଟି ମୁମ୍ବାଇର ୮୦ ପ୍ରତିଶତ ଅଞ୍ଚଳ ସମୁଦ୍ର ଗର୍ଭକୁ ଯିବ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ହେବାର ଆଶଙ୍କା ସୃଷ୍ଟି ହୋଇଛି। ମୁମ୍ବାଇର ମ୍ୟୁନିସପାଲ...

ଅଧିକ ସିସିଟିଭି କ୍ୟାମେରା ସହର ତାଲିକାରେ ଦିଲ୍ଲୀ ଶୀର୍ଷରେ…

ନୂଆଦିଲ୍ଲୀ,୨୮।୮: ଅଧିକ ସିସିଟିଭି ଥିବା ପୃଥିବୀର ଶ୍ରେଷ୍ଠ ୧୦ ସହର ତାଲିକାରେ ଦିଲ୍ଲୀ ଶୀର୍ଷରେ ରହିଛି। ଟେକ୍ନୋଲୋଜି ସାଇଟ୍‌ କମ୍ପୋରେଟକ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ମୋଷ୍ଟ ସର୍ଭେଲ୍ଡ୍‌ ସହର ଭାବେ ଦିଲ୍ଲୀ...

ଦେଶର ବିକାଶ ଗତିକୁ ବୃଦ୍ଧି କରିଛି ଜନ ଧନ ଯୋଜନା…

ନୂଆଦିଲ୍ଲୀ,୨୮।୮: ଦେଶର ବିକାଶରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏହା ବିକାଶ ଗତିକୁ ବହୁଗୁଣା ବୃଦ୍ଧି କରିବାକୁ ସକ୍ଷମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ ଧନ ଯୋଜନାର ୭ ବର୍ଷ ପୂର୍ତ୍ତିି ଅବସରରେ...

ଭାରତର ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯିବା ଅପରିହାର୍ଯ୍ୟ…

ଚେନ୍ନାଇ,୨୮।୮: ଭାରତର ସୀମାକୁ ସଶକ୍ତ କରିବା ଲାଗି ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯିବାର ଆବଶ୍ୟକତା ରହିଛି। ପୃଥିବୀରେ ଯେଉଁଭଳି ଭାବରେ ପରିବର୍ତ୍ତନ ଘଟୁଛି, ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଜରୁରୀ ହୋଇପଡ଼ିଛି। ପ୍ରତିଟି ଦେଶ ନିଜ ନିଜର ସାମରିକ ଶକ୍ତି...

ତାଲିବାନ ନିକଟରେ ଏବେ ବିଶ୍ୱର ୮୫ ପ୍ରତିଶତ ଦେଶରୁ ଅଧିକ ବ୍ଲାକ ହଙ୍କ ହେଲିକପ୍ଟର!

ନୂଆଦିଲ୍ଲୀ,୨୮ ।୮: ତାଲିବାନ କେବଳ ଯେ ଆଫଗାନିସ୍ତାନ ଉପରେ କବଜା କରିଛି ତା’ନୁହେଁ । ଏବେ ତାଲିବାନ ନିକଟରେ ବହୁ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ହେଲିକପ୍ଟର ବି ରହିଛି । ତାଲିବାନ ହାତରେ ଲାଗିଥିବା ଆମେରିକା ସେନାଙ୍କ ଅତ୍ୟାଧୁନିକ...

କୃଷି ଆଇନ ବିରୋଧୀ ପ୍ରସ୍ତାବ ଆଣିଲେ ଷ୍ଟାଲିନ୍‌, ଭାଜପା କଲା ଗୃହତ୍ୟାଗ…

ଚେନ୍ନାଇ,୨୮।୮: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ବିଧାନସଭା ଆଗତ ହେବା ପରେ ଦ୍ୱନିମତରେ ପାରିତ ହୋଇଛି। ଏହାକୁ ନେଇ ଭାଜପା ସଦସ୍ୟମାନେ ଗୃହତ୍ୟାଗ କରିଛନ୍ତି। ଷ୍ଟାଲିନଙ୍କ ସରକାରଙ୍କ...

ବଦଳୁଛି କଶ୍ମୀରର ରଙ୍ଗ, ଭିଟାମାଟିକୁ ଫେରୁଛନ୍ତି କଶ୍ମୀର ପଣ୍ଡିତ…

ଶ୍ରୀନଗର,୨୮।୮: କଶ୍ମୀରର ରଙ୍ଗ ବଦଳିବାକୁ ଆରମ୍ଭ କରିଛି। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୩,୮୦୦ରୁ ଅଧିକ ପଣ୍ଡିତ ନିଜ ଭିଟାମାଟିକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୁନର୍ବାସ ପ୍ୟାକେଜ ଅନ୍ତର୍ଗତ ୩,୮୪୧ କଶ୍ମୀରୀ ପଣ୍ଡିତ ଜମ୍ମୁ-କଶ୍ମୀରୀକୁ ବାହୁଡ଼ିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri