Tag Archives: Home Middle

ସବୁ ତାରକା ଫେଲ୍‌

ଲିଡ୍ସ,୨୫।୮ : ଲୋକେଶ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେଙ୍କ ଭଳି ତାରକା ଖଚ୍ଚିତ ଭାରତୀୟ ବ୍ୟାଟିଂ ଲାଇନଅପ୍‌ ଫେଲ୍‌ ମାରିଛି। କେବଳ ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଛାଡ଼ି ଦେଲେ ଦୁଇ ଅଙ୍କ ସ୍କୋର ଛୁଇଁ...

ଯେତେ ଶୀଘ୍ର ମିଶନ ଶେଷ ହେବ ସେତେ ଭଲ: ବାଇଡେନ

ଓ୍ବାଶିଂଟନ,୨୫ା୮: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି, ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଆମେରିକା ତ୍ୱରିତ କାର୍ଯ୍ୟ କରୁଛି। ଏଥି ସହିତ ବାଇଡେନ୍‌ କହିଛନ୍ତି, ଦେଶର ନୂତନ ତାଲିବାନ ଶାସକଙ୍କ ନିରନ୍ତର ସହଯୋଗ ଉପରେ ଏହି ଲକ୍ଷ୍ୟରେ...

ଜନ ପ୍ରତିନିଧିଙ୍କ ବିରୋଧରେ ମାମଲା ପ୍ରତ୍ୟାହୃତ ପାଇଁ ହାଇକୋର୍ଟଙ୍କ ମଞ୍ଜୁରୀ ଜରୁରୀ: ଏସ୍‌ସି…

ନୂଆଦିଲ୍ଲୀ,୨୫।୮: ଏମ୍‌ପି ଏବଂ ବିଧାୟକଙ୍କ ଭଳି ଜନ ପ୍ରତିନିଧିଙ୍କ ବିରୋଧରେ ଅପରାଧିକ ମାମଲା ପ୍ରତ୍ୟାହାର ଉପରେ ସମ୍ପୂର୍ଣ୍ଣ କଟକଣା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯଦି ଦୁର୍ଭାଗ୍ୟ ବଶତଃ କୌଣସି ମାମଲା ପଞ୍ଜିକୃତ ହୋଇଛି, ତେବେ ରାଜ୍ୟ ସରକାର ଏହାକୁ...

ବନ୍ଧକ ମୁନରେ କ୍ଷମତା ଦଖଲ, ହାତରେ ନାହିଁ କାଣିକଉଡ଼ି…

ଓ୍ବାଶିଂଟନ/କାବୁଲ,୨୫।୮: ବନ୍ଧୁକ ମୁନରେ ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା କଷ୍ଟକର ବ୍ୟାପାର ମନେ ହେଉଛି। ତାଲିବାନ ନିଜକୁ ପରିବର୍ତ୍ତନ କରିବା ବିଷୟରେ କଥାବାର୍ତ୍ତା କରୁଥିବା...

ଭାରତରେ କରୋନା ସ୍ଥିତି ଏଣ୍ଡେମିକ୍‌ ହୋଇପାରେ, ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସୂଚନା…

ଜେନେଭା,୨୫।୮: ଭାରତରେ କରୋନା ସ୍ଥିତି ଏଣ୍ଡେମିକ୍‌ ହୋଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅର୍ଥାତ୍‌ ଭାରତରେ ଲୋକେ ଏହି ଭୂତାଣୁ ସହିତ ବଞ୍ଚିବାକୁ ସାଧାରଣ ଭାବେ ଗ୍ରହଣ କରିନେବେ ବୋଲି ଡବ୍ଲ୍ୟୁଏଚ୍‌ଓର ମୁଖ୍ୟ ବୈଜ୍ଞାନିକ...

ଶିକ୍ଷା ବିଭାଗ ସମ୍ମୁଖରେ ଜହର ପିଇଲେ ୫ ଶିକ୍ଷୟିତ୍ରୀ, ୩ ବେହୋସ …

କୋଲକାତା,୨୫।୮: ପଶ୍ଚିମବଙ୍ଗରେ ଶିକ୍ଷା ବିଭାଗ ସମ୍ମୁଖରେ ଏକ ଶିଶୁ ଶିକ୍ଷା କେନ୍ଦ୍ରର ୫ ଜଣ କଣ୍ଟ୍ରାକ୍ଟଚୁଆଲ ଶିକ୍ଷୟିତ୍ରୀ ଜହର ପିଇଛନ୍ତି। ଜହର ପିଇବା ପରେ ଘଟଣାସ୍ଥଳରେ ୩ ଜଣ ବେହୋସ ହୋଇଯାଇଥିଲେ। ସେମାନଙ୍କୁ ଚିକିତ୍ସା ଲାଗି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି...

ତାଲିବାନର କଡ଼ା ଚେତାବନୀ,କାହାକୁ ଦେଶ ଛାଡ଼ିବାକୁ ଦିଆଯିବ ନାହିଁ…

କାବୁଲ,୨୫।୮: ଆଫଗାନିସ୍ତାନକୁ ୨୦ ବର୍ଷ ପରେ ତାଲିବାନ ପୁନର୍ବାର ନିଜ ଦଖଲ ନେଇଛି। ତାଲିବାନ ୧୫ ଅଗଷ୍ଟରେ ନେକାବୁଲକୁ କାବୁ କରିଥିଲା। ଏହା ପରେ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡିଥିଲେ। ଜୀବନ ଭୟରେ ଏବେ ସାଧାରଣ ଲୋକେ ଯେ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨୫।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି । ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୫୯୩...

ଦିଗହରା ଜୀବନ, କିଏ ଦେବ ଶରଣ…

କାବୁଲ,୨୫।୮: ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଶରଣ ଦେବା ନେଇ ଏବେ ସମସ୍ୟା ଉପୁଜିଛି। ଭିଟାମାଟି ଛାଡ଼ିଥିବା ଶରଣାର୍ଥୀଙ୍କ ଜୀବନ ଏବେ ଦିଗହରା ହୋଇପଡ଼ିଛି। ଆଖିରେ ଆଖିଏ ସପନ ନେଇ ସେମାନେ ଶରଣ ପାଇଁ ଅପେକ୍ଷା କରିଛନ୍ତି। ଆଫଗାନିସ୍ତାନର ମିତ୍ର ବୋଲାଉଥିବା ପାକିସ୍ତାନ...

ବଢ଼ିଲା କଂଗ୍ରେସ କନ୍ଦଳ

ନୂଆଦିଲ୍ଲୀ, ୨୫ା୮: ପଞ୍ଜାବ, ରାଜସ୍ଥାନ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଥମିବାର ନାଁ ଧରୁ ନ ଥିବାବେଳେ ଏବେ ଛତିଶଗଡ଼ରେ କ୍ଷମତା ହାତେଇବାକୁ ନେଇ ଦଳରେ ଫାଟ ଦେଖାଦେଇଛି। ଶାସନ ଗାଦି ହାତରେ ରଖିବାକୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ବରିଷ୍ଠ ନେତା...

ତିନିପଟେ ତାଲିବାନ୍‌

କାବୁଲ,୨୫ା୮: କଥା କଥାକେ ଫୁଟୁଛି ଗୁଳି, ଶୁଭୁଛି ବିସ୍ଫୋରଣର ଛାତିଥରା ଶବ୍ଦ। ତାଲିବାନ୍‌ ଜାରି କରିଛି ଫତ୍‌ଓ୍ବା। ଅମାନ୍ୟ କଲେ ଶରିଆ ଆଇନରେ ଗଡ଼ିବ ମୁଣ୍ଡ। ଆତଙ୍କରେ ମରି ମରି ବଞ୍ଚୁଛନ୍ତି ଆଫଗାନ୍‌। କାରଣ ପୁଣି ଫେରିଛି ତାଲିବାନର ତିରିଶ...

‘୭୦ ବର୍ଷରେ ଭାରତ ଯାହା କରିଥିଲା, ସବୁ ବିକି ଦେଲେ ମୋଦି’

ନୂଆଦିଲ୍ଲୀ,୨୪।୮: ଗତ ୭୦ ବର୍ଷରେ ଭାରତରେ ସୃଷ୍ଟି କରାଯାଇଥିବା ସମସ୍ତ ସମ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶିଳ୍ପପତି ବନ୍ଧୁମାନଙ୍କୁ ବିକ୍ରି କରି ଦେଉଛନ୍ତି। ଏଭଳି କେନ୍ଦ୍ର ସରକାରଙ୍କ ଜାତୀୟ ମୋନେଟାଇଜେଶନ ପାଇପ୍‌ଲାଇନ (ଏନ୍‌ଏମ୍‌ପି)କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri