Tag Archives: Home Middle

ଆତ୍ମନିର୍ଭର ଭାରତ ଗଠନରେ ଜାତୀୟ ହାଇଡ୍ରୋଜେନ୍‌ ମିଶନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୧୫।୮: ସମ୍ପ୍ରତି ଭାରତ ବହୁବିଧ କ୍ଷେତ୍ରରେ ବିକାଶ କରୁଥିବାବେଳେ ଶକ୍ତି କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଲଟିଛି। ଏବେ ଦେଶ କ୍ୱାଣ୍ଟମ ଜମ୍ପ ଦେବାକୁ ଯାଉଛି। ଦେଶର ବହୁବିଧ ବିକାଶ ଲାଗି ଆଜି ସବୁଜ ଶକ୍ତି ଅପରିହାର୍ଯ୍ୟ ହୋଇପଡ଼ିଛି। ଏହାକୁ...

ରାଜ୍ୟରେ ୧,୦୫୮ କରୋନା ପଜିଟିଭ୍‌ ଚିହ୍ନଟ; ୧୮ ବର୍ଷ ମଧ୍ୟରେ ୧୩୮ ଆକ୍ରାନ୍ତ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୩୮ ଜଣଙ୍କ ବୟସ ୧୮ ବର୍ଷ ବୟସ ମଧ୍ୟରେ ଥିବା ଜଣାପଡ଼ିଛି। ଏହାଛଡ଼ା ୬୧୬ କ୍ୱାରାଣ୍ଟାଇନ୍‌ ଏବଂ ୪୪୨ଟି ଲୋକାଲ...

କ୍ରୀଡ଼ା ପାଠପଢ଼ାର ଅଂଶ ବିଶେଷ, ମୁଖ୍ୟ ସ୍ରୋତରେ ହେବ ସାମିଲ୍‌…

ନୂଆଦିଲ୍ଲୀ,୧୫।୮: ପାଠପଢ଼ାରେ କ୍ରୀଡ଼ାକୁ ଏକ ଅଂଶ ବିଶେଷ ଭାବେ ଗ୍ରହଣ କରାଯାଇ ମୁଖ୍ୟ ସ୍ରୋତରେ ସାମିଲ୍‌ କରାଯିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ନିଜ ଭାଷଣରେ ସେ ଏଭଳି...

ସୈନିକ ସ୍କୁଲ୍‌ରେ ପଢ଼ିବେ ବାଳିକା…

ନୂଆଦିଲ୍ଲୀ,୧୫।୮: ଏଣିକି ବାଳିକାମାନେ ସୈନିକ ସ୍କୁଲରେ ପଢ଼ିବେ। ସମ୍ପ୍ରତି ସମସ୍ତ କ୍ଷେତ୍ରରେ ବାଳିକାମାନେ ଭଲ ପ୍ରଦର୍ଶନ କରୁଛନ୍ତି। ବାଳିକାମାନେ ସୈନିକ ସ୍କୁଲ୍‌ରେ ପଢ଼ିବାକୁ ଚାହୁଁଛନ୍ତି। ତେଣୁ ସେମାନଙ୍କୁ ଏହି ସୁଯୋଗ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର...

ସବ୍‌କା ସାଥ୍‌-ସବ୍‌କା ବିକାଶ-ସବ୍‌କା ବିଶ୍ୱାସ ସହିତ ସବ୍‌କା ପ୍ରୟାସ ମଧ୍ୟ ଜରୁରୀ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୮: ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ସହିତ ସବ୍‌କା ପ୍ରୟାସ ମଧ୍ୟ ଜରୁରୀ ବୋଲି ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦି ଏଭଳି କହିଛନ୍ତି।...

‘ଝିଅଙ୍କୁ ସୁଯୋଗ ଦେଲେ ଦେଶ ଆଗେଇବ’

ନୂଆଦିଲ୍ଲୀ, ୧୪।୮: ଝିଅମାନଙ୍କୁ ସୁଯୋଗ ଦେଲେ ହିଁ ଦେଶ ଆଗେଇବ। ୭୫ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନକୁ ସେ ଉଚ୍ଚ...

ଦ୍ୱାଦଶ ଶ୍ରେଣୀ ଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ, ଅନ୍‌ଲାଇନ୍‌ କ୍ଲାସ୍‌ ଯୋଗୁ ମାନସିକ ସ୍ଥିତି ଉପରେ ପଡୁଛି ବିପରୀତ ପ୍ରଭାବ…

ନୂଆଦିଲ୍ଲୀ,୧୪।୮: ଅନ୍‌ଲାଇନ୍‌ କ୍ଲାସ୍‌ ଯୋଗୁ ଛାତ୍ରୀଛାତ୍ରଙ୍କ ମାନସିକ ସ୍ଥିତି ଉପରେ ବିପରୀତ ପ୍ରଭାବ ପଡୁଛି। ସୁପ୍ରିମ୍‌କୋଟଙ୍କ ଦ୍ୱାରସ୍ଥ ହୋଇ ଏଭଳି ଏକ ଆବେଦନ ଦିଲ୍ଲୀର ଜଣେ ୧୭ ବର୍ଷ ବୟସ୍କ ଦ୍ୱାଦଶ ଶ୍ରେଣୀ ଛାତ୍ର କରିଛନ୍ତି। ସମସ୍ତ ରାଜ୍ୟ ସରକାରଙ୍କୁ...

ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌, ୪ ଜୈଶ୍‌ ଆତଙ୍କବାଦୀ ଗିରଫ…

ଶ୍ରୀନଗର,୧୪।୮: ଦେଶର ୭୫ତମ ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଏକ ବଡ଼ ଧରଣର ଆତଙ୍କବାଦୀ ଷଡଯନ୍ତ୍ର ପର୍ଦ୍ଦାଫାଶ୍‌ ହୋଇଛି। କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ୪ ଜଣ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସ୍ବାଧୀନତା ଦିବସରେ...

ପ୍ରକାଶ ପାଇଲା ଯୁକ୍ତ ୨ କଳା, ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ: ୯୮.୫୮% ପାସ ହାର

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତିରେ ଫଳାଫଳ...

୧,୩୮୦ ଯବାନଙ୍କୁ ଗ୍ୟାଲେଣ୍ଟ୍ରି ଆଓ୍ବାର୍ଡ…

ନୂଆଦିଲ୍ଲୀ,୧୪।୮: ଦେଶର ୭୫ତମ ସ୍ବାଧୀନତା ଦିବସ ଅବସରରେ ୧.୩୮୦ ସାହସୀ ଯବାନଙ୍କୁ ଗ୍ୟାଲେଣ୍ଟ୍ରି ଆଓ୍ବାର୍ଡ ପ୍ରଦାନ କରାଯିବ। ୬୬୨ ଜଣ ପୋଲିସ କର୍ମଚାରୀଙ୍କୁ ଗ୍ୟାଲେଣ୍ଟ୍ରି ପାଇଁ ପୋଲିସ ପଦକ, ୬୨୮ ଜଣ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ ଏବଂ ୮୮ ଜଣ...

ଆଉ ହୋଇ ପାରିବନି ଫେକ୍‌ ଭୋଟିଂ, ସରକାର ଆଣୁଛନ୍ତି ନୂଆ ବ୍ୟବସ୍ଥା…

ନୂଆଦିଲ୍ଲୀ,୧୪।୮: ଏଣିକି ଫେକ୍‌ ଭୋଟିଂ ଆଉ କରାଯାଇ ପାରିବ ନାହିଁ। ଖୁବ୍‌ ଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିପାଇଁ ସରକାରଙ୍କୁ କିଛି ଆଇନରେ ସଂଶୋଧନ କରିବାକୁ ପଡିବ। ଏହା ସହିତ, ଡାଟା...

ଲାଲ୍‌ କିଲ୍ଲା ପାଲଟିଲା ଅଭେଦ୍ୟ ଦୁର୍ଗ,୯ ଆଣ୍ଟି ଡ୍ରୋନ୍‌-୩୦୦ ସିସିଟିଭି-୫୦୦୦ ଯବାନ ମୁତୟନ…

ନୂଆଦିଲ୍ଲୀ,୧୪।୮: ଦେଶର ୭୫ତମ ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲ୍‌ କିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କିଲ୍ଲାକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ। ସମଗ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri