Tag Archives: Home Middle

ଆସନ୍ତାକାଲି ବଡ଼ ବୈଠକ ଡାକିବେ କେଜ୍‌ରିଓ୍ବାଲ, ଏଜେଣ୍ଡାକୁ ନେଇ ସସ୍‌ପେନ୍ସ

ନୂଆଦିଲ୍ଲୀ,୧୧ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଶୁକ୍ରବାର ସୁପ୍ରିମକୋର୍ଟଙ୍କଠାରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଛନ୍ତି। ଏହା ସହ ଜେଲ୍‌ରୁ ବାହାରିବା ପରେ କେଜ୍‌ରିଓ୍ବାଲ ତାଙ୍କର ରାଜନୈତିକ ସକ୍ରିୟତାକୁ ଆହୁରି ଜୋରଦାର କରିଛନ୍ତି। ଆଜି କେଜ୍‌ରିଓ୍ବାଲ ଦିଲ୍ଲୀରେ...

ଶେଷ ଦିନରେ ପ୍ରଚାର ଜୋରଦାର କଲେ ସମସ୍ତ ପାର୍ଟି, ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍

ଭୁବନେଶ୍ୱର,୧୧।୫: ରାଜ୍ୟର ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଗ୍ରହଣ ପାଇଁ ପ୍ରଚାର କାର୍ଯ୍ୟ ଶନିବାର ଅପରାହ୍ନ ୫ଟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୪ଟି ଲୋକ ସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା...

ପାକିସ୍ତାନର ପରମାଣୁ ବୋମାକୁ ଭାରତ ଡରେ ନାହିଁ: ଶାହା

ନୂଆଦିଲ୍ଲୀ,୧୧ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର କଂଗ୍ରେସ ଏବଂ ଏହାର ନେତାଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ତେଲଙ୍ଗାନାରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ଶାହା କହିଛନ୍ତି, କଂଗ୍ରେସ ନେତା ମଣି ଶଙ୍କର ଆୟାର କହିଛନ୍ତି...

ଜେଲ୍‌ ଯିବା ପରେ କାହିଁକି ଦେଇ ନ ଥିଲେ ଇସ୍ତଫା, ପ୍ରେସମିଟ୍‌ କରି ବଡ଼ ବୟାନ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୫: ଜାମିନ ପାଇବାର ଦିନେ ନ ଯାଉଣୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଶନିବାର ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ କେଜରିଓ୍ବାଲ ଭାଜପାକୁ ଟାର୍ଗେଟ କରି ଗର୍ଜିଛନ୍ତି। ଜେଲରେ...

ଭାରତମାତା, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବରଗଡ଼,୧୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଶନିବାର ଅପରାହ୍ନରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ବରଗଡ଼ରେ ପହଞ୍ଚିଛନ୍ତି। ମୋଦି ବରଗଡ଼ରେ ପହଞ୍ଚିବା ପରେ ମୋଦି ଜୀ ମୋଦି ଜୀ ନାରାରେ କମ୍ପି ଉଠିଥିଲା ସଭାସ୍ଥଳ।...

୨୦ ବର୍ଷ ପରେ ପୃଥିବୀ ସହ ମାଡ ହେବ ଭୟଙ୍କର ସୌର ଝଡ଼, ଅନେକ ଦେଶ ହୋଇଯିବ ଅନ୍ଧାର

କଲରାଡୋ,୧୧।୫: ୨୦ ବର୍ଷରୁ ଅଧିକ ସମୟ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ସୌର ଝଡ଼ ଶୁକ୍ରବାର ପୃଥିବୀରେ ମାଡ ହେବାକୁ ଯାଉଛି। ଆମେରିକାର ବୈଜ୍ଞାନିକ ଏଜେନ୍ସି ନ୍ୟାସନାଲ ଓସେନିକ ଏବଂ ଆଟମୋସଫେରିକ ଆଡମିନିଷ୍ଟ୍ରେସନ (NOAA) ସୌର ଝଡ଼ ସମ୍ପର୍କରେ ଚେତାବନୀ ଦେଇଛି।...

ମୋଦିଙ୍କୁ ନିମନ୍ତ୍ରଣ କଲେ ପାଣ୍ଡିଆନ, କହିଲେ ୯ ତାରିଖ ଆସିବେ

ଭୁବନେଶ୍ୱର,୧୧।୫: ବୀରମିତ୍ରପୁରରେ ପ୍ରଚାର କରୁଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ପ୍ରଚାର କରିବା ସହ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।...

ନାଁ ନ ନେଇ ଟାର୍ଗେଟ କଲେ ମୋଦି, ସିଏମ ନୁହେଁ ସରକାର ଚଳାଉଛନ୍ତି…

ବରଗଡ଼, ୧୧।୫: କନ୍ଧମାଳ, ବଲାଙ୍ଗୀର ପରେ ବରଗଡ଼ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବରଗଡ଼ରେ ଜନସଭା ଆରମ୍ଭରୁ ବିଜେଡି ସରକାରଙ୍କୁ ସିଧା ହମଲା କରିଛନ୍ତି ମୋଦି। ସେ କହିଛନ୍ତି, ୨୫ ବର୍ଷ ଭିତରେ ବିଜେଡି ସରକାର ଗରିବୀରୁ ବାହାରକୁ ଆଣିପାରିନି।...

ପାଣ୍ଡିଆନ କଲେ ବଡ଼ ଘୋଷଣା, ଜୁନ ୯ରୁ ମାଗଣା…

ଭୁବନେଶ୍ୱର,୧୧।୫: ସୁନ୍ଦରଗଡ଼ର ରଘୁନାଥପାଲ୍ଲୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜୋରଦାର ପ୍ରଚାର କରିଛନ୍ତି । ଜନସଭାରେ ଯୋଗ ଦେଇ ବିକାଶମୂଳକ କାମର ହିସାବ ଦେବା ସହ ବିରୋଧୀ ଭାଜପାକୁ ତୁହାକୁ ତୁହା ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି ପାଣ୍ଡିଆନ...

ଆସନ୍ତା ବର୍ଷ ଅବସର ନେବେ ମୋଦି, ଅମିତ ଶାହାଙ୍କୁ ନେଇ ବଡ ଭବିଷ୍ୟବାଣୀ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୫: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ମୁଁ ତୁମ ସମସ୍ତଙ୍କ ମଧ୍ୟରେ ଫେରିଥିବାରୁ ବହୁତ ଖୁସି। ଆମ ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ହେବ। ସେ କହିଛନ୍ତି ଯେ ମୁଁ ମୋର ସମ୍ପୂର୍ଣ୍ଣ ଶକ୍ତି ସହିତ ଲଢିବି,...

ପାଣ୍ଡିଆନଙ୍କ କଡ଼ା କାଉଣ୍ଟର

ଭୁବନେଶ୍ୱର,୧୧।୫: ରଘୁନାଥପାଲ୍ଲୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜୋରଦାର ପ୍ରଚାର କରିଛନ୍ତି । ଜନସଭାରେ ଯୋଗ ଦେଇ ବିକାଶମୂଳକ କାମର ହିସାବ ଦେବା ସହ ବିରୋଧୀ ଭାଜପାକୁ ତୁହାକୁ ତୁହା ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି ପାଣ୍ଡିଆନ ।...

ବଲାଙ୍ଗୀରରେ ବି ନବୀନଙ୍କୁ ଚ୍ୟାଲେଞ୍ଜ କଲେ ମୋଦି, କହିଲେ…

ବଲାଙ୍ଗୀର,୧୧।୫: କନ୍ଧମାଳ ପରେ ବଲାଙ୍ଗୀରରେ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଶନିବାର ସଭାକୁ ସମ୍ବୋଧନ କରିବା ସହ ସଭା ଆରମ୍ଭ ହେଉ ହେଉ ବିଜେଡି ଉପରେ ବର୍ଷିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏଠିକାର ଲୋକଙ୍କ ଉତ୍ସାହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri