Tag Archives: Home Middle

ସରକାରଙ୍କୁ ଘେରିଲେ ବିରୋଧୀ, ଉଭୟ ଗୃହ ମୁଲତବୀ…

ନୂଆଦିଲ୍ଲୀ,୪।୮: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ବର୍ତ୍ତମାନ ସୁଦ୍ଧା ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୋଟିଏ ଦିନ ପାଇଁ ସ୍ବାଭାବିକ ଭାବରେ କାର୍ଯ୍ୟ ହୋଇ ପାରିନାହିଁ। ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ ହୋଇ...

ତାଲିବାନ ସହିତ ହାତ ମିଳାଇଲା ଲଶ୍କର, ଭାରତର ସହାୟତା ଲୋଡ଼ିଲେ ଆଫଗାନିସ୍ତାନ ସରକାର…

କାବୁଲ/ନୂଆଦିଲ୍ଲୀ,୪।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ଏବଂ ସୈନ୍ୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ସାଧାରଣ ଜନତାଙ୍କ ଉପରେ ତାଲିବାନ ଆତଙ୍କବାଦୀ ଆକ୍ରମଣ କରୁଛନ୍ତି। ତାଲିବାନ ସହିତ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନ ହାତ ମିଳାଇଛି। ତାଲିବାନ ହିଂସା ସମ୍ପର୍କରେ ଆଫଗାନିସ୍ତାନର...

ଲଢିକି ହାରିଗଲେ ଲଭଲିନା: ବ୍ରୋଞ୍ଚ ପଦକରେ ସନ୍ତୁଷ୍ଟ

ଟୋକିଓ,୪।୮: ଆଜି ଟୋକିଓ ଅଲିମ୍ପିକ୍ସର ୧୩ତମ ଦିନ। ମହିଳା ବକ୍ସର ଲଭଲିନା ବୋର୍ଗୋହେନ ତୁର୍କୀର ବିଶ୍ୱ ଚାମ୍ପିଅନ ବୁସେନାଜ ସୁରମେନେଲିଙ୍କ ବିପକ୍ଷରେ ସେମିଫାଇନାଲ ମ୍ୟାଚ ହାରି ଯାଇଛନ୍ତି। ଯଦିଓ ଲଭଲିନା ପଦକ ନିଶ୍ଚିତ କରିସାରିଛନ୍ତି। ସେମିଫାଇନାଲରେ ହାରିବା ସହିତ ତାଙ୍କୁ...

୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ରାସ୍ତା ରୋକିବା ଷଡ଼ଯନ୍ତ୍ର, ଆଲର୍ଟରେ ସୁରକ୍ଷା ଏଜେନ୍ସି…

ନୂଆଦିଲ୍ଲୀ,୪।୮: ଦେଶର ସ୍ବାଧୀନତା ଦିବସ ଅବସରରେ ୧୫ ଅଗଷ୍ଟରେ ବିଚ୍ଛିନ୍ନତାବାଦୀ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତାକା ଉତ୍ତୋଳନ ନ କରାଇ ଦେବାକୁ ଷଡ଼ଯନ୍ତ୍ର ରଚିଛନ୍ତି। ଇଣ୍ଟେଲିଜେନ୍ସ ଏଜେନ୍ସି ଏ ସମ୍ପର୍କରେ ଗୁପ୍ତ ସୂଚନା ପାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏଜେନ୍ସି...

ପ୍ରବାସୀ ଶ୍ରମିକଙ୍କ ସଞ୍ଚୟ ଖାତାକୁ ସରକାର ପଠାଇବେ ଟଙ୍କା…

ନୂଆଦିଲ୍ଲୀ,୪।୮: କରୋନା ମହାମାରୀ ସଂକ୍ରମଣ ସଙ୍କଟ ଯୋଗୁ ଦେଶରେ ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରିସ୍ଥଳେ ସରକାର ସେମାନଙ୍କର ସଞ୍ଚୟ ଖାତାକୁ ଟଙ୍କା ପଠାଇବାର ଆବଶ୍ୟକତା ରହିଛି ବୋଲି ପାର୍ଲାମେଣ୍ଟାରୀ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିଶ୍‌...

ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ, ତୃତୀୟ ଲହର ନେଇ ଆତଙ୍କ…

ନୂଆଦିଲ୍ଲୀ,୪।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି।...

ଦିଲ୍ଲୀରୁ ଖୁସି ଖବର, ୨ ସପ୍ତାହ ମଧ୍ୟରେ ପିଲାଙ୍କ ପାଇଁ ଭାକ୍ସିନ୍‌…

ନୂଆଦିଲ୍ଲୀ,୪।୮: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମରରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ଆସିଛି। ଆସନ୍ତା ୨ ସପ୍ତାହ ମଧ୍ୟରେ ୧୨...

ପୋଲିସ ହାଜତରେ ମରିଛନ୍ତି ୩୪୮ ଜଣ

ନୂଆଦିଲ୍ଲୀ, ୪ା୮: ଗତ ୩ ବର୍ଷ ମଧ୍ୟରେ ପୋଲିସ ହାଜତରେ ଥିବାବେଳେ ୩୪୮ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଆହୁରି ୧,୧୮୯ ଜଣଙ୍କ ଉପରେ ଅତ୍ୟାଚାର ହୋଇଥିବା ମଙ୍ଗଳବାର ଲୋକ ସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଜାତୀୟ ମାନବାଧିକାର...

ଦଳିତ ନାବାଳିକାଙ୍କୁ ଗଣବଳାତ୍କାର, ହତ୍ୟା

ନୂଆଦିଲ୍ଲୀ,୪ା୮: ସଭ୍ୟ ସମାଜର ମୁହଁ ତଳକୁ କରିଦେବା ଭଳି ଆଉ ଏକ ଘଟଣା ଘଟିଛି ଜାତୀୟ ରାଜଧାନୀ ଦିଲ୍ଲୀରେ। ନୂଆଦିଲ୍ଲୀର ଦକ୍ଷିଣ ପଶ୍ଚିମାଞ୍ଚଳରେ ରବିବାର ରାତିରେ ଜଣେ ଦଳିତ ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ଅପରାଧ ବର୍ବରତା ଏତିକିରେ...

ଭାରତକୁ ଆସିବ ହାର୍ପୁନ ମିଶାଇଲ

ନୂଆଦିଲ୍ଲୀ, ୪ା୮: ଭାରତକୁ ଆମେରିକା ବିଶ୍ୱର ସବୁଠୁ ସଫଳ ଆଣ୍ଟାଇ-ଶିପ୍‌ ହାର୍ପୁନ ମିଶାଇଲ ଦେବ। ଏଥିପାଇଁ ଭାରତ ସହ ୮୨ ମିଲିୟନ ଡଲାର (ପ୍ରାୟ ୬୦୮ କୋଟି ଟଙ୍କା)ର ଚୁକ୍ତିକୁ ଆମେରିକା ମଞ୍ଜୁରୀ ଦେଇଛି। ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ...

କଙ୍ଗୋ ନାଗରିକଙ୍କ ହାଜତ ମୃତ୍ୟୁ

ବେଙ୍ଗାଲୁରୁ,୪ା୮: କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋର ଜଣେ ନାଗରିକଙ୍କ ବେଙ୍ଗାଲୁରୁ ପୋଲିସ ହାଜତରେ ମୃତ୍ୟୁ ଘଟିଛି। ଏହାକୁ ନେଇ ମଙ୍ଗଳବାର ବିକ୍ଷୋଭ ଚାଲିଥିବାବେଳେ ପୋଲିସ ଲାଠିଚାର୍ଜ କରିଛି। ଏଥିରେ ଅନେକେ ଆହତ ହୋଇଛନ୍ତି। ହିଂସା ଭିଆଇବା ଅଭିଯୋଗରେ ପୋଲିସ ୫...

ମହାମାରୀ ବିଗାଡ଼ିଲା ମହିଳାଙ୍କ ନିଯୁକ୍ତି

ନୂଆଦିଲ୍ଲୀ, ୪ା୮: କରୋନା ମହାମାରୀ ସାରା ବିଶ୍ୱକୁ ସଙ୍କଟ ମଧ୍ୟକୁ ଠେଲିଦେଇଛି। ଏହା ବଜାର ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିବାବେଳେ ଲକ୍‌ଡାଉନ ଯୋଗୁ କଳକାରଖାନା ଏବଂ ଦୋକାନ ବଜାର ତାଲା ଝୁଲିବା ଅବସ୍ଥାକୁ ଚାଲିଆସିଛି। ଅନେକଙ୍କୁ ଚାକିରି ହରାଇବାକୁ ପଡ଼ିଛି। ନୂଆଦିଲ୍ଲୀରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri