Tag Archives: Home Middle

ଭୁବନେଶ୍ୱରରେ ୧୦୦ ପ୍ରତିଶତ ଟିକାକରଣ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଥିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ମୋଟ୍‌ ୯ ଲକ୍ଷ ୭ ହଜାର ଲୋକଙ୍କୁ ୨ ଡୋଜ୍‌ରେ ୧୮.୧୪ ଲକ୍ଷ ଟାର୍ଗେଟ ଥିଲା। ଶୁକ୍ରବାର ସୁଦ୍ଧା ୧୮ ଲକ୍ଷ ୩୫...

ପୁଣି ମାଡ଼ି ଆସୁଛି ବିପଦ, ଆରମ୍ଭ ହେଲାଣି ଚତୁର୍ଥ ଲହର…

ଜେନେଭା,୩୧।୭: କରୋନା ମହାମାରୀର ଦ୍ୱିତୀୟ ଲହର ପୃଥିବୀର କେତେକ ଦେଶରେ ଥମି ନ ଥିବାବେଳେ କିଛି ଦେଶରେ ତୃତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ପୃଥିବୀର ମଧ୍ୟ-ପୂର୍ବ ଦେଶ ଗୁଡ଼ିକରେ କରୋନା ମହାମାରୀର ଚତୁର୍ଥ ଲହର ଆରମ୍ଭ ହେଲାଣି...

ସ୍ଥିତି ଅଣାୟତ୍ତ ଆଶଙ୍କା, ସେପ୍ଟେମ୍ବର ପୂର୍ବରୁ ୧୦ ପ୍ରତିଶତ ଟିକାକରଣ ଅପରିହାର୍ଯ୍ୟ…

ଜେନେଭା,୩୧।୭: କରୋନା ମହାମାରୀ ବିରୋଧରେ ବିଜୟୀ ହେବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ନୂଆ ରଣନୀତି ସମ୍ପର୍କରେ ସୂଚନା ଦିଆଯିବା ସହିତ ପୃଥିବୀର ସମସ୍ତ ଦେଶକୁ ଚେତାବନୀ ଦିଆଯାଇଛି। ଚଳିତ ୨୦୨୧ ବର୍ଷ ସେପ୍ଟେମ୍ବର ସୁଦ୍ଧା ୧୦ ପ୍ରତିଶତ ଲୋକଙ୍କର...

ସମୟ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ ହେବା ଆଶଙ୍କା, ହେଲାଣି ୨୬.୯୨୫ କୋଟି କ୍ଷତି…

ନୂଆଦିଲ୍ଲୀ,୩୧।୭: ସଂସଦର ମୌସୁମୀ ଅଧିବେଶନ ଅଚଳ ହୋଇପଡ଼ିଛି। ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ଅଧିବେଶନରେ ୧୯ଟି ସାଧାରଣ କାର୍ଯ୍ୟ ଦିବସକୁ ସାମିଲ୍‌ କରାଯାଇଛି । ବିରୋଧୀଙ୍କ ପ୍ରବଳ...

ଅପରାହ୍ନରେ ଗଣମାଧ୍ୟମ ସମ୍ମିଳନୀ କରିବେ ଏସ୍‌ଆରସି

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଓଡ଼ିଶାରେ ଦୈନିକ ସଂକ୍ରମଣ ୨ହଜାର ତଳେ ରହୁଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଚିନ୍ତା ବଢ଼ାଉଛି। ରବିବାର ସକାଳ ୬ଟାରେ ରାଜ୍ୟରେ ଲାଗୁ ହୋଇଥିବା ତୃତୀୟ ପର୍ଯ୍ୟାୟ ଆଶିଂକ...

୨.୨୭ ଲକ୍ଷରୁ ଅଧିକ ଗର୍ଭବତୀଙ୍କୁ ଦିଆଯାଇଛି ଟିକା…

ନୂଆଦିଲ୍ଲୀ,୩୧।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ୪୬ କୋଟି ୧୫ ଲକ୍ଷ ୧୮ ହଜାର ୪୭୯ ଜଣ ଲୋକଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ଶୁକ୍ରବାର...

କରୋନା ମୃତ୍ୟୁ ହାର ୧.୩୪ ପ୍ରତିଶତ ଛୁଇଁଲା…

ନୂଆଦିଲ୍ଲୀ,୩୧।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧ ହଜାର ୬୪୯...

ପୁଲଓ୍ବାମା ଏନ୍‌କାଉଣ୍ଟର, ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପୁଲଓ୍ବାମାେରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସ୍ଥାନୀୟ ନାଗବେରାନ୍‌-ତାରସାର ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ଜମ୍ମୁ-କଶ୍ମୀର ପୋଲିସ, ସିଆରପିଏଫ୍‌ ଏବଂ...

ବୁଦ୍ଧିମତ୍ତା କମାଉଛି କୋଭିଡ୍‌

ଲଣ୍ଡନ, ୩॥୭: କୋଭିଡ୍‌ ସଂକ୍ରମଣ ସହ ବୁଦ୍ଧିମତ୍ତାର ସମ୍ପର୍କ ରହିଥିବା ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ଏହି ଅଧ୍ୟୟନ ଅନୁଯାୟୀ ଗୁରୁତର ସଂକ୍ରମିତ କୋଭିଡ୍‌ ରୋଗୀଙ୍କର ବୁଦ୍ଧିମତ୍ତା ହ୍ରାସ ପାଉଛି। କୋଭିଡ୍‌-୧୯ରୁ ଆରୋଗ୍ୟ ହୋଇଥିବା ଲୋକେ ଯୋଜନା ପ୍ରସ୍ତୁତ କରିବା,...

୧୫୦ ବର୍ଷର ସୀମା ସଂଘର୍ଷ

ନୂଆଦିଲ୍ଲୀ,୩୧ା୭ : ଉତ୍ତର-ପୂର୍ବର ଆସାମ ଓ ମିଜୋରାମ ମଧ୍ୟରେ ଦେଢ଼ ଶତାବ୍ଦୀ ପୁରୁଣା ସୀମା ବିବାଦ ଜୁଲାଇ ୨୬ରେ ହଠାତ୍‌ ଉଗ୍ରରୂପ ଧାରଣ କରିଥିଲା। ଦୁଇ ପଡ଼ୋଶୀ ରାଜ୍ୟ ମୁହଁାମୁହିଁ ହେବାରୁ ୬ ଆସାମ ପୋଲିସଙ୍କ ଜୀବନ ଯାଇଥିଲା। ମିଜୋରାମ...

ରାଜ୍ୟରେ କମୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୫୭୮ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଗତ କିଛି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍‌ ତଳ ମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ୨ହଜାର ତଳେ ରହୁଛି। ଇତିମଧ୍ୟରେ ଶୁକ୍ରବାର ରାଜ୍ୟରେ ୧,୫୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ...

ଅଗଷ୍ଟ ୯ଯାଏ ବଢ଼ିଲା ଲକ୍‌ଡାଉନ

ଚେନ୍ନାଇ,୩୦।୭: ଦେଶରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ହେଲେ ଅନେକ ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣର ଆଭାସ ଦେଖାଦେଲାଣି। ତେଣୁ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଶୁକ୍ରବାର ରାଜ୍ୟରେ ଲକ୍‌ଡାଉନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri