Tag Archives: Home Middle

ରାଜଧାନୀରେ ଯୋଗୀଙ୍କ ବୁଲ୍‌ଡୋଜର, ୧୫୦ କୋଟିର ଜମିରୁ ହଟିଲା ଜବର ଦଖଲ…

ନୂଆଦିଲ୍ଲୀ,୨୨।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଜବର ଦଖଲ ହଟାଇବା ଅଭିଯାନ ଜାରି ରଖିଛନ୍ତି। ଏବେ ଯୋଗୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ମଦନପୁର ଖାଦରଠାରେ ଥିବା ରୋହିଙ୍ଗା କ୍ୟାମ୍ପ୍‌କୁ ହଠାଇ ଦିଆଯାଇଛି। ଉତ୍ତରପ୍ରଦେଶ ଜଳସେଚନ ବିଭାଗର ୨.୧୦ ହେକ୍ଟର...

ସଂସଦର ଉଭୟ ଗୃହରେ ହଟ୍ଟଗୋଳ…

ନୂଆଦିଲ୍ଲୀ,୨୨।୭: ଜୁଲାଇ ୧୯ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ବିରୋଧୀ ଦଳଙ୍କ ବିଭିନ୍ନ ଦାବି ଯୋଗୁ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କରୋନା ନିୟନ୍ତ୍ରଣ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ...

ଗ୍ରାମ ପଞ୍ଚାୟତରେ ସ୍ଥାପିତ ହେବ ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ଲକ୍ଷ୍ନୌ,୨୨।୭: ଏବେ ପ୍ରତି ଗ୍ରାମ ପଞ୍ଚାୟତରେ ଗ୍ରାମ ସଚିବାଳୟ ସ୍ଥାପନ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ୬ମାସ ମଧ୍ୟରେ ଏସମ୍ପର୍କିତ ସମସ୍ତ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ...

ଆଜି ଶ୍ରୀଜିଉଙ୍କ ଅଧରପଣା

ପୁରୀ ଅଫିସ,୨୨ା୭: ସୁନାବେଶ ପରଦିନ ରଥ ଉପରେ ହୋଇଥାଏ ଶ୍ରୀଜିଉଙ୍କ ଅଧରପଣା ନୀତି। ରତ୍ନ ସିଂହାସନ ଛାଡ଼ି ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡିଚାମୁଣ୍ଡା, ଅଶରିରୀମାନେ ଘୂରି ବୁଲୁଥାନ୍ତି । ଏମାନଙ୍କୁ ତୃପ୍ତ...

ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନରେ କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୯ ଦିନ ପୂରିଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି। ଦିନକୁ ଦିନ ସୌମ୍ୟଙ୍କ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେଉଛି। ଏହାର ସତ୍ୟାସତ୍ୟ...

ଜୁଲାଇରେ ୧୬ ଏନ୍‌କାଉଣ୍ଟର, ୩୬ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ଶ୍ରୀନଗର,୨୨।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧ ଅପରେଶନ୍‌ ଜାରି ରହିଛି। ଚଳିତ ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ୧୬ଥର ଅନ୍‌କାଉଣ୍ଟର୍‌ କରାଯାଇଛି। ଏଥିରେ ୩୬ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଛି। ଗତ ୬ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ...

ସହଯୋଗକାରୀଙ୍କୁ ଅସହଯୋଗ

ତାଳଚେର,୨୨ା୭:  ଯୁଦ୍ଧ ହେଉ ଅବା ପ୍ରାକୃତିକ ବିପର୍ଯ୍ୟୟ, ଜନସାଧାରଣଙ୍କ ଆଡ଼କୁ ଲମ୍ବିବ ଅଧିକ ସହଯୋଗର ହାତ। ପୋଲିସ, ଅଗ୍ନିଶମ, ଓଡ୍ରାଫ୍ଟ ଓ ସେନା କର୍ମଚାରୀଙ୍କ ପରି ତାଲିମପ୍ରାପ୍ତ ସ୍ବେଚ୍ଛାସେବୀମାନେ ବିପଦ ବେଳର ବନ୍ଧୁ ସାଜିବେ। ଧନଜୀବନ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ...

କରୋନା ସଂକ୍ରମଣ ପରେ ୯ ମାସ ପର୍ଯ୍ୟନ୍ତ ରୁହେ ଆଣ୍ଟିବଡ଼ି …

ରୋମ୍‌,୨୨।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀନ ଟିକାକରଣ ଅଭିଯାନ ବିଭିନ୍ନ ଦେଶରେ ଜାରି ରହିଛି। ଭାକ୍ସିନ୍‌ ନେବା ଦ୍ୱାରା ଲୋକଙ୍କ ଶରୀରରେ କରୋନା ଭୂତାଣୁ ପ୍ରତିରୋଧୀ ଆଣ୍ଟିବଡ଼ି...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ...

ରାଜ୍ୟରେ ଗତ ୨୪ଘଣ୍ଟାରେ ୧୯୪୮ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ଗତ ଦୁଇଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳ ମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୨ହଜାର ତଳେ ରହୁଛି। ଇତିମଧ୍ୟରେ ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟାରେ ୧୯୪୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ନୂଆ...

୨୬ରୁ ଖୋଲିବ ହଷ୍ଟେଲ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜ୍ୟରେ କରୋନା କଟକଣା ଭିତରେ ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲୁଛି। ସେମାନଙ୍କ ପାଇଁ ଉକ୍ତଦିନଠାରୁ ହଷ୍ଟେଲ ମଧ୍ୟ ଖୋଲିବ। ପୂର୍ବରୁ ହଷ୍ଟେଲ ଖୋଲିବ ନାହିଁ ବୋଲି ଘୋଷଣା କରାଯାଇଥିଲା। ବର୍ତ୍ତମାନର...

ମାନବ ଜାତି ପାଇଁ ଗର୍ବର ଦିନ

ଓ୍ବାଶିଂଟନ,୨୧।୭: ଠିକ୍‌ ୫୨ ବର୍ଷ ତଳେ। ଅର୍ଥାତ ୧୯୬୯ ମସିହା ଜୁଲାଇ ୨୦। ସମଗ୍ର ମାନବ ଜାତି ପାଇଁ ଗର୍ବର ଦିନ। ପୃଥିବୀର ପ୍ରଥମ ମାନବ ଭାବେ ନିଲ ଆର୍ମଷ୍ଟ୍ରଙ୍ଗ ପାଦ ଦେଇଥିଲେ ଜହ୍ନରେ। ଏହି ଅବସରରେ ନାସା (ଆମେରିକୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri