Tag Archives: Home Middle

ରାଜ୍ୟରେ ବେଲଗାମ ପେଟ୍ରୋଲ ଦର: ସବୁଠି ୧୦୦ ଟପିଛି

ଭୁବନେଶ୍ୱର,୫।୭: ଦିନକର ବିରତି ପରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଫଳରେ ସାରା ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଯାଇଛି। ସେହିଭଳି କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ନୂଆପଡ଼ା,...

ବଡ଼ ଧନୀଙ୍କ ମହାକାଶ ଦୌଡ଼

ଓ୍ବାଶିଂଟନ/ନୂଆଦିଲ୍ଲୀ,୫ା୭ : ଚନ୍ଦ୍ରରେ ପ୍ରଥମେ କିଏ ପାଦ ଥାପିଥିଲେ? ଏହି ପ୍ରଶ୍ନର ଉତ୍ତର ‘ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌’ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଦ୍ୱିତୀୟ ବ୍ୟକ୍ତିଙ୍କ ନାମ ପଚରାଗଲେ ପ୍ରାୟତଃ କେହି ସ୍ମରଣ କରିପାରନ୍ତି ନାହିଁ। କାରଣ...

୩ ଆଦିବାସୀ ଗାଁର ଦୁଃଖ ତୁଳସୀ

ବାଲେଶ୍ୱର ଅଫିସ, ୫।୭-ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ରସଲପୁର ପଞ୍ଚାୟତ ଦେଇ ପ୍ରବାହିତ ଜଳକା ନଦୀର ଶାଖା ତୁଳସୀ ନଦୀ ରସଲପୁର ପଞ୍ଚାୟତକୁ ଦୁଇଭାଗ କରିଛି। ନଦୀର ଗୋଟିଏ ପାର୍ଶ୍ୱରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସ୍କୁଲ, କଲେଜ,...

ରାଫାଲ ଡିଲ୍‌ରେ ମଧ୍ୟସ୍ଥିଙ୍କ ପକେଟକୁ ଯାଇଛି ସିଂହଭାଗ, ଜେପିସି ଯାଞ୍ଚ୍‌ ଦାବି କଲା କଂଗ୍ରେସ …

ନୂଆଦିଲ୍ଲୀ,୪।୭: ଭାରତ ଏବଂ ଫ୍ରାନ୍ସ୍‌ ମଧ୍ୟରେ ହୋଇଥିବା ରାଫାଲ୍‌ ଯୁଦ୍ଧ ବିମାନ ଡିଲ୍‌ରେ ମଧ୍ୟସ୍ଥିଙ୍କ ପକେଟକୁ ସିଂହଭାଗ ଯାଇଛି। ଏନେଇ ଏବେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି କହିଛନ୍ତି...

ବିନା ଦର୍ଶକରେ ଖୋଲିବ ଷ୍ଟାଡିୟମ୍‌-ସ୍ପୋଟର୍ସ କମ୍ପ୍ଲେକ୍ସ୍‌…

ନୂଆଦିଲ୍ଲୀ,୪।୭: ରାଜଧାନୀ ଦିଲ୍ଲୀ ଷଷ୍ଠ ପର୍ଯ୍ୟାୟ ଅନ୍‌ଲକ୍‌ ସୋମବାର ଆରମ୍ଭ ହେବ। ଅନ୍‌ଲକ୍‌ ମାର୍ଗଦର୍ଶିକା ଆଧାରରେ ଏବେ ଦିଲ୍ଲୀରେ ବିନା ଦର୍ଶକରେ ଷ୍ଟାଡିୟମ୍‌ ଏବଂ ସ୍ପୋଟର୍ସ କମ୍ପ୍ଲେକ୍ସ୍‌ ଖୋଲାଯିବ। ଅପରପକ୍ଷରେ ସିନେମା ହଲ୍‌, ମଲ୍ଟିପ୍ଲେକ୍ସ୍‌, ସୁଇମିଂ ପୁଲ୍‌ ଆଦି ପୂର୍ବପରି...

ଡାକ୍ତର-ସ୍ବାସ୍ଥ୍ୟକର୍ମୀଙ୍କୁ ମିଳୁ ଭାରତ ରତ୍ନ,ଦାବି କଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୪।୭: କରୋନା ଯୋଦ୍ଧା ପାଲଟିଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦାବି କରିଛନ୍ତି। କରୋନା ଲଢ଼େଇରେ ପ୍ରାଣବଳୀ ଦେଇଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହା ଉଚିତ ଶ୍ରଦ୍ଧାଞ୍ଜଳି ହେବ...

ମାନ୍ଦା ବେଳେ ମହଙ୍ଗା ମାଡ଼

କାମାକ୍ଷାନଗର, ୪।୭: ଦୀର୍ଘ ଦେଢ଼ବର୍ଷ ହେଲା କରୋନା କଷଣରେ ଘାଣ୍ଟି ହେଉଛନ୍ତି ସାଧାରଣ ଜନତା। ହାତରେ କାମ ନାହିଁ। ସାଇତିଥିବା ଧନ ସରିଗଲାଣି। ଏଭଳି ସମୟରେ ଗରିବ ଏବଂ ମଧ୍ୟବିତ୍ତ ପରିବାର ଉପରେ ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା...

ଅବତରଣ ସମୟରେ ଦୁର୍ଘଟଣା, ଜଳିଗଲା ସୈନ୍ୟ ବାହିନୀ ବିମାନ…

ମାନିଲା,୪।୭: ସୈନ୍ୟ ବାହିନୀର ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦକ୍ଷିଣ ଫିଲିପାଇନ୍ସ୍‌ରେ ଘଟିଥିବା ଏହି ଦୁର୍ଘଟଣାରେ ଇତିମଧ୍ୟରେ ୧୭ ଜଣ ସୈନ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ୪୦ ଜଣ ଆହତ ସୈନ୍ୟଙ୍କୁ ଉଦ୍ଧାର କରାଯାଇଛି।...

ହିନ୍ଦୁ ଦେବୀଙ୍କୁ ଅପମାନ, ଟୁଇଟର ଇଣ୍ଡିଆ ଏମ୍‌ଡ଼ି ବିରୋଧରେ ଅଭିଯୋଗ…

ନୂଆଦିଲ୍ଲୀ,୪।୭: ଟୁଇଟର ବିରୋଧରେ ଅଭିଯୋଗ ଥମିବାର ନାଁ ଧରୁନି। ଏବେ ହିନ୍ଦୁ ଦେବାଦେବୀଙ୍କ ଅପମାନ କରାଯାଇଥିବା ନେଇ ଟୁଇଟର ଇଣ୍ଡିଆ ଏମ୍‌ଡ଼ି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି। ଆଇନଜୀବୀ ଆଦିତ୍ୟ ସିଂ ଏନେଇ ଅଭିଯୋଗ କରିଛନ୍ତି। ମା’ କାଳୀଙ୍କୁ...

ଲୋକ ସଭା ବିରୋଧୀ ଦଳ ନେତା ପଦରୁ ହଟିବେ ଅଧିର ରଞ୍ଜନ !…

ନୂଆଦିଲ୍ଲୀ,୪।୭: ଲୋକ ସଭା ବିରୋଧୀ ଦଳ ନେତା ପଦରୁ ଅଧିର ରଞ୍ଜନ ଚୌଧୁରୀ ହଟିବା ନେଇ କଂଗ୍ରେସରେ ଚର୍ଚ୍ଚା ହେଉଛି। ଏହି ପଦବୀରେ ଶଶି ଥରୁର୍‌ କିମ୍ବା ମନୀଷ ତିଓ୍ବାରୀଙ୍କୁ ନିଯୁକ୍ତ କରିବା ଲାଗି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିନ୍ତା...

ଅକ୍ଟୋବର-ନଭେମ୍ବରରେ ଶୀର୍ଷରେ ପହଞ୍ଚିବ ତୃତୀୟ ଲହର, ମାର୍ଗଦର୍ଶିକା ପାଳନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି ପକ୍ଷରୁ ଚେତାବନୀ ଦିଆଯାଇଛି। ଗାଣିତିକ ମଡେଲ ଆଧାରରେ ଏନେଇ ପ୍ରକାଶିତ ଏକ ରିପୋର୍ଟରେ...

ଦୈନିକ ସଂକ୍ରମଣରେ ଲଗାମ୍‌, ପିଜିଟିଭ୍‌ ହାର ୨.୩୪ ପ୍ରତିଶତ…

ନୂଆଦିଲ୍ଲୀ,୪।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍‌ ଲାଗିଛି। ଲଗାତାର ୭ ଦିନ ଧରି ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳେ ରହିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri