Tag Archives: Home Middle

ମିଲିଟାରୀ ଷ୍ଟେଶନ ଉପରେ ଡ୍ରୋନ୍‌, ୨୫ ରାଉଣ୍ଡ୍‌ ଗୁଳି ଫାୟାରିଂ…

ଶ୍ରୀନଗର,୨୮।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଡ୍ରୋନ୍‌ ଦ୍ୱାରା ଆତଙ୍କବାଦୀ ଆକ୍ରମଣ କରିବାର ଗୋଟିଏ ଦିନ ପରେ ସୋମବାର ଭୋର୍‌ ୩ଟା ସମୟରେ ପୁଣି ଆକାଶରେ ଡ୍ରୋନ୍‌ ଉଡ଼ି ବୁଲିଛି। ଜମ୍ମୁର ମିଲିଟାରୀ ଷ୍ଟେଶନ ଉପରେ ଡ୍ରୋନ୍‌ ଉଡୁଥିବା ଦେଖି ସେନା...

ଡିଆର୍‌ଡିଓ ଆଣ୍ଟି-କୋଭିଡ୍‌ ଔଷଧ ଏବେ ବଜାରରେ, ୨-ଡିଜିଟିଏମ୍‌ ନାମରେ ହେବ ବିକ୍ରି…

ନୂଆଦିଲ୍ଲୀ,୨୮।୬: ଡିଆର୍‌ଡିଓ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଣ୍ଟି-କୋଭିଡ୍‌ ଔଷଧ ବଜାରରେ ୨-ଡିଜିଟିଏମ୍‌ ନାମରେ ହେବ ବିକ୍ରି କରାଯିବ। ଏନେଇ ଡିଆର୍‌ଡିଓ ପକ୍ଷରୁ ଘୋଷଣା କରାଯାଇଛି। ହାଇଦ୍ରାବାଦ୍‌ ସ୍ଥିତ ଡ. ରେଡ୍ଡୀ ଲାବୋରେଟୋରୀରେ ତିଆରି କରାଯାଇଥିବା ଏହି ଔଷଧର ବଜାର ଦାମ୍‌...

ଘରେ ପଶି ଏସ୍‌ପିଓଙ୍କୁ ଗୁଳି କଲେ ଆତଙ୍କବାଦୀ…

ଶ୍ରୀନଗର,୨୮।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଡ୍ରୋନ୍‌ ଦ୍ୱାରା ଆତଙ୍କବାଦୀ ଆକ୍ରମଣ କରିବା ପରେ ଜଣେ ଏସ୍‌ପିଓଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆତଙ୍କବାଦୀମାନେ ପୁଲଓ୍ବାମାର ଅଓ୍ବନ୍ତିପୋରାସ୍ଥିତ ହରିପରିଗାମ୍‌ରେ ରବିବାର-ସୋମବାର ବିଳମ୍ବିତ ରାତ୍ରରେ ଏସ୍‌ପିଓ ଫୈୟାଜ୍‌ ଅହମ୍ମଦଙ୍କ ଘରେ ପଶି ଆଖିବୁଜା...

୫୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୮।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଜୁନ୍‌ ୨୭ରେ ୫୦ ହଜାର ତଳକୁ ଖସିଛିି। ଜୁନ୍‌...

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ରବିବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୃଷି ଓ କୃଷକ ସଶକ୍ତୀକରଣର ସ୍ବତନ୍ତ୍ର ସଚିବ ଥିବା ସୁରେଶ କୁମାର ବଶିଷ୍ଠଙ୍କୁ ସେହି...

ଝୁଲୁଛି ପିଲାଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮ା୬: ମହାମାରୀ କରୋନା ଆସିବା ପରଠାରୁ ଦୀର୍ଘ ୧୫ ମାସ ଧରି ଦେଶର ସ୍କୁଲଗୁଡ଼ିକରେ ତାଲା ଝୁଲୁଛି। ସଂକ୍ରମଣ ଭୟ ଥିବାରୁ ପିଲାଙ୍କ ପାଠପଢ଼ାରେ ଏକପ୍ରକାର ଡୋରି ବନ୍ଧାହୋଇଛି। ଅନ୍‌ଲାଇନ୍‌ରେ ପଢ଼ିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନ ଥିବାରୁ...

ବଡ଼ ଧରଣର ବିସ୍ଫୋରଣ ଘଟାଇବା ଯୋଜନାରେ ଥିଲେ ଆତଙ୍କବାଦୀ

ଶ୍ରୀନଗର,୨୭।୬: ଜମ୍ମୁ ବିମାନ ବନ୍ଦରରେ ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ଷ୍ଟେଶନ ଉପରେ ଦୁଇଟି ଡ୍ରୋନ ଆକ୍ରମଣ ପରେ ରବିବାର ସକାଳେ ଉଦ୍ଧାର ହୋଇଛି ଆଇଇଡି ବୋମା। ଏହି ବୋମା ଦ୍ୱାରା ସର୍ବସାଧାରଣ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ...

ଡ୍ରୋନ୍‌ ଦ୍ୱାରା ହୋଇଛି ଆତଙ୍କବାଦୀ ଆକ୍ରମଣ, ସୂଚନା ଦେଲେ ଜମ୍ମୁ-କଶ୍ମୀର ଡିଜିପି…

ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଶନିବାର-ରବିବାର ବିଳମ୍ବିତ ରାତ୍ରରେ ହୋଇଥିବା ବିସ୍ଫୋରଣରେ ଆତଙ୍କବାଦୀଙ୍କ ହାତ ରହିଛି। ଏସମ୍ପର୍କରେ ଜମ୍ମୁ-କଶ୍ମୀର ଡିଜିପି ଦିଲ୍‌ ବାଗ୍‌ ସିଂ ସୂଚନା ଦେଇଛନ୍ତି। ଏହି ଆକ୍ରମଣ ସୀମାପାର ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଛି। ଡ୍ରୋନ୍‌ ଦ୍ୱାରା...

ବିଜେଡିର ମହିଳା ପଦାଧିକାରୀଙ୍କ ତାଲିକା ଘୋଷଣା: ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସଂଗଠନ ସଜାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ବିଜେଡି ଗତକାଲି ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ଆଜି ମହିଳା ପଦାଧିକାରୀଙ୍କ ତାଲିକା ଘୋଷଣା କରିଛି ଦଳ। ରାଜ୍ୟସ୍ତରୀୟ ପରାମର୍ଶଦାତା...

ଦେଶର ସର୍ବୋଚ୍ଚ ପଦବୀ ମିଳିବ ବୋଲି ସ୍ବପ୍ନରେ ବି ଚିନ୍ତା କରି ନ ଥିଲି: ରାଷ୍ଟ୍ରପତି…

ଲକ୍ଷ୍ନୌ/କାନପୁର/ଦେହାତ୍‌,୨୭।୬: ଦେଶର ସର୍ବୋଚ୍ଚ ପଦବୀ ମିଳିବ ବୋଲି ସ୍ବପ୍ନରେ ମଧ୍ୟ ଚିନ୍ତା କରି ନ ଥିଲି। ରବିବାର ଉତ୍ତରପ୍ରଦେଶ କାନପୁରର ଦେହାତ୍‌ ଜିଲାର ନିଜ ଜନ୍ମସ୍ଥଳୀ ପରୋଂଖ ଗାଁରେ ଏକ ସଭାରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଭଳି କହିଛନ୍ତି।...

୩୩ କୋଟି ଲୋକଙ୍କ ମଧ୍ୟରେ ଭାକ୍ସିନ୍‌କୁ ନେଇ ଏବେ ବି ରହିଛି ଦ୍ୱନ୍ଦ…

ନୂଆଦିଲ୍ଲୀ,୨୭।୬: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶର ୯୪ କୋଟି ଜନସଂଖ୍ୟାଙ୍କୁ ଭାକ୍ସିନ୍‌ ପ୍ରଦାନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏବେ ମଧ୍ୟ ଦେଶର ୩୩...

ଜମ୍ମୁ-କଶ୍ମୀରରେ ଲାଗୁ ହୋଇପାରେ ଅନୁଚ୍ଛେଦ ୩୭୧ ! …

ନୂଆଦିଲ୍ଲୀ,୨୭।୬: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ସ୍ଥାନୀୟ ରାଜନୈତିକ ଦଳ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାର ବର୍ଷେ ୧୦ ମାସ ପରେ ଜୁନ୍‌ ୨୪ରେ ଜମ୍ମୁ-କଶ୍ମୀର ୮ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri