Tag Archives: Home Middle

ଆଇପିଏଲ୍‌ ସିଜିନ୍‌-୧୪ର ଅବଶିଷ୍ଟ ମ୍ୟାଚ୍‌ ୟୁଏଇରେ ହେବ: ବିସିସିଆଇର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଜାରି ରହିଥିବା ଆଇପିଏଲ୍‌ ସିଜିନ୍‌-୧୪ର ମ୍ୟାଚ୍‌କୁ ବନ୍ଦ କରାଯାଇଥିଲା। ତେବେ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ( ବିସିସିଆଇ) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ସିଜିନ୍‌ର ଅବିଶିଷ୍ଟ ୩୧ ମ୍ୟାଚ୍‌...

ଚାଇନା, କରୋନା ଉତ୍ପତ୍ତି ନେଇ ବିଶେଷଜ୍ଞଙ୍କୁ ଅନ୍ଧାରରେ ରଖିଥିଲା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣ ନେଇ ଚାଇନା ଅନ୍ତର୍ଜାତୀୟସ୍ତରରେ ଧୀରେଧୀରେ ଅଡୁଆରେ ପଡ଼ିବାରେ ଲାଗିଛି। ମହାମାରୀ ସଂକ୍ରମଣର ଗୁମର ଖୋଲିବାରେ ଲାଗିଛି। କରୋନା ମହାମାରୀର ଉତ୍ପତ୍ତି ନେଇ ଚାଇନା ପୃଥିବୀର ସମସ୍ତ ବିଶେଷଜ୍ଞଙ୍କୁ ଅନ୍ଧାରରେ ରଖିଥିଲା। ଏହା ସହିତ ସଂକ୍ରମଣ...

୧ କୋଟି ଡୋଜ୍‌ ଭାକ୍ସିନ୍‌ ପାଇଁ ଗ୍ଲୋବାଲ ଟେଣ୍ଡର ଜାରି କଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୨୯।୫: କରୋନା ଟିକା ଅଭାବ ପୂରଣ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ ୧ କୋଟି ଡୋଜ୍‌ ଭାକ୍ସିନ୍‌ ପାଇଁ ଗ୍ଲୋବାଲ ଟେଣ୍ଡର ଜାରି କରାଯାଇଛି। ଜୁନ୍‌ ୭ ଅପରାହ୍ନ ୫ ସୁଦ୍ଧା ଆଗ୍ରହୀ ଭାକ୍ସିନ୍‌ ନିର୍ମାତାମାନେ ଆବେଦନ...

ସନ୍ଧ୍ୟାରେ ବସିବ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମଥର ପାଇଁ ଶପଥ ଗ୍ରହଣ କରିଥିଲେ। ତେବେ ଏହି ଅବସରରେ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ମନ୍ତ୍ରୀ...

ମହଙ୍ଗା ହେଲା ବିମାନ ଯାତ୍ରା: ସର୍ବନିମ୍ନ ଭଡ଼ା ୧୬ ପ୍ରତିଶତ ବୃଦ୍ଧି …

ନୂଆଦିଲ୍ଲୀ,୨୯।୫: କରୋନା ସଙ୍କଟ ସମୟରେ ଦେଶରେ ବିମାନ ଯାତ୍ରା ମହଙ୍ଗା ହୋଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନ ଭିନ୍ନ ଯାତ୍ରା କାଳୀନ ସମୟ ସୀମାରେ ଭଡ଼ା ୧୩ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି...

କରୋନା ଲଢ଼େଇରେ ଭାରତ ଆମେରିକା ଏକଜୁଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୫: କରୋନା ଲଢ଼େଇରେ ଭାରତ ଆମେରିକା ଏକଜୁଟ ହୋଇ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବେ। ଏନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ ଆମେରିକାର ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ସ୍‌ ଆଣ୍ଟୋନି ବ୍ଲିନ୍‌କେନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ମତପ୍ରକାଶ ପାଇଛି। ଏହି...

ପୁଣି ବିପଦ ମାଡ଼ି ଆସୁଛି: ଭାକ୍ସିନ୍‌ ନେବା ପରେ ବି ତୃତୀୟ ଲହର ଭୟ…

ଲଣ୍ଡନ,୨୯।୫: ପୁଣି ବିପଦ ମାଡ଼ି ଆସୁଛି। କରୋନାରେ ଦ୍ୱିତୀୟ ଲହର ଯୋଗୁ ପୃଥିବୀରେ ବହୁ ଦେଶରେ ସ୍ଥିତି ଅଣାୟତ୍ତ ହୋଇଛି। ଏବେ ବ୍ରିଟେନ୍‌ରେ କରୋନା ମହାମାରୀର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଦେଶରେ ଭାକ୍ସିନ୍‌...

ଦେଢ଼ ମାସରେ ସର୍ବନିମ୍ନ ହେଲା ନୂୂଆ ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୩,୬୧୭ ମୃତ…

ନୂଆଦିଲ୍ଲୀ,୨୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଶନିବାର ଗତ ଦେଢ଼ ମାସରେ...

କୋଭିଡ୍‌ରେ ଅନାଥ ଶିଶୁଙ୍କୁ ସହାୟତା ଦିଅ

ନୂଆଦିଲ୍ଲୀ, ୨୯।୫: କରୋନା ମହାମାରୀ ଦେଶରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। ଫଳରେ କେତେ ପିଲା ଯେ ସେମାନଙ୍କ ମାଆବାପାଙ୍କୁ ହରାଇ ଅନାଥ ହୋଇଛନ୍ତି, ତାହା କଳ୍ପନା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତୁରନ୍ତ ଅନାଥ...

ଭାରତର ସମର୍ଥନ, ନିନ୍ଦା କଲା ଚାଇନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯ା୫: ମହାମାରୀ କରୋନା ସଂକ୍ରମଣକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହି ଘାତକ ଭୂତାଣୁର ଉତ୍ପତ୍ତିକୁ ନେଇ ବୈଜ୍ଞାନିକମାନେ କୌଣସି ନିଷ୍କର୍ଷରେ ପହଞ୍ଚତ୍ପାରି ନାହାନ୍ତି। ଚାଇନାର ଉହାନ ସହରସ୍ଥିତ ଏକ ଲାବ୍‌ରୁ ନୋଭେଲ କରୋନା ଭାଇରସ୍‌ ସୃଷ୍ଟି ହୋଇଥିବା...

ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଶନିବାର ରାଜ୍ୟରେ ୭,୧୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪,୦୨୬ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୩,୧୬୨ ଲୋକାଲ...

ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି

ଭଦ୍ରକ ଅଫିସ /ଭଣ୍ଡାରିପୋଖରୀ/ ଭୋଗରାଇ/ ଯାଜପୁର ଅଫିସ,୨୮ା୫ (ଡି.ଏନ.ଏ.): ବାତ୍ୟା ‘ୟାସ’ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଉତ୍ତରଓଡ଼ିଶାର ୪ ଜିଲା ସମେତ ଯାଜପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇଦିନ ହେଲା ବୈତରଣୀ ବିପଦ ସଙ୍କେତ ଉପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri