Tag Archives: Home Middle

ୟାସ୍‌ ସହାୟତା : ଓଡ଼ିଶା ପାଇଁ ୫୦୦ କୋଟି

ଭୁବନେଶ୍ୱର,୨୮।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ ୧ ହଜାର କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ସେଥିରୁ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ଘୋଷଣା କରାଯାଇଥିବା ବେଳେ ବାକି ୫୦୦ କୋଟି ଟଙ୍କା...

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ବାତ୍ୟା ମୁକାବିଲା ପାଇଁ ୨ ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା ‘ୟାସ୍‌’ ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କରିଥିବା ନେଇ...

ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ସମୀକ୍ଷା ବୈଠକ ପରେ ଆକାଶମାର୍ଗରୁ ଦେଖିବେ ବାତ୍ୟାଞ୍ଚଳ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ସ୍ବାଗତ...

ବୈତରଣୀରେ ବନ୍ୟା ବିପଦ

ଭୁବନେଶ୍ୱର,(ବ୍ୟୁରୋ)/ ଭଣ୍ଡାରିପୋଖରୀ (ଡି.ଏନ୍‌.ଏ.)/ ଆନନ୍ଦପୁର(ସ୍ବ.ପ୍ର.)/ଯାଜପୁର ଅଫିସ,୨୮/୫:ବାତ୍ୟା ‘ୟାସ୍‌’ କ୍ଷତ ଭରି ନ ଥିବା ବେଳେ ବନ୍ୟା ବିପତ୍ତି ଦୁର୍ଦ୍ଦଶାକୁ ଆହୁରି ବଢ଼ାଇବା ଆଶଙ୍କା ସୃଷ୍ଟି କରିଛି। ବାତ୍ୟାଜନିତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲାରେ ଗତ ୨୪ ଘଣ୍ଟା...

୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ। ପରେ ବାତ୍ୟା ‘ୟାସ’ କ୍ଷୟକ୍ଷତି ସମ୍ପର୍କରେ...

ମୋଦି ସରକାରଙ୍କୁ ବଦନାମ କରିବା ଲାଗି କୃଷକ ସଂଗଠନ ପକ୍ଷରୁ ହୋଇଥିଲା ଷଡ଼ଯନ୍ତ୍ର: ୩,୨୨୪ ପୃଷ୍ଠାର ଚାର୍ଜଶିଟ୍‌…

ନୂଆଦିଲ୍ଲୀ,୨୭।୫: ଜାନୁୟାରୀ ୨୬ରେ କୃଷକ ସଂଗଠନ ପକ୍ଷରୁ ଲାଲ୍‌କିଲ୍ଲାକୁ ନିଜ କବ୍‌ଜାକୁ ନେବା ଲାଗି ଯୋଜନା କରାଯାଇଥିଲା। ଯାହାଦ୍ୱାରା ସେଠାରେ କୃଷକମାନେ ସହଜରେ ଧାରଣା ଦେଇପାରିବେ। ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବଦନାମ କରିବା ଲାଗି ମଧ୍ୟ ଷଡ଼ଯନ୍ତ୍ର...

୧୨ ଘଣ୍ଟା ପରେ କରୋନା ମୃତକଙ୍କଠାରୁ ବ୍ୟାପି ନ ଥାଏ ସଂକ୍ରମଣ: ଏମ୍ସ୍‌ ବିଶେଷଜ୍ଞ…

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ କରୋନା ମୃତକଙ୍କଠାରୁ ସଂକ୍ରମଣ ହେବ କି ନାହିଁ ସେ ନେଇ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଗତ ଏକ ବର୍ଷ ଧରି ଏହା ଉପରେ ଗବେଷଣା ଜାରି ରହିଥିଲା।...

ଭାରତରେ ୬ କମ୍ପାନୀଙ୍କୁ ସ୍ପୁଟନିକ୍‌-ଭି ଉତ୍ପାଦନ ଦାୟିତ୍ୱ…

ନୂଆଦିଲ୍ଲୀ, ୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ଆବଶ୍ୟକ ଟିକା ଅଭାବରୁ ସାର୍ବଜନକୀ ଟିକାକରଣ କାର୍ଯ୍ୟକ୍ରମ ଧିମା ପଡ଼ିଯାଇଛି। ତେବେ ରୁଷିଆର ସ୍ପୁଟନିକ୍‌-ଭି ଟିକା ଦ୍ୱାରା ଟିକା ଅଭାବ ପୂରଣ ହୋଇପାରିବ ବୋଲି ଭାଜପା...

କରୋନା ଭୂତାଣୁ ଆସିଛି କେଉଁଠୁ: ୯୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି…

ଓ୍ବାଶିଂଟନ,୨୭।୫: ପୃଥିବୀରେ ତାଣ୍ଡବ ରଚିଥିବା କରୋନା ମହାମାରୀ ଭୂତାଣୁ କେଉଁଠୁ ଆସିଛି ତାହାର ରିପୋର୍ଟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୯୦ ଦିନ ମଧ୍ୟରେ ଲୋଡିଛନ୍ତି। କରୋନା ଭୂତାଣୁ ପ୍ରାଣୀଙ୍କଠାରୁ ମଣିଷଙ୍କ ପାଖକୁ ଆସିଛି ଅବା ଏହାକୁ ଚାଇନାର ଉହାନ...

ସଂକ୍ରମିତଙ୍କୁ ସହଯୋଗ ମିଳୁନି

ଅନୁଗୋଳ ଅଫିସ, ୨୭ା୫: କୋଭିଡ୍‌ ସଂକ୍ରମିତଙ୍କ ସ୍ବାବ୍‌ ଟେଷ୍ଟ ଠାରୁ ଚିକିତ୍ସା ଯାଏ ସବୁକିଛିର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ସଙ୍ଗରୋଧରେ ରଖିବା, ନିତ୍ୟ ବ୍ୟବହାର ପାଇଁ କିଟ୍‌ ଯୋଗାଇଦେବା ଓ ଗୁରୁତର ଥିଲେ ତୁରନ୍ତ ହସ୍ପିଟାଲରେ ଅକ୍ସିଜେନ ଦେବାର...

ସ୍ଥିତିରେ ହେଉନି ପରିବର୍ତ୍ତନ: ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ମଙ୍ଗଳବାର କରୋନାରେ ୩,୫୧୧ ଜଣଙ୍କ...

ପୁଣି ଦିନକ ପରେ କମିଲା ଦୈନିକ ସଂକ୍ରମଣ: ରାଜ୍ୟରେ ୬ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଗତ କିଛି ଦିନର ବ୍ୟତିକ୍ରମ ପରେ ରାଜ୍ୟରେ ପୁଣି କରୋନା ମିଟର ତଳମୁହାଁ ହୋଇଛି। ବୁଧବାର ୧୧ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାତ୍ୟା ୟାସ୍‌ର ପ୍ରଭାବରୁ ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri