Tag Archives: Home Middle

ଆଦାର ପୁନାଓ୍ବାଲା: ଘୋଡ଼ା ବେପାରୀରୁ ଭାକ୍ସିନ୍‌ ଉଦ୍ୟୋଗ ବାଦଶାହ…

ନୂଆଦିଲ୍ଲୀ,୨୬।୫: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତର ପୁଣେ ସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଚର୍ଚ୍ଚାର ପରିସରକୁ ଆସିଥିଲା। ଦେଶର ସାଧାରଣ ଲୋକେ ପୂର୍ବରୁ ଏହି ଇନଷ୍ଟିଚ୍ୟୁଟ୍‌ ସମ୍ପର୍କରେ ଅବା ଏହାର କାମ ବିଷୟରେ ଅଜଣା ଥିଲେ। ମାତ୍ର...

କରୋନା ଲଢ଼େଇରେ ମୁଖ୍ୟ ଅସ୍ତ୍ର ହେଉଛି ଭାକ୍ସିନ୍‌: ମୋଦି…

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। କରୋନା ମହାମାରୀ ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିବା ଲାଗି ଭାକ୍ସିନ୍‌ ହିଁ ଏକମାତ୍ର ବିକଳ୍ପ ଏବଂ ମୁଖ୍ୟ ଅସ୍ତ୍ର। ତେଣୁ ଦେଶବାସୀ ଭାକ୍ସିନ୍‌ର ଦୁଇଟି ଡୋଜ୍‌ ନେବା ଜରୁରୀ...

ଭାରତ ସରକାରଙ୍କ ବିରୋଧରେ କୋର୍ଟରେ ପହଞ୍ଚିଲା ହ୍ବାଟସ୍‌ଆପ୍‌…

ନୂଆଦିଲ୍ଲୀ,୨୬।୫: ଭାରତ ସରକାରଙ୍କ ବିରୋଧରେ ହ୍ବାଟସ୍‌ଆପ୍‌ କୋର୍ଟର ଦ୍ୱାରସ୍ଥ ହୋଇଛି। ଦିଲ୍ଲୀ ହାଇକୋର୍ଟରେ ହ୍ବାଟସ୍‌ଆପ୍‌ ପକ୍ଷରୁ ଏକ ମାମଲା ଦାଏର କରାଯାଇଛି। ବୁଧବାରଠାରୁ ଭାରତାରେ ଲାଗୁ ହେବାକୁ ଥିବା ନୂଆ ଆାଇଟି ନିୟମ ଉପରେ ରୋକ ଲଗାଯିବା ପାଇଁ ହ୍ବାଟସ୍‌ଆପ୍‌...

‘ୟାସ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ବାତ୍ୟା ‘ୟାସ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୯ଟାରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଇଏମ୍‌ଡି ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ମଧ୍ୟ ଭଦ୍ରକର ଧାମରାରୁ ୪୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ୍‌। ପଶ୍ଚିମବଙ୍ଗର ଦୀଘାଠାରୁ ୭୦...

ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା: ଶ୍ମଶାନରୁ ଜଣାପଡୁଛି ସ୍ଥିତି…

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ତା ପରଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର...

ଅତି ଭୀଷଣ ବେଗରେ ମାଡିଆସୁଛି ‘ୟାସ୍‌’: ଆଉ ମାତ୍ର ଧାମରାଠାରୁ ୪୦ କି.ମି ଦୂରରେ

ପ୍ରବଳ ବେଗରେ ମାଡିଆସୁଛି ବାତ୍ୟା ୟାସ। ଏହା ଏବେ ଧାମରା ନିକଟକୁ ଆଉ ମାତ୍ର ୪୦ କିମି ଓ ବାଲେଶ୍ୱର ଠାରୁ ୯୦କିମି ଦୂରରେ ରହିଛି। ଏବେ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡି ଚାଲିଛି। ବାତ୍ୟା...

ଧାମରା ନିକଟରେ ମାଡ଼ ହେବ ୟାସ୍‌

ଭୁବନେଶ୍ୱର,୨୫ା୫: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ମଙ୍ଗଳବାର ଅତି ଭୀଷଣ ବାତ୍ୟାର ରୂପ ନେଇଛି। ବୁଧବାର ମଧ୍ୟାହ୍ନରେ ‘ୟାସ’ ୧୫୫ରୁ ୧୬୫ କି.ମି. ବେଗରେ ସ୍ଥଳଭାଗକୁ ଛୁଇଁବ। ବାତ୍ୟା ଯେଉଁପଟ ଦେଇ ଯିବ ସେ ସବୁ ଅଞ୍ଚଳ...

ପ୍ରତିଟି ମାନବ ଜୀବନ ଆମ ପାଇଁ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ପ୍ରସ୍ତୁତି ନେଇ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଏବଂ ଏସ୍‌ଆର୍‌ସି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହାପରେ ପ୍ରତିକ୍ରିୟା ରଖି...

କରୋନା ତୁଳନାରେ ଅଧିକ ମାରାତ୍ମକ ଭୂତାଣୁ ଆସିବା ଆଶଙ୍କା ରହିଛ: ଡବ୍ଲ୍ୟୁଏଚ୍‌ଓ ଦେଲା ଚେତାବନୀ…

ଜେନେଭା,୨୫।୫: ଏବେ କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ତେବେ ଏହାଠାରୁ ଅଧିକ ମାରାତ୍ମକ ଭୂତାଣୁ ଆସିବାର ଆଶଙ୍କା ରହିଛି ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟ୍ରେଡୋସ୍‌ ଆଧାନୋମ୍‌ ଘେବ୍ରେୟିସସ୍‌...

ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି ୟାସ୍‌ : ପାରାଦୀପ ଠାରୁ ୨୮୦ କିମି ଦୂରରେ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବଙ୍ଗୋପସାଗରରେ ୟାସ୍‌ ଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି। ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି। ପାରାଦୀପ ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୨୮୦ କିମି ଦୂରରେ ରହିଛି। ବାଲେଶ୍ୱର ଠାରୁ...

କରୋନାକୁ ହରାଇ ପାରିବନି ଗୋଟିଏ ଦେଶ, ମିଳିତ ଲଢ଼େଇ ଆବଶ୍ୟକ: ଜାତିସଂଘ…

ଜୋନେଭା/ନୂଆଦିଲ୍ଲୀ,୨୫।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ବିରୋଧରେ ଲଢ଼େଇ କରିବା କୌଣସି ଗୋଟିଏ ଦେଶ ପକ୍ଷେ ସମ୍ଭବ ନୁହେଁ। ଏହାଦ୍ୱାରା କରୋନାକୁ ହରାଇ ହେବନି। ଏକ୍ଷେତ୍ରରେ ପୃଥିବୀର ସମସ୍ତ ଦେଶ ପକ୍ଷରୁ...

୨୬ ମେ’ରୁ ଭାରତରେ ବନ୍ଦ ହେବ କି ଫେସବୁକ୍‌-ଟୁଇଟର-ଇନଷ୍ଟାଗ୍ରାମ୍‌ …

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତରେ କାରବାର କରୁଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପାଇଁ କେତେକ ନିୟମ ପାଳନ କରିବା ଲାଗି ମାର୍ଗଦର୍ଶିକା ଜାରି ହୋଇଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୩ ମାସର ସମୟ ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri