Tag Archives: Home Middle

ପରିଚୟ ପତ୍ର ନ ଥିଲେ ବି ଦିଆଯିବ କରୋନା ଟିକା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଟିକାକରଣ ପାଇଁ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍‌ କାର୍ଡ,...

ତୃତୀୟ ଲହର ପାଇଁ ପ୍ରସ୍ତୁତି: ୧୨ ବର୍ଷ ପର୍ଯ୍ୟନ୍ତ ବୟସ୍କ ପିଲାଙ୍କ ମାତାପିତାଙ୍କୁ ପ୍ରଥମେ ଦିଆଯିବ ଭାକ୍ସିନ୍‌…

ଲକ୍ଷ୍ନୌ,୨୪।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟରେ ୧୨ ବର୍ଷ ପର୍ଯ୍ୟନ୍ତ ବୟସ୍କ ପିଲାଙ୍କ ମାତାପିତାଙ୍କୁ ଭାକ୍ସିନ୍‌ ଦେବାରେ ଅଗ୍ରାଧିକାର ପ୍ରଦାନ...

କରୋନା ପୃଥିବୀରେ ନ ବ୍ୟାପିବା ପୂର୍ବରୁ ଉହାନ୍‌ ଲ୍ୟାବ୍‌ର ଗବେଷକ ହୋଇଥିଲେ ଆକ୍ରାନ୍ତ: ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲ…

ଓ୍ବାଶିଂଟନ,୨୪।୫: କକରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବାର ସନ୍ଦେହ ଏବେ ସତ୍ୟରେ ପରିଣତ ହେବାକୁ ଯାଉଛି। ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନ ବ୍ୟାପିବା ପୂର୍ବରୁ ଉହାନ୍‌...

ଯୁଦ୍ଧ କରିବାକୁ ନାହାନ୍ତି ଯୋଦ୍ଧା

ବଇଣ୍ଡା,୨୪ା୫:  କୋଭିଡ୍‌ ବିରୋଧୀ ଯୁଦ୍ଧରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସମ୍ମୁଖ ଯୋଦ୍ଧା ସାଜିଛନ୍ତି। ସେମାନଙ୍କୁ ଉପଯୁକ୍ତ ପରିଚାଳନା ଓ ସହଯୋଗ ହିଁ ଏହି ଲଢ଼େଇରେ ବିଜୟ ଦେଇପାରିବ। ହେଲେ ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନ...

କରୋନା ଭୂତାଣୁ ପ୍ରାକୃତିକ ଅବା ଲ୍ୟାବ୍‌ରେ ତିଆରି, ବିଶେଷଜ୍ଞ ଦେଲେ ଏଭଳି ଉତ୍ତର…

ଓ୍ବାଶିଂଟନ,୨୪।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବା ସନ୍ଦେହ କରାଯାଉଛି। ତେବେ ଏପରିସ୍ଥଳେ ଆମେରିକାର ବିଶେଷଜ୍ଞ ଡ. ଆନ୍ଥୋନୀ ଫାଉଚି ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଛନ୍ତି। ସେ କହିଛନ୍ତି...

ଭୀଷଣ ବେଗରେ ମାଡିଆସୁଛି ବାତ୍ୟା ‘ୟାସ୍‌’: ୨୬ ତାରିଖ ମଧ୍ୟାହ୍ନରେ ରଚିବ ତାଣ୍ଡବ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଥମେ ଅବପାତ ଓ ପରେ ଗଭୀର ଅବପାତର ରୂପ ନେଇ ଆଗକୁ ମାଡି ଚାଲିଛି। ଘଣ୍ଟାପ୍ରତି ମାତ୍ର ୪ କିମି ବେଗରେ ଗତି କରୁଥିବା ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ଆଜି...

ତୃତୀୟ ଲହର ଆଶଙ୍କା ନେଇ ଆତଙ୍କ: ରାଜସ୍ଥାନରେ ୬୦୦ରୁ ଅଧିକ ଶିଶୁ ଆକ୍ରାନ୍ତ…

ଜୟପୁର,୨୪।୫: କରୋନାର ତୃତୀୟ ଲହର ଆଶଙ୍କା ନେଇ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ରାଜସ୍ଥାନର ଦୌସା ଏବଂ ଡୁଙ୍ଗରପୁର ଦୁଇ ଜିଲାରେ ୬୦୦ରୁ ଅଧିକ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଛି। ଏହାକୁ ନେଇ...

ବାତ୍ୟା ଯୋଗୁ କୋହଳ ହେଲା ଲକ୍‌ଡାଉନ୍‌ କଟକଣା

ଭୁବନେଶ୍ୱର,୨୪।୫: ସମ୍ଭାବ୍ୟ ବାତ୍ୟା ୟାସ୍‌କୁ ଦୃଷ୍ଟିରେ ରଖି ରାଜ୍ୟର ୧୦ଟି ଜିଲାରେ ଲକଡାଉନ କଟକଣା ଆସନ୍ତା ୨ ଦିନ ପାଇଁ ସାମାନ୍ୟ କୋହଳ ହୋଇଛି। ଆଜି ଓ ଆସନ୍ତାକାଲି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦିନ ଗୋଟାଏ ଯାଏ ଖୋଲା...

କମୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା: ବଢୁଛି ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା କିନ୍ତୁ ବଢ଼ି ଚାଲିଛି। ଗତ...

ରାଜ୍ୟରେ ଆଜି ୧୧,୦୫୯ ସଂକ୍ରମିତ ଚିହ୍ନଟ:କଟକରୁ ସର୍ବାଧିକ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ସୋମବାର ରାଜ୍ୟରେ ୧୧,୦୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୧୯୩ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୪୮୬୬ ଟି ହେଉଛି ଲୋକାଲ କେସ। ଆଜି କଟକ...

୪ ଜିଲାକୁ ବଡ଼ ବିପଦ

ଭୁବନେଶ୍ୱର,୨୪।୫(ବ୍ୟୁରୋ)ସାମୁଦ୍ରିକ ଝଡ଼ ୟାସ୍‌ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲା ପାଇଁ ବଡ଼ ବିପଦ ସାଜିପାରେ ବୋଲି ଆଶଙ୍କା କରାଯାଉଛି। ବାତ୍ୟା ପ୍ରଭାବରେ ୨୫ ତାରିଖ ରାତିରୁ ଉପରୋକ୍ତ ୪ ଜିଲା ସମେତ ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲାର...

ତୃତୀୟ ଲହରରେ ଶିଶୁ ଆକ୍ରାନ୍ତ ହେବା ଆଶଙ୍କା: ସମସ୍ତ ରାଜ୍ୟଠାରୁ ରିପୋର୍ଟ ଲୋଡ଼ିଲା ଏନ୍‌ସିପିସିଆର୍‌..

ନୂଆଦିଲ୍ଲୀ,୨୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ତୃତୀୟ ଲହର ଆଶଙ୍କା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ତୃତୀୟ ଲହରରେ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri