Tag Archives: Home Middle

ମେ’ ଶେଷ ସୁଦ୍ଧା ଭାରତକୁ ମିଳିବ ୩୦ ଲକ୍ଷ ସ୍ପୁଟନିକ୍‌-ଭି ଡୋଜ୍‌: ଅଗଷ୍ଟରେ ଉତ୍ପାଦନ ହେବ ଆରମ୍ଭ…

ନୂଆଦିଲ୍ଲୀ,୨୨।୫: ଭାରତରେ କରୋନା ମହାମାରୀ ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଦେଶରେ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡର ସାର୍ବଜନୀକ ଟିକାକରଣ ଜାରି ରହିଛି। ଦେଶରେ ରୁଷିଆ ଟିକା ସ୍ପୁଟନିକ୍‌-ଭି ଟିକାକୁ ମଧ୍ୟ ବ୍ୟବହାର ପାଇଁ ଅନୁମତି ମିଳିସାରିଛି। ମେ’ ଶେଷ ସୁଦ୍ଧା...

ମେ’ ମାସରେ ତାଣ୍ଡବ ରଚିଛି କରୋନା: ୨୧ ଦିନରେ ୮୩ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୨୨।୫: ଭାରତରେ କରୋନା ମହାମାରୀ ଅଣାୟତ୍ତ ହେବାରେ ଲାଗିଛି। ମେ’ ମାସରେ ଦେଶରେ କରୋନା ତାଣ୍ଡବ ରଚି ରେକର୍ଡ କରିଛି। ମେ’ ୧ରୁ ୨୧ ମଧ୍ୟରେ ଦେଶରେ ୮୩ ହଜାର ୧୩୫ ଜଣଙ୍କ ମୃତ୍ୟୁ କରୋନା ମହାମାରୀ ଯୋଗୁ ଘଟିଛି।...

ବିପଦ ଉପରେ ବିପଦ: ୧୫ ରାଜ୍ୟରେ ୯,୩୨୦ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ, ସର୍ବାଧିକ ଗୁଜରାଟରେ…

ନୂଆଦିଲ୍ଲୀ,୨୨।୫: ଭାରତ ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଦେଶରେ କରୋନା ମହାମାରୀ ଅଣାୟତ୍ତ ସ୍ଥିତିରେ ରହିଥିବାବେଳେ ବ୍ଲାକ୍‌ ଫଙ୍ଗସ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଜୀବନ ବଞ୍ଚାଇବା ପାଇଁ କେତେକ କ୍ଷେତ୍ରରେ ଅପରେଶନ୍‌ କରି ଆକ୍ରାନ୍ତଙ୍କ...

୨୪ରେ ଭୀଷଣ ରୂପ ନେଇ ଉପକୂଳମୁହାଁ ହେବ ୟାସ୍‌

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ୟାସ୍‌’କୁ ନେଇ ଆଇଏମ୍‌ଡିର ପୂର୍ବ ଆକଳନ ଠିକ୍‌ ହୋଇଛି। ଶନିବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ରମେ ଘନୀଭୂତ ହୋଇ ୨୪ ତାରିଖରେ ବାତ୍ୟା ରୂପ...

ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରଶାସନିକସ୍ତରରେ ଲଗାତର ବୈଠକ ଚାଲିଛି। ଏହିକ୍ରମରେ ଶନିବାର ଅପରାହ୍ନରେ ବାତ୍ୟା ମୁକାବିଲାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବାତ୍ୟା...

ଭାରତୀୟ ଭାରିଆଣ୍ଟ୍‌ ଶବ୍ଦ ବ୍ୟବହାର ନ କରିବାକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ କଡ଼ା ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଏପରିସ୍ଥଳେ ସୋସିଆଲ୍‌ ମିଡ଼ିଆରେ ଭାରତୀୟ ଭାରିଆଣ୍ଟ୍‌ ଶବ୍ଦର ବ୍ୟବହାର ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ବାତ୍ୟା ‘ୟାସ୍‌’: ୨୫ରୁ ଉପକୂଳରେ ବର୍ଷିବ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପରେ ପରିଣତ ହେବ। ଧୀରେ ଧୀରେ ଘନୀଭୂତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୨୪ ତାରିଖରେ ଲଘୁଚାପ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଏହା ଉତ୍ତର-ପଶ୍ଚିମ...

ଦ୍ୱିତୀୟ ଲହରରେ କରୋନା ନେଲାଣି ୪୨୦ ଡାକ୍ତରଙ୍କ ଜୀବନ …

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା କରୋନା ୪୨୦ ଡାକ୍ତରଙ୍କ ଜୀବନ ନେଇଥିବା ଭାରତୀୟ ମେଡ଼ିକାଲ ଆସୋସିଏଶନ(ଆଇଏମ୍‌ଏ)...

ଭାକ୍ସିନ୍‌ ଷ୍ଟକ୍‌ ସମ୍ପର୍କରେ ନ ଜାଣି ଡବ୍ଲୁଏଚ୍‌ଓର ମାର୍ଗଦର୍ଶିକାକୁ ଅଣଦେଖା କରି ଟିକାଦାନ ଅଭିଯାନ କରିଛନ୍ତି ସରକାର: ସେରମ ଇନଷ୍ଟିଚ୍ୟୁଟ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନ ଭାକ୍ସିନ୍‌ ଅଭାବରୁ ଧିମା...

ଦିନକୁ ଦିନ କମୁଛି ଟିକାଦାନ ସଂଖ୍ୟା: ଗତ ୭ ଦିନରେ ଦିଆଯାଇଛି ୭୮ ଲକ୍ଷ ଡୋଜ୍‌…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଭାକ୍ସିନ୍‌ ଅଭାବକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କରୋନା ଦେଶରେ ତାଣ୍ଡବ ରଚିଥିବାବେଳେ ଲଗାତାର ୫ ଦିନ ଧରି ଟିକାଦାନ ସଂଖ୍ୟା ୧୫ ଲକ୍ଷରୁ କମ୍‌ ରହିଛି। ଦେଶର...

କମୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହେଲେ, ଶ୍ମଶାନ ଆଗରେ ଏବେ ବି ଧାଡ଼ିଧାଡ଼ି ମୃତଦେହ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ପୂର୍ବପରି ରହିଛି।...

ଦିନେ ବଢ଼ୁଛି ଦିନେ କମୁଛି: ରାଜ୍ୟରେ ପୁଣି ୧୧,୧୦୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ଶୁକବ୍ରାର କରୋନା ମିଟର ଉପରମୁହାଁ ହୋଇଥିବା ବେଳେ ଶନିବାର ଏଥିରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧,୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୨୧୯ କ୍ୱାରାଣ୍ଟାଇନ୍‌ରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri