Tag Archives: Home Middle

ନୂଆ ଭାରିଆଣ୍ଟ୍‌ ଆଗରେ ଅକାମୀ ହେଉଛି ଭାକ୍ସିନ୍‌, ବିଶେଷଜ୍ଞ ଦେଲେ ସୂଚନା…

ଲଣ୍ଡନ,୧୬।୫: କରୋନା ମହାମାରୀ ସଂକ୍ରମଣରେ ଭାକ୍ସିନ୍‌ ଏବେ ପ୍ରଭାବଶୂନ୍ୟ ହେବାରେ ଲାଗିଛି। ନୂଆ ବି-୧-୬୭୧-୨ ଭାରଆଣ୍ଟ୍‌ ବିରୋଧରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ନେଇ ଭାକ୍ସିନ୍‌ ଅକାମୀ ହୋଇଯାଉଥିବା ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆନ୍ଥୋନୀ ହାର୍ନଡେନ୍‌...

ବନ୍ଦ ହେଲା ଧାରାବାହିକ, ଚଳଚ୍ଚିତ୍ର ଶୁଟିଂ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଲକ୍‌ଡାଉନ୍‌ ସତ୍ତ୍ୱେ ବୋଲ ମାନୁନାହିଁ କରୋନା। ତେଣେ ଦିନକୁ ଦିନ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳିସ୍ଥିତିରେ ଜରୁରୀକାଳୀନ ସେବା ବ୍ୟତିତ ଅନ୍ୟ ସମସ୍ତ ସେବାକୁ ବନ୍ଦ କରିଦିଆଯାଇଥିବା ବେଳେ ରବିବାର ଏସ୍‌ଆର୍‌ସିଙ୍କ ପକ୍ଷରୁ...

ଗୋଆରେ ପହଞ୍ଚିଲା ବାତ୍ୟା ‘ତଉକତେ’…

ମୁମ୍ବାଇ,୧୬।୫: ଲାକ୍ଷାଦ୍ୱୀପ ଏବଂ ଆରବ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ତଉକତେ’ ରବିବାର ଗୋଆର ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛି। ଏହାର ପ୍ରଭାବରେ ଗୋଆରେ ପ୍ରବଳ ବର୍ଷା ଲାଗେି ରହିଛି। ଧୀରେଧୀରେ ପବନର ବେଗ ବଢୁଥିବାରୁ ଗଛ ଭାଙ୍ଗି ପଡ଼ି...

ହସ୍ପିଟାଲରେ ମିଳୁନି ବେଡ୍‌: ଘରେ ମରୁଛନ୍ତି ଲୋକେ…

ବେଙ୍ଗାଲୁରୁ,୧୬।୫: କରୋନାରେ ମହାମାରୀ ସଂକ୍ରମଣ ଯୋଗୁ କର୍ନାଟକରେ ସ୍ଥିତି ଅସମ୍ଭାଳ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢୁଥିବାରୁ ହସ୍ପିଟାଲରେ ବେଡ୍‌ ମିଳୁନି। ଏପରିସ୍ଥଳେ ଲୋକେ ଘରେ ରହି ଚିକିତ୍ସିତ ହୋଇ ଶେଷରେ ମରୁଛନ୍ତି। ଗତବର୍ଷ ବ୍ରିଟେନ୍‌ରେ ଦେଖାଦେଇଥିବା ସ୍ଥିତି କର୍ନାଟକରେ...

ଭତ୍ତା ଚିନ୍ତାରେ ଭତ୍ତାଧାରୀ

ଭୁବନ, ୧୬।୫(ଡି.ଏନ.ଏ.)  କରୋନାର ଦ୍ୱିତୀୟ ଲହର ରାଜ୍ୟବାସୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି। ପ୍ରତିକାରମୂଳକ ପଦକ୍ଷେପ ସ୍ବରୂପ ଧନଜୀବନ ସୁରକ୍ଷାକୁ ଅଗ୍ରାଧିକାର ଦେଉଛନ୍ତି ରାଜ୍ୟ ସରକାର। ପଞ୍ଚାୟତ, ଏନ୍‌ଏସି କାର୍ଯ୍ୟାଳୟରେ ଗହଳି ଏଡ଼ାଇବା ଏବଂ ଭତ୍ତା ବଣ୍ଟନରେ ସ୍ବଚ୍ଛତା ରକ୍ଷା ଲାଗି...

ଗରାଏ ପାଣି ପାଇଁ ଘଣ୍ଟାଏ

ବଇଣ୍ଡା, ୧୬।୫:  ଗ୍ରାମାଞ୍ଚଳବାସୀଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଅନେକ ଯୋଜନା କରିଛନ୍ତି ସରକାର। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ‘ବସୁଧା’ ଯୋଜନାରେ ପ୍ରକଳ୍ପ ନିର୍ମାଣ କରାଯାଉଛି। ପାଇପ୍‌ ପାଣି ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଅଗ୍ରାଧିକାର...

କରୋନା ଦ୍ୱିତୀୟ ଲହର: ଆକ୍ରାନ୍ତଙ୍କ ସଂଖ୍ୟା କମୁଛି, ମୃତକଙ୍କ ସଂଖ୍ୟା ବଢୁଛି…

ନୂଆଦିଲ୍ଲୀ,୧୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ବଢୁଛି। ଗତ ୨୪...

୧୦ ରାଜ୍ୟରେ ୮୫% ସଂକ୍ରମଣ

ନୂଆଦିଲ୍ଲୀ, ୧୬।୫(ପି.ଟି.): ମୋଟ କରୋନା ସଂକ୍ରମଣର ୮୫ ପ୍ରତିଶତ ୧୦ଟି ରାଜ୍ୟରେ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୧୧ ରାଜ୍ୟରେ ସକ୍ରିୟ ମାମଲା ୧ ଲକ୍ଷରୁ ଅଧିକ ରହିଥିବାବେଳେ ୮ ରାଜ୍ୟରେ ୫୦,୦୦୦ରୁ ୧ ଲକ୍ଷ...

ବାଲିରେ ପୋତିଥିଲେ ୨ ହଜାର ଶବ

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୫ା୫: ଭାଜପା ଶାସିତ ଉତ୍ତରପ୍ରଦେଶରେ ପ୍ରବାହିତ ଗଙ୍ଗାନଦୀ କୂଳର ୧୧୪୦ କି.ମି. ଅଞ୍ଚଳରେ ୨ ହଜାରରୁ ଊର୍ଦ୍ଧ୍ୱ କୋଭିଡ୍‌ ରୋଗୀଙ୍କ ମୃତଦେହ ଠାବ କରାଯାଇଛି। ପ୍ରଥମେ ଉଭୟ କେନ୍ଦ୍ର ଓ ୟୁପି ସରକାର ମୃତକଙ୍କ ସଂଖ୍ୟା ଲୁଚାଉଥିଲେ। ମୃତଦେହଗୁଡ଼ିକ ଭାସି...

କରୋନା ମୁକାବିଲା ପାଇଁ ଉପଦେଷ୍ଟା କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ୧୦ ଜିଲାରେ ସଂକ୍ରମଣ ହାର କମିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାମାତ୍ର ଶନିବାର ଅପରାହ୍ନରେ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି। ବିଶେଷକରି ଆରମ୍ଭରୁ ଅଧିକ ପ୍ରଭାବିତ ଥିବା...

ରାଜଧାନୀରେ ଆରମ୍ଭ ହେଲା ଅକ୍ସିଜେନ୍‌ ବ୍ୟାଙ୍କ୍‌: ୨ ଘଣ୍ଟାରେ ପହଞ୍ଚିବ ଘରେ …

ନୂଆଦିଲ୍ଲୀ,୧୫।୫: କରୋନା ଆକ୍ରାନ୍ତଙ୍କ ଅକ୍ସିଜେନ୍‌ ଅଭାବ ପୂରଣ କରିବା ଲାଗି ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍‌ ବ୍ୟାଙ୍କ ଶନିବାରଠାରୁ ଆରମ୍ଭ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ପକ୍ଷରୁ ସୂଚନା ଦିଆଯାଇଛି। ଘରେ କ୍ୱାରାଣ୍ଟାଇନ୍‌ରେ ଥିବା ଆକ୍ରାନ୍ତଙ୍କୁ ମାତ୍ର ୨...

ଚାଇନାକୁ ବଡ଼ ସଫଳତା: ମଙ୍ଗଳରେ ପହଞ୍ଚିଲା ଝୁରୋଙ୍ଗ ରୋଭର…

ବେଜିଂ,୧୫।୫: ମଙ୍ଗଳ ଯାତ୍ରାରେ ଚାଇନାକୁ ବଡ଼ ସଫଳତା ମିଳିଛି। ଚାଇନାର ଝୁରୋଙ୍ଗ ରୋଭର ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶନିବାର ଭାରତୀୟ ସମୟ ସକାଳ ୭ଟା ୧୮ରେ ମଙ୍ଗଳରେ ପାଦ ଦେଇଛି। ଏହାଦ୍ୱାରା ମଙ୍ଗଳରେ ପହଞ୍ଚିବାରେ ଦ୍ୱିତୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri