Tag Archives: Home Middle

ହାଇଦ୍ରାବାଦରୁ କଟକରେ ପହଞ୍ଚିଲେ ହାଇଦର, ଚାଲିଛି ଜେରା

କଟକ ଅଫିସ,୧୬।୪: କଟକ ବଡ଼ ଡାକ୍ତରଖାନାରୁ ଗତ ଶନିବାର ଫେରାର ହୋଇଥିବା କୁଖ୍ୟାତ ଅପରାଧୀ ଶେକ୍‌ ହାଇଦରଙ୍କୁ ହାଇଦ୍ରାବାଦରୁ ଗୁରୁବାର ସନ୍ଧ୍ୟାରେ ଧରା ଯାଇଥିଲା। ତେବେ ଶୁକ୍ରବାର ବିମାନରେ ତେଲେଙ୍ଗାନାରୁ ଓଡ଼ିଶା ଆଣିଥିଲା କମିଶନରେଟ୍‌ ପୋଲିସ। କଡ଼ା ସୁରକ୍ଷା ବଳୟ...

ମେ ୧୫ ଯାଏ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ମନା

ନୂଆଦିଲ୍ଲୀ, ୧୬।୪(ପି.ଟି.):ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ କେନ୍ଦ୍ରୀୟ ସଂରକ୍ଷଣରେ ଥିବା ତଥା ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ଅଧୀନରେ ଆସୁଥିବା ସମସ୍ତ ଐତିହ୍ୟ ସ୍ଥଳ ଓ ସଂଗ୍ରହାଳୟଗୁଡ଼ିକୁ ମେ’...

ତେଲଙ୍ଗାନାରେ ଲୁଚିଥିଲା ଗ୍ୟାଙ୍ଗଷ୍ଟର ହାଇଦର

କଟକ,୧୫।୪: କଟକ ବଡ଼ ମେଡିକାଲ(ଏସ୍‌ସିବି)ରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ ୫ ଦିନ ପରେ କମିଶନରେଟ ପୋଲିସ ଧରିବାରେ ସଫଳ ହୋଇଛି। ତେଲଙ୍ଗାନାର ସଙ୍ଗାରେଡି ଜିଲାରୁ ହାଇଦରଙ୍କୁ ପୋଲିସ ଗିରଫ କରିଛି। କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ତେଲେଙ୍ଗାନା ପୋଲିସ...

ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ, ୧୦ ଜିଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ସାରା ରାଜ୍ୟର ସହରାଞ୍ଚଳରେ ଶନିବାରଠାରୁ...

କରୋନା ମୁକାବିଲା: ଆଇଏଏସ୍‌ ଅଫିସରଙ୍କୁ ଜିଲା ଦାୟିତ୍ୱ

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍‌ ଜାରି କରୁଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ଆଇଏଏସ୍‌ ଅଫିସରଙ୍କୁ...

ଦଶମ, +୨ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ-୧୯ ପରିସ୍ଥିତି...

ଶାରୀରିକ ସମ୍ପର୍କ ପାଇଁ ମନା କରି ପାରନ୍ତିନି ଗରିବ ଦେଶର ମହିଳା…

ଜେନେଭା,୧୫।୪: ପୃଥିବୀର ବିଭିନ୍ନ ଗରିବ ଦେଶରେ ମହିଳାଙ୍କର ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ନିଜସ୍ବ କୌଣସି ସ୍ବାଧୀନତା ନାହିଁ। ସେମାନେ ଶାରୀରିକ ସମ୍ପର୍କକୁ ମନା କରି ପାରନ୍ତି ନାହିଁ। ଦାମ୍ପତ୍ୟ ଜୀବନରେ ସ୍ବାମୀ ତାଙ୍କୁ ନିଜର ସମ୍ପତ୍ତି ବୋଲି ଭାବିଥାନ୍ତି।...

ପୁଣି ଦିଲ୍ଲୀକୁ ଫେରିଲା କର୍ଫ୍ୟୁ

ନୂଆଦିଲ୍ଲୀ,୧୫।୪: ଦିଲ୍ଲୀରେ ବେଲଗାମ ହେଉଛି କରୋନା। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସ୍ଥିତି ଏଭଳି ବିଗିଡ଼ିବାରେ ଲାଗିଛି ଯେ, ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍‌ ଖାଲି ନାହିଁ। କେବଳ...

ହସ୍ପିଟାଲ ଖାଲି ନାହିଁ, ଏବେ ହୋଟେଲ ଭରସା: ଦିନକୁ ଭଡ଼ା ୪ ହଜାର…

ମୁମ୍ବାଇ,୧୫।୪: ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ମହାରାଷ୍ଟ୍ରରେ ଅବସ୍ଥା ଅଧିକ ସଙ୍କଟ ଜନକ ରହିଛି। ମୁମ୍ବାଇରେ ଥିବା ସମସ୍ତ ହସ୍ପିଟାଲରେ ବେଡ୍‌ ଆଉ ଖାଲି ନାହିଁ। ତେଣୁ ଏବେ ୫ ଷ୍ଟାର୍‌...

ଶ୍ମଶାନ ଆଗରେ ଲମ୍ବା ଲାଇନ୍‌: ଦିନରାତି ଜଳୁଛି ଜୁଇ….

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ଅଣାୟତ୍ତ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ସହିତ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ତେବେ ମୃତକଙ୍କ ଅନ୍ତିମ ସଂସ୍କାର...

ଜଣାପଡ଼ିଲା ସତକଥା: ୪ ବର୍ଷ ତଳେ ଚାଇନାରେ ହୋଇଥିଲା କରୋନା ସଂକ୍ରମଣ…

ବେଜିଂ,୧୫।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଥିଲେ ମଧ୍ୟ ଏବେ ଏହାର ପର୍ଦ୍ଦାଫାଶ୍‌ ହୋଇଛି। ଏକ ରିପୋର୍ଟ ଅନୁସାରେ ଚାଇନାରେ ୪ ବର୍ଷ ତଳେ...

ବର୍ଷକୁ କୋଟିଏ ବଞ୍ଚାନ୍ତା ଗୋଟିଏ କେନ୍ଦ୍ର

ବଇଣ୍ଡା,୧୫ା୪: ଗାଁ ଗିଳିଦେଉଛି ନିଆଁ। ପ୍ରତିବର୍ଷ ପୋଡ଼ି ଛାରଖାର କରିଦେଉଛି କୋଟି କୋଟି ଟଙ୍କାର ସମ୍ପତ୍ତି। ଏହି ବଡ଼ ବିପତ୍ତିରୁ ୨୦ ପଞ୍ଚାୟତବାସୀଙ୍କୁ ବଞ୍ଚାଇବା ପାଇଁ ଦମକଳ କେନ୍ଦ୍ରଟିଏ ଲୋଡ଼ୁଛନ୍ତି ଲୋକେ। ଦୀର୍ଘ ୨୩ ବର୍ଷ ହେଲା ଏଥିପାଇଁ କରୁଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri