Tag Archives: Home Middle

ଏହି ରାଜ୍ୟରେ ଜାରି ହେବ ୧୫ ଦିନିଆ ଲକ୍‌ଡାଉନ୍‌: ମୁଖ୍ୟମନ୍ତ୍ରୀ ଦେଲେ ସଙ୍କେତ…

ମୁମ୍ବାଇ,୧୧।୪: ଦେଶରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ମହାରାଷ୍ଟ୍ରର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ପ୍ରତିଦିନ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହୁଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ...

୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୧୧।୪: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ଆତଙ୍କବାଦ ବିରୋଧି ଅପରେଶନରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ହାଦିପୋରାରେ କିଛି ଆତଙ୍କବାଦୀ ଲୁଚି ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ...

ପାରଦ ବଢ଼ାଉଛି ପାଣି ଚିନ୍ତା

ବଇଣ୍ଡା,୧୧ା୪:  ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ମାସାଧିକ ହେଲା ଜଙ୍ଗଲ ଜଳୁଛି। ଫଳରେ ତାପମାତ୍ରାରେ ନିୟମିତ ବୃଦ୍ଧି ପରିଲକ୍ଷିତ ହେଉଛି। ଦିନକୁ ଦିନ ପାରଦ ଉପରମୁହାଁ ହେଉଥିବାରୁ ବହୁ ଗାଁରେ ପିଇବା ପାଣି ଚିନ୍ତା ବଢ଼ିଯାଇଛି। କିନ୍ତୁ ଗ୍ରୀଷ୍ମ ମୁକାବିଲା ଦିଗରେ ଏ...

୨୪ ଘଣ୍ଟାରେ ଦେଢ଼ଲକ୍ଷ ଟପିଲା କରୋନା

ନୂଆଦିଲ୍ଲୀ,୧୧।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଲକ୍ଷ ଟପିଛିି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୫୨ ହଜାର ୮୭୯ରେ ପହଞ୍ଚିଛି। ସେହିପରି ଏହି ସମୟ...

ଗୋଗ୍ରା, ହଟ୍‌ ସ୍ପ୍ରିଙ୍ଗ୍‌ସରୁ ହଟିବାକୁ ମନାକଲା ଚାଇନା

ନୂଆଦିଲ୍ଲୀ, ୧୧।୪: ଭାରତ ଓ ଚାଇନା ସୈନ୍ୟବାହିନୀର ୧୧ତମ କମାଣ୍ଡର ସ୍ତରୀୟ ଆଲୋଚନା ଶୁକ୍ରବାର ଆରମ୍ଭ ହୋଇଥିଲା। ପୂର୍ବ ଲଦାଖର ଗୋଗ୍ରା ଏବଂ ହଟ୍‌ ସ୍ପ୍ରିଙ୍ଗସ ଅଞ୍ଚଳରୁ ସୈନ୍ୟ ଓ ଯାନବାହନ ପ୍ରତ୍ୟାହାର କରିନେବା ପାଇଁ ଭାରତ ପକ୍ଷରୁ ଦିଆଯାଇଥିବା...

‘ଟିକା ନିଅଣ୍ଟ ପାଇଁ କେନ୍ଦ୍ର ଦାୟୀ’

ନୂଆଦିଲ୍ଲୀ, ୧୧।୪: ଦେଶରେ କୋଭିଡ୍‌ ଟିକାର ନିଅଣ୍ଟ ସ୍ଥିତି ପାଇଁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଭୁଲ୍‌ କୋଭିଡ୍‌ ପରିଚାଳନାକୁ ଦାୟୀ କରିଛନ୍ତି। ଦେଶର କୋଭିଡ୍‌ ସ୍ଥିତି ଏବଂ ସଂକ୍ରମଣ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସୋନିଆ...

ପୋଲିସ ହେପାଜତରୁ ଖସିଗଲେ ଗ୍ୟାଙ୍ଗଷ୍ଟର ହାଇଦର

କଟକ ଅଫିସ,୧୦।୪: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ଼ ଡାକ୍ତରଖାନାର ସର୍ଜରୀ ଓ୍ବାର୍ଡରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସେ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ବେଳେ ପୋଲିସକୁ ଚକମା ଦେଖାଇ ଖସିଯାଇଛନ୍ତି। ସୂଚନାଯୋଗ୍ୟ, ୨୦୦୯ରେ ହାଇଦର ଗ୍ୟାଙ୍ଗଷ୍ଟର...

ନିର୍ବାଚନ ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ

ଭୁବନେଶ୍ୱର,୧୦।୪(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ। ଏନେଇ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ବନ୍ଧୁଗଣ, ମୁଁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି। ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ...

ଦେଢ଼ ଲକ୍ଷ ମୁହାଁ କରୋନା: ୨୪ ଘଣ୍ଟାରେ ଲକ୍ଷେ ୪୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୦।୪: ଦେଶରେ କରୋନାର ସଂକ୍ରମଣ ବେକାବୁ ସ୍ଥିତିରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଲକ୍ଷ ମୁହାଁ ହେବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଦେଶରେ ଲଗାତାର ଗତ ୪ ଦିନ ନୂଆ ଆକ୍ରାନ୍ତଙ୍କ...

ଟିକା ନେବା ପରେ ଗଲାଣି ୧୮୦ ଜୀବନ

ନୂଆଦିଲ୍ଲୀ, ୧୦।୪: ଭାରତରେ କୋଭିଡ୍‌ ଟିକା ନେବା ପରେ ମାର୍ଚ୍ଚ ୩୧ ମଧ୍ୟରେ ୧୮୦ ଜଣଙ୍କର ମୃତ୍ୟୁ ହେଲାଣି। ୭୫ ପ୍ରତିଶତ ମୃତ୍ୟୁ ଟିକା ନେବାର ୩ ଦିନ ମଧ୍ୟରେ ହୋଇଛି। ଜାତୀୟ ଏଇଏଫ୍‌ଆଇ (ଆଡଭର୍ସ ଇଭେଣ୍ଟ ଫଲୋଇଙ୍ଗ୍‌ ଇମ୍ୟୁନାଇଜେଶନ)...

ଫଳ ପୂର୍ବରୁ ଘୋଡ଼ାବେପାର ଭୟ

ଗୁଆହାଟୀ/ଜୟପୁର, ୧୦।୪ ଆସାମରେ ବିଧାନସଭା ନିର୍ବାଚନ ଶେଷ ହେବା ସହ ଆରମ୍ଭ ହୋଇଛି ଲୁଚକାଳି ଖେଳ । କଂଗ୍ରେସର ୨୦ରୁ ଊର୍ଦ୍ଧ୍ୱ ବିଧାୟକ ପ୍ରାର୍ଥୀ ରାଜସ୍ଥାନ ରାଜଧାନୀ ଜୟପୁରସ୍ଥିତ ଏକ ହୋଟେଲକୁ ବୁହାହୋଇ ଯାଇଛନ୍ତି । କଂଗ୍ରେସର ପଦାଙ୍କ ଅନୁସରଣ...

କୋଭିଡ୍‌ ଟିକା ବଦଳରେ ମହିଳାଙ୍କୁ କୁକୁର କାମୁଡା ଇଞ୍ଜେକଶନ

ଲକ୍ଷ୍ନୌ, ୯ା୪- କୋଭିଡ୍‌ ଟିକା ନେବା ପାଇଁ ସରକାରୀ ମେଡିକାଲ ଯାଇଥିଲେ ୩ ବୃଦ୍ଧା। କିନ୍ତୁ ସେମାନଙ୍କୁ ମେଡିକାଲ ସ୍ବାସ୍ଥ୍ୟ କର୍ମୀ ଦେଇଛନ୍ତି କୁକୁର କାମୁଡ଼ା ଇଞ୍ଜେକଶନ। ସ୍ବାସ୍ଥ୍ୟ କର୍ମୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଉତ୍ତର ପ୍ରଦେଶର ଶାମଲି ଜିଲାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri