Tag Archives: Home Middle

ପାର୍ଲାମେଣ୍ଟରେ ମହାରାଷ୍ଟ୍ର ତାତି

ନୂଆଦିଲ୍ଲୀ,୨୨।୩: ମହାରାଷ୍ଟ୍ରରେ ଜାରି ରହିଥିବା ସଙ୍କଟ ଯୋଗୁ ପାର୍ଲାମେଣ୍ଟରେ ସୋମବାର ଅଚଳାବସ୍ଥା ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ତାତିରେ ଉଭୟ ଗୃହର ସାଧାରଣ କାର୍ଯ୍ୟରେ ବାଧା ଦେଖାଦେଇଛି। ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ...

ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ: ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନ ସିଲ୍‌

ଭୁବନେଶ୍ୱର,୨୨।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବହୁ ସଂଖ୍ୟାରେ ଛାତ୍ରୀଛାତ୍ର ଏବଂ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଏହି ଶିକ୍ଷାନୁଷ୍ଠାନକୁ ବିଏମ୍‌ସି ପକ୍ଷରୁ ସିଲ୍‌ କରି ଦିଆଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଶିକ୍ଷାନୁଷ୍ଠାନର ଗୋଟିଏ ହଷ୍ଟେଲ ରୁମ୍‌ରେ ଆଇସୋଲେଶନରେ...

ଆତଙ୍କବାଦୀଙ୍କ ପାଖରେ ଚାଇନା ତିଆରି ଷ୍ଟିଲ୍‌ ଗୁଳି: ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ଭେଦ କରିବାକୁ ସକ୍ଷମ

ଶ୍ରୀନଗର,୨୨।୩: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧରେ ଅପରେଶନ୍‌ ଜାରି ରହିଛି। ତେବେ ଆତଙ୍କବାଦୀଙ୍କ ପାଖରେ ରହିଥିବା ଷ୍ଟିଲ୍‌ ଗୁଳି ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏହା ଚାଇନାର ଆତଙ୍କବାଦ୍‌ ଲିଙ୍କ୍‌କୁ ସୂଚିତ କରୁଛି। ଚାଇନାରେ ତିଆରି ହେଉଥିବା...

ଅଣାୟତ୍ତ ମୁହାଁ କରୋନା: ୨୪ ଘଣ୍ଟାରେ ୪୬ ହଜାରରୁ ଅଧିକ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ,୨୨।୩: ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୯୫୧ରେ ପହଞ୍ଚିଛି। ସେହିପରି ଏହି ସମୟ...

ମହାରାଷ୍ଟ୍ର ସ୍ଥିତି ଅସମ୍ଭାଳ: ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଲା

ମୁମ୍ବାଇ,୨୨।୩: କରୋନାର ଦ୍ୱିତୀୟ ସଂକ୍ରମଣ ନେଇ ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦ ହଜାର ୫୩୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ...

ଚିଠିରୁ ହଟଚମଟ

ମୁମ୍ବାଇ,୨୨ା୩: ଫେବୃୟାରୀ ୨୫ରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ବାହାରେ ଏକ ଏସ୍‌ୟୁଭିରୁ ୨୦ ଜିଲାଟିନ୍‌ ଷ୍ଟିକ୍‌ ଜବତ ହୋଇଥିଲା। କିଛି ଦିନ ପରେ ଉକ୍ତ କାର୍‌ର ମାଲିକ ତଥା ଠାଣେର ବ୍ୟବସାୟୀ ମନ୍‌ସୁଖ୍‌ ହିରେନ୍‌ଙ୍କୁ...

ଟଳି ପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର,୨୨।୩: ଜମ୍ମୁ କଶ୍ମୀରରେ ସୋମବାର ଏକ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୋପିଆନ୍‌ ମନିହାଲରେ ହୋଇଥିବା ଏହି ଏନକାଉଣ୍ଟରରେ ନିହତ ନିହତ ଆତଙ୍କବାଦୀମାନେ ଲଶ୍କର-ଏ-ତାଇବା ସହିତ ଜଡିତ ଥିଲେ। ଏଥିସହ ଆଉ ଦୁଇଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ଘେରି...

ଏକତାର ସହର ରାଉରକେଲା

ରାଉରକେଲା ଅଫିସ୍‌୍‌/ସୁନ୍ଦରଗଡ,୨୨।୩ (ଡି.ଏନ୍‌.ଏ):ରାଉରକେଲାରେ ଆର୍‌ଏସ୍‌ପିର ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଉଦ୍‌ବୋଧନ ଦେବାବେଳେ ସେ ରାଉରକେଲାକୁ ଏକତାର ସହର ବୋଲି ଅଭିହିତ କରିଛନ୍ତି। ପ୍ରାୟ ୩ଶହ...

ଫେରିଯିବ ସୁନ୍ଦରୀ

ଅନୁଗୋଳ ଅଫିସ,୨୧।୩: ଆଜି ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ। ଏଥିପାଇଁ ୬ ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆ ଅଭିମୁଖେ ଆସୁଛନ୍ତି। ଅପରାହ୍ନ ସୁଦ୍ଧା ଏହି ଦଳ ଅନୁଗୋଳରେ ପହଞ୍ଚିବେ। ସାତକୋଶିଆ ବନ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଏନ୍‌କ୍ଲୋଜରକୁ ଯାଇ ବାଘୁଣୀର...

କରୋନା ଗ୍ରାଫ୍‌ ଟପିଲା ୪୩ ହଜାର: ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୯୭

ନୂଆଦିଲ୍ଲୀ,୨୧।୩: ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ୮୪୬ରେ ପହଞ୍ଚିଛି। ସେହିପରି ଏହି...

ଧରିତ୍ରୀ ଏକ ସାମାଜିକ ଆନ୍ଦୋଳନ

ଭୁବନେଶ୍ୱର, ୨୧।୩(ବ୍ୟୁରୋ) : ୧୯୭୪ରୁ ୪୭ ବର୍ଷ ଧରି ଆଗଧାଡ଼ିର ଗଣମାଧ୍ୟମ ଭାବେ ‘ଧରିତ୍ରୀ’ ଓଡ଼ିଶାରେ ବିଭିନ୍ନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ପ୍ରସଙ୍ଗକୁ ନେଇ ଏକ ନିର୍ଦ୍ଦିଷ୍ଟ ମତ ପରିବେଷଣ କରିଆସୁଛି। ବର୍ତ୍ତମାନର ଆବଶ୍ୟକତାକୁ ଦେଖି ‘ଧରିତ୍ରୀ’ ନିଜକୁ...

ଉତ୍ତରାଧିକାରୀ ବାଛିବାକୁ ସିଜେଆଇଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୩ (ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେ ଆଉ ମାସେ ପରେ ଅବସର ନେବାକୁ ଯାଉଥିବାବେଳେ ପରବର୍ତ୍ତୀ ସିଜେଆଇ ନିଯୁକ୍ତି ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବା ଲାଗି ସରକାର ସିଜେଆଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri