Tag Archives: Home Middle

ଶତାବ୍ଦି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ଡେରାଡୁନ୍‌,୧୩।୩: ଦିଲ୍ଲୀ-ଡେରାଡୁନ୍‌ ଶତାବ୍ଦି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଶନିବାର ୧୨ଟା ୨୦ରେ ଉତ୍ତରାଖଣ୍ଡର କାନସୋର ଅଞ୍ଚଳରେ ହଠାତ୍‌ ଏକ୍ସପ୍ରେସ୍‌ର ସି-୪ ବଗିରେ ନିଆଁ ଲାଗି ଯାଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ...

ଆଉ ହେବନି କ୍ଲାସ: ଏ ବର୍ଷ ବି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସବୁ ପିଲା ପାସ୍‌

ଭୁବନେଶ୍ୱର,୧୩।୩(ବ୍ୟୁରୋ): ପୁଣିଥରେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଏବେ ସ୍କୁଲ ଖୋଲାଥିଲେ ମଧ୍ୟ ପିଲାମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ ହେବନାହିଁ। ଗତବର୍ଷ...

୭ ହିଜବୁଲ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର,୧୩।୩: ଜମ୍ମୁ-କଶ୍ମୀରରେ ସ୍ଥିତି ଧୀରେଧୀରେ ସ୍ବାଭାବିକ ହେବାରେ ଲାଗିଛି। ମିଳିତ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦ ବିରୋଧି ଅପରେଶନ୍‌ରେ ବଡ଼ ଧରଣର ସଫଳତା ମିଳିଛି। ହିଜବୁଲ୍‌ ମୁୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର ୭ ଜଣ ଗ୍ରାଉଣ୍ଡ ଓ୍ବାର୍କରଙ୍କୁ ଶୋପିଆନ୍‌ରୁ ଗିରଫ କରାଯାଇଛି। ଯାଞ୍ଚ୍‌ ଜାରି...

ଲକ୍‌ଡାଉନ୍‌ ପୂର୍ବରୁ ବଜାରରେ ଭିଡ଼

ପୁଣେ,୧୩।୩: ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମଣ ପୁଣି ନିୟନ୍ତ୍ରଣ ହରାଇବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ରାଜ୍ୟର ୮ ଜିଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପାଇଁ ନିଷ୍ପିତ୍ତି ଗ୍ରହଣ କରିଛନ୍ତି। ମାର୍ଚ୍ଚ...

ପୁଣି କରୋନା ଆତଙ୍କ: ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଲା

ନୂଆଦିଲ୍ଲୀ,୧୩।୩: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୮୮୨ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନା ଜନିତ...

ଫାଶୀରେ ଲଟକିଲେ ୫ ପରିବାର ସଦସ୍ୟ

ପଟନା,୧୩।୩: ବିହାରର ସୁପୌଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାର ୫ ଜଣ ସଦସ୍ୟ ଫାଶୀରେ ଲଟକି ଆତ୍ମହତ୍ୟା କରିଛନ୍ତି। ସ୍ତ୍ରୀ-ସ୍ବାମୀ ଏବଂ ୩ ସନ୍ତାନ ଘରେ ପାଶୀ ଦେଇ ଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା...

ଗଣତାନ୍ତ୍ରିକ ମୂଲ୍ୟବୋଧରୁ ଏକତା

କୋଲକାତା,୧୩।୩ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆକ୍ରମଣାତ୍ମକ ଚାଇନାର ପ୍ରଭାବ ବଢ଼ୁଥିବାରୁ ମଏହାର ମୁକାବିଲା ପାଇଁ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ହୋଇଛନ୍ତି। ଏମାନେ ମିଶି ଚତୁଃରାଷ୍ଟ୍ରୀୟ ମେଣ୍ଟ (କ୍ୱାଡ୍‌) ଗଠନ କରିଛନ୍ତି। କ୍ୱାଡ୍‌ ନେତାମାନଙ୍କର ପ୍ରଥମ...

ଖାଲରେ କେନ୍ଦ୍ର ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ,୧୨ା୩: ୧୯୮୦ ଦଶକରେ ସ୍ବିଡେନର ଏକ ରେଡିଓ ପକ୍ଷରୁ ପ୍ରସାରିତ ରିପୋର୍ଟରେ ବୋଫର୍ସ ମାମଲାର ପର୍ଦ୍ଦାଫାଶ ହୋଇଥିଲା। ଭାରତକୁ ବିକ୍ରି କରାଯାଇଥିବା ବୋଫର୍ସ ତୋପରେ ବିପୁଳ ଲାଞ୍ଚ କାରବାର ହୋଇଥିବା ଏଥିରେ ଅଭିଯୋଗ ଅଣାଯାଇଥିଲା। ଏହା ଭାରତରେ ରାଜନୈତିକ ଝଡ଼...

ଏପ୍ରିଲରୁ ଚାଲିବ ସବୁ ପାସେଞ୍ଜର, ଏକ୍ସପ୍ରେସ ଟ୍ରେନ

ଭୁବନେଶ୍ୱର,୧୨।୩(ବ୍ୟୁରୋ): କରୋନା ଯୋଗୁ ରାଜ୍ୟରେ ବନ୍ଦ ରହିଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ପୁଣି ଚାଲିବ। ଏ ନେଇ ପୂର୍ବତଟ ରେଲୱେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି। ଲକଡାଉନ ପୂର୍ବରୁ ରାଜ୍ୟରେ ପୂର୍ବତଟ ରେଲୱେର...

ବିଧାନସଭାରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ମଣ୍ଡି ସମସ୍ୟା ନେଇ ପୂର୍ବରୁ ବିଧାନସଭାରେ ଆତ୍ମହତ୍ୟା କରିବାକୁ ନେଚବନୀ ଦେଇଥିବା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଶୁକ୍ରବାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ବେଳେ ପୁଣି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିଲେ। ଏପରିକି ସେ ଗୃହରେ ସାନିଟାଇଜର...

ଇଞ୍ଜିନିୟରିଂ ପିଲାଙ୍କ ହଷ୍ଟେଲ ଫି’ ଛାଡ଼

ଭୁବନେଶ୍ୱର,୧୨।୩(ବ୍ୟୁରା): ଇଞ୍ଜିନିୟରିଂ ଏବଂ ପଲିଟେକନିକ୍‌ ପିଲାଙ୍କ ହଷ୍ଟେଲ ଫି ଛାଡ କରାଯିବା ନେଇ ଶୁକ୍ରବାର ସରକାର ଘୋଷଣା କରିଛନ୍ତି। କରୋନା ପାଇଁ ୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ହଷ୍ଟେଲ ବନ୍ଦ ରହିଥିଲା। ଫଳରେ ୧୭୦୧୨ ଛାତ୍ରୀଛାତ୍ରଙ୍କ ପ୍ରାୟ ୫କୋଟି...

୧୬୯ ଦିନ ପରେ ରେଳ ଧାରଣାରୁ ଉଠିଲେ କୃଷକ

ଚଣ୍ଡିଗଡ଼,୧୨।୩: ଗତ ସାଢେ ୩ ମାସେ ହେବ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ପଞ୍ଜାବରୁ ଏକ ଆଶ୍ୱସ୍ତିକର ଖବର ଆସିଛି। ଅମୃତସରରେ କୃଷି ଆଇନକୁ ବିରୋଧରେ ରେଳ ଧାରଣାରେ ବସିଥିବା କୃଷକମାନେ ଉଠିଯାଇଛନ୍ତି। ସୂଚନାଯୋଗ୍ୟ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri