Tag Archives: Home Middle

ପହଞ୍ଚତ୍ପାରୁନି ପାଇପ୍‌ ପାଣି

ବଅଁରପାଳ,୧୧ା୩(ଡି.ଏନ.ଏ.) ଗ୍ରାମାଞ୍ଚଳର ପ୍ରତି ଘରକୁ ପାଇପ୍‌ ପାଣି ସଂଯୋଗ ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି। ସେଥିପାଇଁ ପଞ୍ଚାୟତଗୁଡ଼ିକରେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବଡ଼ ବଡ଼ ପ୍ରକଳ୍ପମାନ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତ...

ପ୍ରତି ୩ରେ ଜଣେ ମହିଳା ପୀଡ଼ିତା

ନୂଆଦିଲ୍ଲୀ, ୧୧ା୩: ପୁରୁଷ ପ୍ରଧାନ ସମାଜରେ ନିର୍ଯାତନାରୁ ନିସ୍ତାର ପାଇନାହାନ୍ତି ମହିଳା। ଗୋଟିଏ କି ଦୁଇଟି ଦେଶ ନୁହେଁ, ସାରା ବିଶ୍ୱରେ ମହିଳାଙ୍କ ବିରୋଧରେ ହିଂସା ବଢ଼ିବାରେ ଲାଗିଛି। ପ୍ରତି ୩ ଜଣରେ ଜଣେ ମହିଳା ବା ଝିଅ ହିଂସା...

ସେନା ନିଯୁକ୍ତିରେ ପାତରଅନ୍ତର: ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୦।୩: ଭାରତୀୟ ସେନାର ନିଯୁକ୍ତିରେ ପାତରଅନ୍ତର କରାଯାଉଥିବା ନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ନ୍ୟାଶନାଲ ଡିଫେନ୍ସ୍‌ ଏକାଡେମୀ (ଏନ୍‌ଡିଏ)ର ପରୀକ୍ଷାରେ ଯୋଗ୍ୟତା ମାନଦଣ୍ଡ କାହିଁକି ଭିନ୍ନଭିନ୍ନ ରହିଛି ସେ ନେଇ କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିରେ...

କଳ୍ପନା ଜଳ୍ପନା ଶେଷ: ତିରଥ ସିଂ ରାଓ୍ବତଙ୍କ ମୁଣ୍ଡରେ ସୁନାକଳସ

ଡେରାଡୁନ୍‌,୧୦।୩: ଉତ୍ତରାଖଣ୍ଡରେ ଜାରିରହିଥିବା ରାଜନୈତିକ ସଙ୍କଟର ଅନ୍ତଘଟିଛି। ତିରଥ ସିଂ ରାଓ୍ବତଙ୍କ ମୁଣ୍ଡରେ ସୁନା କଳସ ଢ଼ଳାଯାଇଛି। ବିଧାୟକ ଦଳର ବୈଠକରେ ତିରଥଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ସହମତି ମିଳିଛି। ସେ ବୁଧବାର ଅପରାହ୍ନ ୪ଟାରେ ଶପଥ ଗ୍ରହଣ...

ଆଇଏନ୍‌ଏସ୍‌ କରଞ୍ଜ ନୌସେନାରେ ସାମିଲ

ମୁମ୍ବାଇ,୧୦।୩: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଛି। ବୁଧବାର ନୌସେନାରେ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ସବ୍‌ମେରାଇନ୍‌ ଆଇଏନ୍‌ଏସ୍‌ କରଞ୍ଜକୁ ମୁମ୍ବାଇର ନାଭାଲ ଡକ୍‌ ୟାର୍ଡରେ ଏକ ଉତ୍ସବରେ ସାମିଲ୍‌ କରାଯାଇଛି। ଏହି ଅବସରରେ ଚିଫ୍‌ ଅଫ୍‌ ନାଭାଲ ଷ୍ଟାଫ୍‌ ଆଡମିରାଲ...

ବାଲ୍ୟବିବାହରେ ନିଖୋଜ ଜୀବନ

କାଠମାଣ୍ଡୁ,୧୦।୩: ଜଣେ ସରକାରୀ ଅଫିସର ହେବାକୁ ସ୍ବପ୍ନ ଦେଖୁଥିଲେ ସ୍ବପ୍ନା। ପ୍ରତି ରାତିରେ ଧୂଳିଧୂସରିତ ରାସ୍ତାକଡ଼ରେ ଥିବା କୁଡ଼ିଆ ଭିତରେ ଏହି ୧୭ ବର୍ଷୀୟା ଝିଅ ଏକ ସୌର ବଲ୍‌ବ ଜଳାଇ ବହି ଖଣ୍ଡେ ଧରି ବସୁଥିଲେ। ସେ ମନେ...

ମୈତ୍ରୀ ସେତୁ ଲୋକାର୍ପିତ

ନୂଆଦିଲ୍ଲୀ,୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୈତ୍ରୀ ସେତୁ ଲୋକାର୍ପିତ କରିଛନ୍ତି। ଏହା ଦ୍ୱାରା ଏଣିକି ତ୍ରିପୁରାରୁ ବାଂଲାଦେଶ ଯିବା ସହଜ ହୋଇ ପାରିବ। ସେତୁ ନିର୍ମାଣ ଯୋଗୁ ତ୍ରିପୁରାର ବିକାଶ ସମ୍ଭବ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୧.୯...

ଦରଦାମ୍‌ ବୃଦ୍ଧି ନେଇ ପାର୍ଲାମେଣ୍ଟ ଅଚଳ

ନୂଆଦିଲ୍ଲୀ,୯।୩: ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ଯୋଗୁ ସଙ୍କଟ ଦେଖାଦେଇଛି। ଏହି ପ୍ରସଙ୍ଗକୁ ନେଇ ବିରୋଧୀଦଳ ରାଜ୍ୟ ସଭା ଏବଂ ଲୋକ ସଭାରେ ଶାସକ ଦଳକୁ ଘେରିବା ଜାରି ରଖିଛନ୍ତି। ଉଭୟ ଗୃହରେ ବିରୋଧି ସଦସ୍ୟମାନେ ମଙ୍ଗଳବାର ପ୍ରବଳ...

ମୁମ୍ବାଇରେ କରୋନା ସଂକ୍ରମଣ ୮୯ ପ୍ରତିଶତ ବୃଦ୍ଧି

ମୁମ୍ବାଇ,୯।୩: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ଆତଙ୍କ ଦେଖାଦେଇଛି। ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୯.୨୫ ପ୍ରତିଶତ ବୃଦ୍ଧି ଘଟିଛି। ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ କଡ଼ା କଟକଣା ଜାରି...

ବ୍ରିଟିଶ୍‌ ସଂସଦରେ କୃଷକ ଆନ୍ଦୋଳନ ଚର୍ଚ୍ଚା: ଭାରତ ପକ୍ଷରୁ ବିରୋଧ

ନୂଆଦିଲ୍ଲୀ/ଲଣ୍ଡନ,୯।୩: କୃଷି ଆଇନ ବିରୋଧରେ ଭାରତରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ବ୍ରିଟିଶ୍‌ ସଂସଦରେ ଆଲୋଚନା କରାଯାଇଛି। ଏଭଳି ଆଲୋଚନାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ଲଣ୍ଡନରେ ଅବସ୍ଥାପିତ ଥିବା ଭାରତୀୟ ଉଚ୍ଚାୟୁକ୍ତ ଏହାର...

ନିର୍ବାଚନ ପୂର୍ବରୁ ଶେଷ ହୋଇପାରେ ଅଧିବେଶନ

ନୂଆଦିଲ୍ଲୀ,୯।୩ (ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ କାଟଛାଣ୍ଟ ହୋଇପାରେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୨୭ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଅଧିବେଶନ ଶେଷ ହୋଇପାରେ ବୋଲି ଜଣାପଡ଼ିଛି। ମଙ୍ଗଳବାରଠାରୁ ଉଭୟ ଗୃହ ସ୍ବାଭାବିକ ଭାବେ ପୂର୍ବାହ୍ନ ୧୧ଟାରୁ...

ବାଟଲା ହାଉସ୍‌ ଏନ୍‌କାଉଣ୍ଟର: ଆତଙ୍କବାଦୀ ଆରିଜ୍‌ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୮।୩: ବାଟଲା ହାଉସ୍‌ ଏନ୍‌କାଉଣ୍ଟର ମାମଲାରେ ଦିଲ୍ଲୀର ଏକ କୋର୍ଟ ଅଭିଯୁକ୍ତ ଆତଙ୍କବାଦୀ ଆରିଜ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆରିଜ୍‌ଙ୍କ ଦଣ୍ଡାଦେଶ ସମ୍ପର୍କରେ ଘୋଷଣା ମାର୍ଚ୍ଚ ୧୫ରେ କରାଯିବ ବୋଲି କୋର୍ଟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଆରିଜ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri