Tag Archives: Home Middle

ଦିନିକିଆ ସିରିଜରେ ଦର୍ଶକଙ୍କୁ ମନା

ପୁଣେ,୨୭।୨: ପୁଣେରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ତେବେ ସିରିଜର ମ୍ୟାଚ୍‌ଗୁଡିକ ବିନା ଦର୍ଶକରେ ହେବ। ମହାରାଷ୍ଟ୍ରରେ କୋଭିଡ୍‌-୧୯ର ନୂତନ ଷ୍ଟ୍ରେନ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି...

ଆମାଜୋନିଆ-୧ ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ

ଶ୍ରୀହରିକୋଟା,୨୭।୨: ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ରବିବାର ପୂର୍ବାହ୍ନ ୧୦ଟା ୨୪ରେ ଉପଗ୍ରହ ଆମାଜୋନିଆ-୧ର ଉତ୍‌କ୍ଷେପଣ କରାଯିବ। ଏନେଇ ଶନିବାର ୮ଟା ୫୪ରୁ ସାଢ଼େ ୨୫ ଘଣ୍ଟିଆ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ପିଏସ୍‌ଏଲଭି-ସି-୫୧ ରକେଟ...

ବେକାବୁ ହେଉଛି କରୋନା: ୨୪ଘଣ୍ଟାରେ ୧୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୭।୨: ଦେଶର ୬ଟି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାର ସ୍ଥିତି ବେକାବୁ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଏହି ସମୟ ମଧ୍ୟରେ ୧୬,୪୮୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ...

ସ୍ବଦେଶୀ ଖେଳନା ନିର୍ମାଣରେ ଭାରତ ହେବ ଆତ୍ମନିର୍ଭର: ମୋଦି

ନୂଆଦିଲ୍ଲୀ,୨୭।୨: ଭାରତ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ହେବାର ପଥ ଏବେ ପ୍ରଶସ୍ତ ହୋଇଛି। ଅନ୍ୟାନ୍ୟ ସାମଗ୍ରୀ ସହିତ ଛୋଟ ପିଲାଙ୍କ ଖେଳନା ନିର୍ମାଣ କ୍ଷେତ୍ରରେ ମଧ୍ୟ ଭାରତରେ ଆତ୍ମନିର୍ଭର ଧାରା ଆରମ୍ଭ ହୋଇଛି। ସ୍ବଦେଶୀ ଖେଳନାର ଚାହିଦା ବୃଦ୍ଧି ପାଇଁ...

୮୩ ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କଲେ କୋବ୍ରା-ସିଆର୍‌ପିଏଫ୍‌ ଯବାନ

ଗୟା,୨୭।୨: ବିହାରର ଗୟା ଜିଲାରେ ମାଓବାଦୀଙ୍କ ଦ୍ୱାରା ବିଛା ଯାଇଥିବା ୮୩ ଲ୍ୟାଣ୍ଡ୍‌ମାଇନ୍‌କୁ ଠାବ କରି ଏସବୁକୁ ନିଷ୍କ୍ରିୟ କରାଯାଇଛି। କୋବ୍ରା-୨୫୦ ବାଟାଲିୟନ୍‌ ଏବଂ ସିଆର୍‌ପିଏଫ୍‌ର ୧୫୯ ଏବଂ ୪୭ ବାଟାଲିୟନ ଯବାନଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇଛି।...

ବଦଳିବ ସମୀକରଣ

ନୂଆଦିଲ୍ଲୀ,୨୭ା୨: ପ୍ରଚାର କେବେଠୁ ଆରମ୍ଭ ହୋଇସାରିଥିଲା। ବାକି ଥିଲା କେବଳ ନିର୍ବାଚନ ତାରିଖ। ଶୁକ୍ରବାର ସିଇସି ସୁନୀଲ ଆରୋରାଙ୍କ ଘୋଷଣା ସହ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆନୁଷ୍ଠାନିକ ଭାବେ ବାଜିଛି ନିର୍ବାଚନୀ ବିଗୁଲ। ୮୨୪ ବିଧାନସଭା...

ପୁଣି ଆଇସୋଲେଶନ

ଭୁବନେଶ୍ୱର,୨୬।୨ : କରୋନାର ଦ୍ୱିତୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଆଇସୋଲେଶନ ପ୍ରକ୍ରିୟା। ଏ ନେଇ ଜାରି ହୋଇଛି ନୂଆ ଗାଇଡ୍‌ଲାଇନ। ରାଜ୍ୟ ସରକାର ହୋମ ଆଇସୋଲେଶନକୁ ଗୁରୁତ୍ୱ ଦେଇଥିବାବେଳେ ରେଳ ଷ୍ଟେଶନ...

ଗୋଟିଏ ପର୍ଯ୍ୟାୟରେ ତାମିଲନାଡୁ, କେରଳ, ପୁଡୁଚେରୀରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୬।୨: ତାମିଲନାଡୁ, କେରଳ, ପଶ୍ଚିମ ବଙ୍ଗ, ଆସାମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଲାଗି ଶୁକ୍ରବାର ତାରିଖ ଘୋଷଣା କରିଛି ନିର୍ବାଚନ କମିଶନ (ଇସି)। ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ୪ ରାଜ୍ୟ ସମେତ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ...

ଆତ୍ମହତ୍ୟା ଧମକ ଦେଲେ ଭାଜପା ବିଧାୟକ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି ଦେବଗଡ଼ ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ। ଗୁରୁବାର ଗୃହରେ ମଣ୍ଡି ସମସ୍ୟାକୁ ନେଇ ଭାଜପା ବିଧାୟକମାନେ ହୋହଲ୍ଲା କରିଥିଲେ। ଏହି ସମୟରେ ମଣ୍ଡିରୁ ତୁରନ୍ତ ଧାନ ନ ଉଠାଇଲେ ଗୃହରେ ଆତ୍ମହତ୍ୟା କରିବେ...

୧.୩୪ କୋଟି ଅତିକ୍ରମ କଲାଣି କରୋନା ଟିକାକରଣ

ନୂଆଦିଲ୍ଲୀ,୨୬ ।୨: କରୋନା ମହାମାରୀକୁ ଏଡାଇବା ପାଇଁ ଦେଶରେ ଆରମ୍ଭ କରାଯାଇଥିବା ଟିକାକରଣ ସଫଳତାର ସହ ଆଗେଇ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶୁକ୍ରବାର ସୁଦ୍ଧା ଦେଶରେ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ...

ଭାରତ ବନ୍ଦ ର ମିଶ୍ରିତ ପ୍ରଭାବ

ନୂଆଦିଲ୍ଲୀ,୨୬ ।୨: କନଫେଡେରେଶନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଜିଏସ୍‌ଟି ଜଟିଳତା ଓ ଇ-କମର୍ସକୁ ନେଇ ବ୍ୟବସାୟୀମାନେ ଅତିଷ୍ଠ ହୋଇପଡିବା ପରେ ଏହି ବନ୍ଦ ଡାକରା ଦିଆଯାଇଛି । ଏବେ...

ଛଅ ବର୍ଷରେ ୧୫ ଏମ୍ସକୁ ମିଳିଛି ମଞ୍ଜୁରୀ, ୨୦୧୪ ପର୍ଯ୍ୟନ୍ତ ଥିଲା ମାତ୍ର ଛଅ: ମୋଦି

ନୂଆଦିଲ୍ଲୀ,୨୬ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନସିଂ ଜରିଆରେ ତାମିଲନାଡୁର ଡା. ଏମ୍‌ଜିଆର୍ ମେଡିକାଲ ୟୁନିଭର୍ସିଟିର ୩୩ ତମ ଦିକ୍ଷାନ୍ତ ସମାରୋହକୁ ସାମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିକ୍ଷାନ୍ତ ସମାରୋହରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri