Tag Archives: Home Middle

ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଲୋକାର୍ପିତ

ଅହମଦାବାଦ,୨୪।୨: ପୃଥିବୀର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଲୋକାର୍ପିତ ହୋଇଛି। ଗୁଜରାଟର ମୋଟେରା ଷ୍ଟାଡିୟମ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ। ଏହାର ନିର୍ମାଣରେ ୮୦୦ କୋଟି ଟଙ୍କା ଖର୍ଚ୍ଚ...

୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୨୪।୨: ଜମ୍ମୁ-କଶ୍ମୀର ଅନନ୍ତନାଗରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେଶନ ସମୟରେ ୪ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଦକ୍ଷିଣ କଶ୍ୱୀର ଅନନ୍ତନାଗର ଶ୍ରୀଗୁଫଓ୍ବାରାର ଶାଲଗୁଲ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚିଥିବା ଖବର ମିଳିଥିଲା। ଖବର ପାଇ ମିଳିତ...

କରୋନା ନୂଆ ଷ୍ଟ୍ରେନ୍‌: ଅଧିକ ମାରାତ୍ମକ ହେବା ଆଶଙ୍କା

ନୂଆଦିଲ୍ଲୀ,୨୪।୨: ଦେଶରେ ପୁଣି କରୋନା ଆତଙ୍କ ଆରମ୍ଭ ହୋଇଛି। ମହାରାଷ୍ଟ୍ର,କେରଳ ଏବଂ ତେଲଙ୍ଗାନାରେ କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟକ ହୋଇଛି। ଭାରତରେ ମିଳିଥିବା ନୂଆ ଷ୍ଟ୍ରେନ୍‌ ବ୍ରିଟେନଠାରୁ ଅଧିକ ମାରାତ୍ମକ ହେବାର ଆଶଙ୍କା ରହିଥିବା ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। ଚଣ୍ଡିଗଡ଼...

୫ ରାଜ୍ୟବାସୀଙ୍କୁ ଦିଲ୍ଲୀ ମନା

ନୂଆଦିଲ୍ଳୀ,୨୪।୨: ଦେଶର କରୋନା ସଂକ୍ରମଣ ପୁଣି ଫେରିଛି। ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ୫ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏସବୁ ରାଜ୍ୟବାସୀଙ୍କୁ ଦିଲ୍ଲୀରେ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ସେମାନଙ୍କ ନମୁନା ପରୀକ୍ଷା...

ସଂକ୍ରମଣର କେନ୍ଦ୍ର ପାଲଟିଛି ବିଦର୍ଭ

ମୁମ୍ବାଇ/ଭୋପାଳ, ୨୪।୨ : ମହାରାଷ୍ଟ୍ରର ମୁମ୍ବାଇ ଏବଂ ପୁଣେ ପରେ ଏବେ ବିଦର୍ଭ ଅଞ୍ଚଳ କରୋନା ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି। ଏହି ଅଞ୍ଚଳର ୟାଭତମାଲ, ଆକୋଲା, ଅମରାବତୀ ଏବଂ ଓ୍ବାର୍ଦ୍ଧା ଜିଲାରେ ଦୈନିକ ସଂକ୍ରମଣ ହାର ବଢ଼ିଚାଲିଛି। ସେଠାରେ ସଂକ୍ରମଣ...

ହ୍ବାଟ୍ସଆପ ଗ୍ରୁପ୍‌ କିମ୍ବା ଟୁଲକିଟ୍‌ର ଏଡିଟର ହେବା ଅପରାଧ ନୁହେଁ – କୋର୍ଟ

ନୂଆଦିଲ୍ଲୀ,୨୩।୨: ଟୁଲକିଟ୍‌ ମାମଲାରେ ବେଙ୍ଗାଲୁରୁର କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ବିଚାର କରି ଅତିରିକ୍ତ ସେସନ ଜଜ୍‌ ଧର୍ମେନ୍ଦ୍ର ରାଣା କହିଛନ୍ତି, ହ୍ବାଟ୍ସଆପ ଗ୍ରୁପ ତିଆରି କରିବା...

କରୋନା ଅଗ୍ନିପରୀକ୍ଷାରେ ଦେଶ ସଫଳ ହୋଇଛି: ମୋଦି

ନୂଆଦିଲ୍ଲୀ,୨୩।୨: କରୋନା ମହାମାରୀ ବିରୋଧରେ ଲଢ଼େଇରେ ଦେଶକୁ ସଫଳତା ମିଳିଛି। ଏହା ଏକ ଅଗ୍ନି ପରୀକ୍ଷା ସଦୃଶ ଥିଲା। ତେବେ ଭାରତ ଯୋଜନାବଦ୍ଧ ଭାବେ ବିପଦରୁ ମୁକୁଳି ପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ଆୟୋଜିତ ଏକ...

ରୁତୋଗରେ ଶିବିର ନିର୍ମାଣ କରୁଛି ଚାଇନା

ଲଦାଖ,୨୩।୨: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖରେ ଜାରି ରହିଥିବା ସୀମା ବିବାଦ ନେଇ ଆଲୋଚନା ପରେ ଦୁଇପକ୍ଷ ପଛକୁ ହଟିବାକୁ ନିଷ୍ପତ୍ତି ହୋଇଥିଲା। ଭାରତ ଏହାକୁ ପାଳନ କରିଥିବାବେଳେ ଚାଇନା ବିବାଦୀୟ ଅଞ୍ଚଳରୁ ହଟି ଏବେ ରୁତୋଗଠାରେ ସୈନ୍ୟ...

ସିବିଆଇ ଷଡ଼ଯନ୍ତ୍ରକାରୀଙ୍କୁ ଖୋଜୁ

ଭୁବନେଶ୍ୱର, ୨୩।୨ (ବ୍ୟୁରୋ): ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ହେବା ପରେ ନିଜ ଅନ୍ତରର କଷ୍ଟକୁ ବଖାଣିଛନ୍ତି ନିଜେ ପୀଡିତା। ଖବରଦାତା ସମ୍ମିଳନୀରେ ଅଞ୍ଜନା କହିଛନ୍ତି, ଦୀର୍ଘ ୨୨ବର୍ଷ ହେବ ମୁଁ ମରି...

ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷିକୁ ଫୋକସ୍‌

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟ ପାଇଁ କରୋନା ମହାମାରୀ ପରବର୍ତ୍ତୀ ସମୟ ଅତ୍ୟନ୍ତ କଠିନ ହୋଇଛି। କେନ୍ଦ୍ରୀୟ ଟିକସ ହ୍ରାସ ସାଙ୍ଗକୁ ଜିଏସ୍‌ଟି କ୍ଷତିପୂରଣ, ପଞ୍ଚଦଶ ଅର୍ଥ କମିଶନ ସୁପାରିସ ଅନୁଦାନ ଧିମେଇ ଯାଇଛି। ରାଜକୋଷ ଉପରେ ପ୍ରବଳ ଚାପ ପଡିଛି। ଜନସାଧାରଣଙ୍କ...

ବିମାନବନ୍ଦରରେ ଆର୍‌ଟି-ପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୨୨ା୨: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ସମେତ ସମସ୍ତ ୟୁରୋପୀୟ ଦେଶଗୁଡ଼ିକରୁ ଭାରତ ଆସୁଥିବା ଯାତ୍ରୀ କ୍ୱାରାଣ୍ଟାଇନରେ ରହିବା ପୂର୍ବରୁ ସେମାନଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ ହେବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ...

ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ: ଜାଣନ୍ତୁ କ’ଣ ରହିଛି ମୁଖ୍ୟାଂଶ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ସୋମବାର ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗତବର୍ଷ ଅପେକ୍ଷା ଚଳିତବର୍ଷ ବଜେଟର ପରିମାଣ ୧୩ ପ୍ରତିଶତ ବଢ଼ିଛି। ଚଳିତ ବର୍ଷ ମୋଟ ବଜେଟ ପରିମାଣ ୧ ଲକ୍ଷ ୭୦ ହଜାର କୋଟି ରହିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri