Tag Archives: Home Middle

ନ୍ୟାଶନାଲ ହେରାଲ୍ଡ ମାମଲା: ସୋନିଆ-ରାହୁଲଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଏମ୍‌ପି ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ଆବେଦନ ଆଧାରରେ ଏହି...

ଉପଯୁକ୍ତ ନୀତି-ଉଦ୍ଦେଶ୍ୟ ଦ୍ୱାରା ଭାଗ୍ୟରେ ବି ହୋଇଥାଏ ପରିବର୍ତ୍ତନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଅସାମରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଉପଯୁକ୍ତ ନୀତି ଏବଂ ଉଦ୍ଦେଶ୍ୟ ଦ୍ୱାରା ଭାଗ୍ୟରେ ବି ପରିବର୍ତ୍ତନ ହୋଇଥାଏ। ପୂର୍ବରୁ କେନ୍ଦ୍ରରେ ଶାସନ...

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଭାରତର ଲକ୍ଷ୍ୟ: ମୋଦି

ନୂଆଦିଲ୍ଲୀ,୨୨।୨: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଲକ୍ଷ୍ୟ ନେଇ ଭାରତ ନିରନ୍ତର ଉଦ୍ୟମ ଜାରି ରଖିଛି। ପୃଥିବୀରେ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ କ୍ଷେତ୍ରରେ ଭାରତ ଆଗରେ ରହିଛି। ତେବେ ଏବେ ଦେଶ ସ୍ବଦେଶୀ ଜ୍ଞାନକୌଶଳର ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ...

ନାରାୟଣସ୍ବାମୀ ସରକାରଙ୍କ ପତନ

ପୁଡୁଚେରୀ,୨୨।୨: ସଙ୍କଟରେ ପଡ଼ିଥିବା ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ସରକାରଙ୍କର ପତନ ଘଟିଛି। ବିଧାନସଭାରେ ହୋଇଥିବା ଶକ୍ତି ପରୀକ୍ଷାରେ ନାରାୟଣସ୍ବାମୀଙ୍କ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରି ପାରି ନାହାନ୍ତି। ସରକାରଙ୍କ ପାଖରେ ୯ କଂଗ୍ରେସ ବିଧାୟକଙ୍କ ସମେତ...

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆଇଇଡ଼ି ଜବତ

ଶ୍ରୀନଗର,୨୨।୨: ଜମ୍ମୁ-କଶ୍ମୀରରେ ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ନୌଗାମ୍‌ର କେନହାମ୍‌ ଅଞ୍ଚଳରେ ରେଲଓ୍ବେ କ୍ରସିଂ ନିକଟରୁ ଆଇଇଡ଼ି ଜବତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥରେ ଯାତାୟାତକୁ ବନ୍ଦ କରି ଦିଆଯାଇଛି। ଆଇଇଡ଼ିକୁ ନିଷ୍କ୍ରିୟ କରିବା ଲାଗି...

ପୁଣି ଫେରିଲା କରୋନା: ୨୪ ଘଣ୍ଟାରେ ୮୩ ମୃତ

ନୂଆଦିଲ୍ଲୀ,୨୨।୨: ପୁଣି କରୋନା ଫେରିଛି। ଏବେ ସଂକ୍ରମଣକୁ ନେଇ ଦେଶରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ମହାରାଷ୍ଟ୍ର, କେରଳ, ତାମିଲନାଡୁ କର୍ନାଟକ, ପଞ୍ଜାବ, ମଧ୍ୟପ୍ରଦେଶ ଆଦି ୬ଟି ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ...

ଫେରିପାରେ କଟକଣା

ନୂଆଦିଲ୍ଲୀ, ୨୨।୨: ଗତ ୭ ଦିନ ମଧ୍ୟରେ କରୋନା ଭୂତାଣୁରେ ୮୭,୭୧୧ ଜଣ ସଂକ୍ରମିତ ହୋଇଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସଂକ୍ରମଣର ଦ୍ୱିତୀୟ ଲହର ନେଇ ଆଶଙ୍କା ପ୍ରକାଶ ପାଇଥିବାବେଳେ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ନିୟମକୁ ପୁଣି...

ରାଜ୍ୟଗୁଡ଼ିକର ଜିଏସ୍‌ଟି କ୍ଷତି କମିବ

ନୂଆଦିଲ୍ଲୀ,୨୨।୨:  ରାଜ୍ୟଗୁଡ଼ିକର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଜନିତ ରାଜସ୍ବ କ୍ଷତି ଚଳିତ ଆର୍ଥତ୍କ ବର୍ଷରେ ୪୦ ହଜାର କୋଟି କମିପାରେ। ଗତ ୪ ମାସରେ ଜିଏସ୍‌ଟି ସଂଗ୍ରହ ଉନ୍ନତ ହେଉଥିବାରୁ କ୍ଷତି ପରିମାଣ ହ୍ରାସ ପାଇବ ବୋଲି ଜଣେ ସରକାରୀ...

ଆଜି ବଜେଟ: ସରକାରଙ୍କୁ ସମ୍ବଳ ଚିନ୍ତା

ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଚିଠା ବଜେଟ ପ୍ରସ୍ତୁତ କରିଛନ୍ତି। ସୋମବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଆସନ୍ତା ଆର୍ଥିକବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଇ-ବିଧାନସଭା...

ପୁଣି କଡ଼ାକଡ଼ି ହେବ କରୋନା କଟକଣା

ଭୁବନେଶ୍ୱର, ୨୧।୨: ବିଭିନ୍ନ ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କୋଭିଡ ନିୟମାବଳୀ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ କମିଶନ(ଏସଆରସି)ର ସମସ୍ତ ଜିଲାର...

ଆସନ୍ତାକାଲି ପୁଣି ପଶ୍ଚିମବଙ୍ଗ ଯିବେ ମୋଦି

ନୂଆଦିଲ୍ଲୀ,୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଆସନ୍ତାକାଲି ଅର୍ଥାତ୍‌ ସୋମବାର ପଶ୍ଚିମବଙ୍ଗ ଗସ୍ତ କରିବେ। ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନକୁ ନେଇ ଦଳୀୟ ପ୍ରଚାର ଅଭିଯାନ ପାଇଁ ମୋଦି ଏହି ଗସ୍ତ କରିବେ।...

ଆତଙ୍କବାଦୀ ଶିବିରରେ ଚାଇନା ପିସ୍ତଲ-ଗ୍ରେନେଡ୍‌

ଶ୍ରୀନଗର,୨୧।୨: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେଶନ୍‌ ସମୟରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଜଙ୍ଗଲ ମଧ୍ୟରେ ଥିବା ଏକ ଆତଙ୍କବାଦୀ ଶିବିରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ସେଥିମଧ୍ୟରେ ୩ଟି ଏକେ-୫୬, ୨ ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri