Tag Archives: Home Middle

ଟ୍ରାକ୍ଟର ରାଲିରେ କିଏ ଦିଲ୍ଲୀ ଆସିବେ, ସେ ନିଷ୍ପତ୍ତି ନେବେ ପୋଲିସ

ନୂଆଦିଲ୍ଲୀ,୧୮।୧: ଅନ୍ନଦାତାଙ୍କ ପକ୍ଷରୁ ଜାନୁୟାରୀ ୨୬ରେ ହେବାକୁ ଥିବା ଟ୍ରାକ୍ଟର ରାଲିରେ କିଏ ଦିଲ୍ଲୀ ଆସିବେ ତାହାର ନିଷ୍ପତ୍ତି ପୋଲିସ ବିଭାଗ ନେବେ। ସୋମବାର ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ କହିଛନ୍ତି। ଟ୍ରାକ୍ଟର କରିବା ଲାଗି ଅନ୍ନଦାତାଙ୍କୁ...

ଖାଦ୍ୟ ମାନ ଯାଞ୍ଚ ବ୍ୟବସ୍ଥା ନାହିଁ

କେନ୍ଦ୍ରାପଡ଼ା ଅଫିସ,୧୮।୧: ରାଜ୍ୟର ବିଭିନ୍ନ ସ୍ଥାନରୁ ଧରପଗଡ଼ ପରେ ନକଲି ସାମଗ୍ରୀ କାରଖାନା ଠାବ ହେଉଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରୁ ଦୁଇବର୍ଷ ମଧ୍ୟରେ ନକଲି ମସଲାଗୁଣ୍ଡ କାରଖାନା ଓ ଦୁହୁରିଆଠାରେ ନକଲି ଜର୍ଦ୍ଦା କାରବାରର ପର୍ଦ୍ଦାଫାଶ ହୋଇଥିଲା।...

ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ, ୧୮।୧: ମହାମାରୀ କରୋନା ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଥିବାବେଳେ ସମସ୍ତଙ୍କ ଅପେକ୍ଷା ଥିଲା ଟିକାକୁ। ସଂକ୍ରମଣର ପ୍ରାୟ ବର୍ଷେ ପରେ ଆମେରିକା, ବ୍ରିଟେନ, ରୁଷିଆ, ଚାଇନା ସମେତ ବିଶ୍ୱର ବିଭିନ୍ନ ଦେଶକୁ ଭାକ୍ସିନ୍‌ ଆସିଛି। କୋଭିଡ୍‌ ମହାମାରୀ...

ଶ୍ରମ ଶକ୍ତିରେ ଅଧିକ ବୟସ୍କ

ନୂଆଦିଲ୍ଲୀ:  ବର୍ତ୍ତମାନ ସମୟରେ ବେକାରି ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏହି ସମୟରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ବେକାର ହୋଇ ରହିଥିବା ସବୁ ବର୍ଗର ଲୋକମାନଙ୍କ ମଧ୍ୟରେ ଯୁବପିଢିଙ୍କ ସଂଖ୍ୟା ଢେର ଅଧିକ ରହିଛି। କରୋନା...

ଆତଙ୍କବାଦ ପଥ ଛାଡ଼ି ଘର ବାହୁଡ଼ି ଆସନ୍ତୁ ଯୁବବର୍ଗ

ଶ୍ରୀନଗର,୧୭।୧: ଜମ୍ମୁ-କଶ୍ମୀରରେ ସ୍ଥିତିରେ ଧୀରେଧୀରେ ପରିବର୍ତ୍ତନ ଆସିବାରେ ଲାଗିଛି। ତେବେ ଏବେ ବି ଏଠାରେ ୨୧୭ ଆତଙ୍କବାଦୀ ଲୁଚି ରହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ। ପାକିସ୍ତାନ ବିଭିନ୍ନ ପ୍ରଲୋଭନ ଦେଖାଇ ଏଠାକାର ଯୁବବର୍ଗଙ୍କୁ ଆତଙ୍କବାଦୀ...

ପିଏମ୍‌ କେୟାର୍ସ ପାଣ୍ଠିର ହିସାବ ଦିଅ: ମୋଦିଙ୍କୁ ଚିଠି ଲେଖିଲେ ୧୦୦ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ନୂଆଦିଲ୍ଲୀ,୧୭।୧: ପିଏମ୍‌ କେୟାର୍ସ ପାଣ୍ଠିର ହିସାବ ମାଗିଛନ୍ତି ୧୦୦ ଜଣ ପ୍ରଶାସନିକ ଅଧିକାରୀ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଚିଠି ଲେଖିଛନ୍ତି। ପାଣ୍ଠିର ହିସାବରେ ସ୍ବଚ୍ଛତା ଉପରେ ସେମାନେ ପ୍ରଶ୍ନ କରିଛନ୍ତି। କରୋନା ମହାମାରୀ ପାଇଁ ୨୦୨୦ ମାର୍ଚ୍ଚରେ...

ଦ୍ୱିତୀୟ ଲହର ରୋକିବ ଟିକା

ନୂଆଦିଲ୍ଲୀ, ୧୭।୧: ଭାରତରେ କରୋନା ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଥିବାବେଳେ ଶନିବାର ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ବ୍ରିଟେନର ନୂଆ ଷ୍ଟ୍ରେନ୍‌କୁ ନେଇ ସାରା ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ସମସ୍ତେ ଟିକା ନେବା ଜରୁରୀ ଏବଂ ଏହା...

୧.୯ ଲକ୍ଷ ନେଲେ

ନୂଆଦିଲ୍ଲୀ, ୧୭।୧(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶରେ ବିଶ୍ୱର ସର୍ବବୃହତ୍‌ କୋଭିଡ୍‌ ଟିକାକରଣ ଅଭିଯାନ ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ପ୍ରାୟ ୩ ଲକ୍ଷ ଜଣଙ୍କୁ ଟିକା ଦେବା ପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ଅପରାହ୍ନ ୫ଟା ୩୦ ସୁଦ୍ଧା...

ହ୍ବାଟ୍ସଆପ୍‌ ୟୁଜରଙ୍କୁ ଆଶ୍ୱସ୍ତି; ମେ ୧୫ ଯାଏ ଲାଗୁ ହେବନି ପ୍ରିଭେସି ପଲିସି

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ର ନୂଆ ପ୍ରଭେସି ନୀତି ଏବଂ ସେବା ସଂକ୍ରାନ୍ତ ଅନ୍ୟ ନିୟମ ଚଳିତ ବର୍ଷ ମେ ମାସ ୧୫ ଯାଏ ଲାଗୁ ହେବ ନାହିଁ। କମ୍ପାନୀ ପକ୍ଷରୁ ଶନିବାର ଏ ନେଇ ଘୋଷଣା କରାଯାଇଛି। ପ୍ରିଭେସି ନିୟମ ସମ୍ପର୍କରେ...

ଘନ କୁହୁଡ଼ି: ବିମାନ ଉଡ଼ାଣ ବାତିଲ, ରେଳ ସେବା ବ୍ୟାହତ, ଏକ୍ସପ୍ରେସ୍‌ ଓ୍ବେରେ ୨୫ ଗାଡ଼ି ଦୁର୍ଘଟଣା

ନୂଆଦିଲ୍ଲୀ,୧୬।୧: ଘନ କୁହୁଡି ଯୋଗୁ ଦିଲ୍ଲୀ ଏନ୍‌ସିଆର୍‌ରେ ସଙ୍କଟ ସୃଷ୍ଟି ହୋଇଛି। ୨-୩ ମିଟର ଦୂରରୁ ଦେଖିବା ମଧ୍ୟ ସମ୍ଭବ ହେଉ ନାହିଁ। ସୁରକ୍ଷା ଦୃଷ୍ଟିରୁ କେତେକ ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ସେହିପରି ଟ୍ରେନ୍‌ ଚଳାଚଳ ମଧ୍ୟ ବ୍ୟାହତ...

୯୫ ପ୍ରତିଶତ ଡ୍ରାଇଭରଙ୍କୁ ଜଣା ନାହିଁ ଟ୍ରାଫିକ୍‌ ନିୟମ

ନୂଆଦିଲ୍ଲୀ,୧୬।୧: ଦେଶରେ ଘଟୁଥିବା ସଡ଼କ ଦୁର୍ଘଟଣା ପାଇଁ ଗାଡ଼ି ଡ୍ରାଇଭର ମୁଖ୍ୟତଃ ଦାୟୀ। ୯୫ ପ୍ରତିଶତ ଡ୍ରାଇଭରଙ୍କୁ ଟ୍ରାଫିକ୍‌ ନିୟମ ଜଣା ନାହିଁ। ପ୍ରଚଳିତ ୫୦ ପ୍ରତିଶତ ଟ୍ରାଫିକ୍‌ ନିୟମ ସମ୍ପର୍କରେ ଡ୍ରାଇଭରଙ୍କୁ ଅଜଣା। ଏକ୍ଷେତ୍ରରେ ଦିଲ୍ଲୀ ଏବଂ ବେଙ୍ଗାଲୁରୁର...

ନବୀନ ପୁଣି ନମ୍ବର ଓ୍ବାନ୍‌

ଭୁବନେଶ୍ୱର,୧୬।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ଓ୍ବାନ୍‌ ହୋଇଛନ୍ତି । ଦେଶର ସବୁଠୁ ଭଲ ଓ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ସି ଭୋଟର ଏବଂ ଏବିପି ଦେଶ୍‌କା ମୁଡ୍‌ ସର୍ଭେରୁ ଏହା ସ୍ପଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri