Tag Archives: Home Middle

ଅଧା ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ୍‌ ଆଶଙ୍କା

ନୂଆଦିଲ୍ଲୀ, ୨୪।୧୨: ବ୍ରିଟେନରୁ ଭାରତ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୨୨ ଜଣଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ଅଧା ଯାତ୍ରୀଙ୍କଠାରେ କୋଭିଡ୍‌-୧୯ର ନୂଆ ଷ୍ଟ୍ରେନ୍‌ ଥାଇପାରେ ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। କାରଣ ବ୍ରିଟେନରେ ପଜିଟିଭ୍‌ ଚିହ୍ନଟଙ୍କ...

ପିଏଜିଡି ୧୧୦, ଭାଜପା ୭୪

ଶ୍ରୀନଗର/ଜମ୍ମୁ, ୨୪।୧୨ (ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ଡିଡିସି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଫଳରେ ଭୋଟ ଦେବା ପାଇଁ ମତଦାତାଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ଦେଖାଯାଇଥିଲା। ସାମ୍ବିଧାନିକ ପରିବର୍ତ୍ତନକୁ ବିରୋଧ କରି...

ବଂଶୀକୁ ଲକ୍ଷ୍ୟଭେଦ କଲା ଏମ୍‌ଆର୍‌ଏସ୍‌ଏଏମ୍‌

ବାଲେଶ୍ୱର ଅଫିସ,୨୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରୁ ବୁଧବାର ଅପରାହ୍ନ ୩ଟା ୫୫ମିନିଟ୍‌ରେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। ଭାରତ-ଇସ୍ରାଏଲ ମିଳିତ ସହଯୋଗରେ ଏମ୍‌ଆର୍‌ଏସଏଏମ୍‌(ମିଡ଼ିୟମ୍‌ ରେଞ୍ଜ ସର୍‌ଫେସ ଟୁ ଏୟାର ମିଶାଇଲ)କୁ ୩ ନମ୍ବର ଲଞ୍ଚ...

ଭୁବନେଶ୍ୱରରେ ବ୍ରିଟେନ୍‌ ଫେରନ୍ତା

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ)- ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ଚିହ୍ନଟ ହୋଇଛନ୍ତି। ଚିହ୍ନଟ ବ୍ୟକ୍ତି ଜଣକ ଗତ ସପ୍ତାହରେ ବ୍ରିଟେନ୍‌ରୁ ଫେରିଛନ୍ତି। ବର୍ତ୍ତମାନ ତାଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟ୍ରେସ୍‌ କରାଯାଉଛି। ଚିହ୍ନଟ ବ୍ୟକ୍ତିଙ୍କ...

ଆଇପିଏସ୍‌ ଅଫିସର ସ୍ତରରେ ବଡଧରଣର ଅଦଳ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ)-ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୨୧ ଜଣ ଆଇପିଏସ୍‌ ଓ ଜଣେ ଓପିଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି । ଏ ନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ...

୧୬ ଲକ୍ଷ ୭୦ ହଜାର ଲୋକଙ୍କ ଜୀବନ ନେଇଛି ପ୍ରଦୂଷଣ

ନୂଆଦିଲ୍ଲୀ,୨୩।୧୨: ପ୍ରଦୂଷଣ ଯୋଗୁ ଭାରତରେ ୨୦୧୯ରେ ୧୬ ଲକ୍ଷ ୭୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଦେଶର ମୋଟ ମୃତ୍ୟୁ ସଂଖ୍ୟାର ଏହା ହେଉଛି ୧୮ ପ୍ରତିଶତ। ଏସମ୍ପର୍କରେ ଦ ଲାସେଣ୍ଟ୍‌ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ଉଲ୍ଲେଖ...

ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଆସନ୍ତା ସପ୍ତାହରେ ମଞ୍ଜୁରୀ ଦେଇପାରନ୍ତି ସରକାର

ନୂଆଦିଲ୍ଲୀ,୨୩।୧୨: କରୋନା ପ୍ରତିଷେଧକ ଟିକାକୁ ସାର୍ବଜନୀକ ଭାବେ ଦେବା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ସପ୍ତାହରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଭାରତୀୟ କେନ୍ଦ୍ରୀୟ ଔଷଧି ମାନକ ନିୟନ୍ତ୍ରଣ ସଂଗଠନ...

ଗ୍ୟାସ୍‌ ଲିକ୍‌: ୨ ଅଫିସର ମୃତ, ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ

ପ୍ରୟାଗରାଜ,୨୩।୧୨: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଫୁଲପୁର ଇଫ୍‌କୋ କାରଖାନାରୁ ଗ୍ୟାସ୍‌ ଲିକ୍‌ ଘଟଣାରେ ୨ ଜଣ ଅଫିସରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଖାନାରୁ ଏମୋନିଆ...

୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର: ଶ୍ରୀଜିଉଙ୍କ ଦର୍ଶନ କଲେ ସେବାୟତ ପରିବାର

ପୁରୀ ଅଫିସ, ୨୩।୧୨: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ଦୀର୍ଘ ୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର। ଆରମ୍ଭ ହେଲା ଭକ୍ତ-ଭଗବାନଙ୍କ ମିଳନ। ଭୋର ୪ଟା ୪୦ରେ ସିଂହଦ୍ୱାର ଫିଟାଯିବା ପରେ ଦର୍ଶନ ଆରମ୍ଭ ହୋଇଛି। ତେବେ ଆଜିଠୁ ୩ଦିନ...

ବ୍ରିଟେନ୍‌ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି

ନୂଆଦିଲ୍ଲୀ, ୨୩।୧୨: ଉତ୍ତରପଶ୍ଚିମ ୟୁରୋପରେ କରୋନା ଭୂତାଣୁର ଏକ ନୂଆ ରୂପ ବ୍ୟାପିବା ଫଳରେ ନିକଟରେ ବ୍ରିଟେନ ଯାତ୍ରା କରିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି। କୋଭିଡ୍‌ର ଏହି ନୂଆ...

ନେପାଳରେ ଅନିଶ୍ଚିତତା

କାଠମାଣ୍ଡୁ, ୨୩।୧୨: ବିବାଦୀୟ ଘଟଣାକ୍ରମରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ହଠାତ୍‌ ପାର୍ଲାମେଣ୍ଟ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବା ପରେ ଦେଶରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି। ନେପାଳ ସମ୍ବିଧାନରେ ପ୍ରଧାନମନ୍ତ୍ରୀ ଏକତରଫା ଭାବେ ପାର୍ଲାମେଣ୍ଟ...

ବ୍ରିଟେନରୁ ଫେରିଥିବା ୫ ଯାତ୍ରୀ କରୋନା ପଜିଟିଭ୍‌: ଦିଲ୍ଲୀରେ ଆତଙ୍କ

ନୂଆଦିଲ୍ଲୀ,୨୨।୧୨: ବ୍ରିଟେନରୁ ଭାରତ ଫେରିଥିବା ୫ ଯାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ବ୍ରିଟେନ୍‌ରୁ ନୂଆଦିଲ୍ଲୀର ବିମାନବନ୍ଦରରେ ଆସି ପହଞ୍ଚିଥିବା ୨୬୬ ଯାତ୍ରୀଙ୍କର ନମୁନା ଯାଞ୍ଚ୍‌ କରାଯାଇଥିଲା। ଅଧିକ ପରୀକ୍ଷା ପାଇଁ ସମ୍ପୃକ୍ତ ୫ ଜଣଙ୍କ ନମୁନାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri