Tag Archives: Home Middle

କାସ୍ପିଆନ୍‌ ସାଗର କୂଳରେ ୨୭୨ ସିଲ୍‌ ମୃତ ଦେହ: ଚିନ୍ତାରେ ପରିବେଶ ବିଜ୍ଞାନୀ

ମସ୍କୋ,୧୪।୧୨: ରୁଷ୍‌ର କାସ୍ପିଆନ୍‌ ସାଗର କୂଳରେ ୨୭୨ ସିଲ୍‌ଙ୍କ ମୃତ ଦେହ ପଡ଼ି ରହିଛି। କିଭଳି ଏତେ ସଂଖ୍ୟକ ସିଲ୍‌ଙ୍କ ମୃତ୍ୟୁ ଘଟିଲା ସେ ନେଇ ପରିବେଶ ବିଜ୍ଞାନୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଚାରିପଟୁ ସ୍ଥଳଭାଗ ଦ୍ୱାରା ପରିବେଷ୍ଟିତ ହୋଇଥିବା...

ଉତ୍ତରପ୍ରଦେଶ-କେରଳକୁ ମିଳିବ ଅଧିକ କରୋନା ଟିକା

ନୂଆଦିଲ୍ଲୀ,୧୪।୧୨: ଭାରତରେ ଖୁବ୍‌ ଶୀଘ୍ର କରୋନା ପ୍ରତିଷେଧକ ଟିକାଦାନ ସାର୍ବଜନୀକ ଭାବେ ଆରମ୍ଭ କରାଯିବ। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଉତ୍ତରପ୍ରଦେଶ ଏବଂ କେରଳକୁ ଅଧିକ କରୋନା ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ନର୍ସ ଏବଂ ଅନ୍ୟ...

ଚାଇନା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌: ଗୁପ୍ତଚରୀ କରୁଛନ୍ତି ୨୦ ଲକ୍ଷ ସିସିପି ସଦସ୍ୟ

ଓ୍ବାଶିଂଟନ,୧୪।୧୨: ପୃଥିବୀର ବିଭିନ୍ନ ଦେଶର ଗୁପ୍ତ ତଥ୍ୟ ଚୋରି କରିବା ଲାଗି ଚାଇନା ରଚିଥିବା ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ସମ୍ପ୍ରତି ବିଭିନ୍ନ ଦେଶର ଭିନ୍ନ ଭିନ୍ନ କମ୍ପାନୀରେ ଚାଇନା କମ୍ୟୁନିଷ୍ଟ୍‌ ପାର୍ଟି(ସିସିପି) ସଦସ୍ୟମାନେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ସେମାନେ...

କୃଷକଙ୍କ ଦାବି: ମୋଦି ଆମ କଥା ଶୁଣନ୍ତୁ

ନୂଆଦିଲ୍ଲୀ,୧୪।୧୨: ନୂଆ କୃଷି ଆଇନକୁ ବିରୋଧ କରି ଗତ ୧୯ ଦିନ ହେଲା ଦିଲ୍ଲୀରେ କୃଷକ ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀର ବିଭିନ୍ନ ସୀମାରେ ଡେରା ପକାଇଥିବା ଲକ୍ଷଲକ୍ଷ କୃଷକ ଆଜି ସିଂଘୁ ସୀମାରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା...

ଉପବାସରେ ଅନ୍ନଦାତା

ନୂଆଦିଲ୍ଲୀ,୧୪ ।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସୀମାରେ ବିରୋଧ ପ୍ରଦର୍ଶନ କରି ଆସୁଥିବା କୃଷକ ସୋମବାର ଉପବାସ ରହି ଧାରଣାରେ ବସିଛନ୍ତି । କେନ୍ଦ୍ର ସରକାରଙ୍କ ସହ କଥା ହୋଇଥିଲେ ମଧ୍ୟ ଏହାର କୌଣସି...

ଦୁର୍ଘଟଣାରେ ଜଳିଗଲା କାର, ବାଇକ: ଚାଲିଗଲା ବାଇକ ଚାଳକଙ୍କ ଜୀବନ

ରଘୁନାଥପୁର,୧୩ା୧୨(ଡି.ଏନ୍‌.ଏ.)-ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା କଟକ ପାରାଦୀପ ରାସ୍ତାର ଗୋପାଳପୁରଠାରେ ରବିବାର ଏକ କାର ଓ ବାଇକ୍‌ ମୁହଁାମୁହିଁ ଧକ୍କା ହୋଇ ସମ୍ପୂର୍ଣ୍ଣ ଜଳି ଯାଇଛି। ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୃଷ୍ଣାନନ୍ଦପୁର ପଞ୍ଚାୟତ ମନୁମହଲାର...

ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍‌ : ୧୯ରୁ ଊର୍ଦ୍ଧ୍ୱ ଗୁରୁତର

ଭବାନୀପାଟଣା/କୋକସରା,୧୩।୧୨(ସ୍ବ.ପ୍ର./ଡି.ଏନ୍‌.ଏ.)-ଛତିଶଗଡ଼ ଦେଭୋଗରୁ ହାଇଦ୍ରାବାଦକୁ ଯାଉଥିବା ଗୁପ୍ତା ନାମକ ଘରୋଇ ବସ୍‌ (ନଂ.ସିଜି୧୭ଏଫ୍‌-୮୭୧୯) ରବିବାର ସନ୍ଧ୍ୟାରେ କଳାହାଣ୍ଡି ଜିଲା ଆମପାଣି ଥାନା ବଡକେନ୍ଦୁଗୁଡାଠାରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ ବସିଥିବା ୫୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୯ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର...

ମୋଦିଙ୍କୁ କମଲ ହାସନଙ୍କ ପ୍ରଶ୍ନ: ଅଧା ଜନସଂଖ୍ୟା ଭୋକିଲା ଥିବାବେଳେ ନୂଆ ସଂସଦ ଭବନ ପାଇଁ ଖର୍ଚ୍ଚ କରାଯିବା କେତେ ଦୂର ଯୁକ୍ତିଯୁକ୍ତ

ଚେନ୍ନାଇ,୧୩।୧୨: ନୂଆ ସଂସଦ ଭବନ ନିର୍ମାଣ ନେଇ ଦକ୍ଷିଣ ଫିଲ୍ମ ଅଭିନେତା କମଲ ହାସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, କରୋନା ମହାମାରୀ ସଙ୍କଟ ସମୟରେ ଦେଶର ଅଧା ଜନସଂଖ୍ୟା ଭୋକିଲା ଥିବାବେଳେ ନୂଆ...

ପଶ୍ଚିମବଙ୍ଗ ବିଜୟ ଲକ୍ଷ୍ୟ: ରାଜନୈତିକ ଦଳ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି

କୋଲକାତା,୧୩।୧୨: ପଶ୍ଚିମବଙ୍ଗ ରାଜନୀତିରେ ଗତ ୫୦ ବର୍ଷ ଧରି ରାଜନୈତିକ ହିଂସା ଜଡ଼ିତ ହୋଇ ରହିଛି। ଏହି ଧାରା ଏବେ ମଧ୍ୟ ଜାରି ରହିଛି। ଏହାଦ୍ୱାରା ରାଜ୍ୟର ସାଧାରଣ ଲୋକଙ୍କର ଅଧିକ କ୍ଷତି ହେଉଛି। ଗତ ଗୁରୁବାର ଭାଜପା ରାଷ୍ଟ୍ରୀୟ...

ରାଜସ୍ଥାନ ଅନ୍ନଦାତା ଦିଲ୍ଲୀ ମୁହାଁ: ମୁକାବିଲା ପାଇଁ ହରିୟାଣା ସୀମାରେ ବଜ୍ର ବାହନ-୩ କମ୍ପାନୀ ଫୋର୍ସ

ନୂଆଦିଲ୍ଲୀ,୧୩।୧୨: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି। ଇତିମଧ୍ୟରେ ରାଜସ୍ଥାନର ଚାଷୀ ସଂଗଠନ ଜୟପୁରରୁ ଦିଲ୍ଲୀ ହୋଇଛନ୍ତି। ସେମାନଙ୍କୁ ଅଟକାଇବା ପାଇଁ ହରିୟାଣା ସୀମାରେ ବଜ୍ର ବାହନ ସହିତ ୩ କମ୍ପାନୀ ଫୋର୍ସଙ୍କୁ ମୁତୟନ କରାଯାଇଛି।...

ସେନା ବାହିନୀଙ୍କୁ ୧୫ ଦିନ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ୍‌ ରଖିବାକୁ ପରାମର୍ଶ

ନୂଆଦିଲ୍ଲୀ,୧୩।୧୨: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ସେହିପରି ଏଲ୍‌ଓସିରେ ମଧ୍ୟ ପାକିସ୍ତାନ ସହିତ ସ୍ଥିତି ସମ୍ବେଦନଶୀଳ ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସେନା ବାହିନୀଙ୍କୁ ୧୫ ଦିନ ଯୁଦ୍ଧ ପାଇଁ ଆବଶ୍ୟକ...

ଭାଙ୍ଗିଲା ବହୁବର୍ଷର ପରମ୍ପରା: ଏଥର ହେବନି ବରଗଡ଼ ଧନୁଯାତ୍ରା

ବରଗଡ଼ ଅଫିସ,୧୩।୧୨: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଆସନ୍ତା ୨୦୨୧ ମସିହା ଜାନୁଆରୀ ୧୮ତାରିଖରୁ ୭୨ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ହେବାକୁ ଥିଲା। ତେବେ ମହାମାରୀ କରୋନା(କୋଭିଡ-୧୯) ସଂକ୍ରମଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri