Tag Archives: Home Middle

ଫାଇଜର ଟିକାର ପାର୍ଶ୍ୱପ୍ରତିକ୍ରିୟା: ଆଲର୍ଜି ଥିବା ଲୋକେ ନ ନେବାକୁ ସତର୍କ ସୂଚନା ଜାରି

ଲଣ୍ଡନ,୧୦।୧୨: ବ୍ରିଟେନରେ ମଙ୍ଗଳବାରଠାରୁ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା ସାର୍ବଜନୀକ ଭାବେ ଦିଆଯିବା ଆରମ୍ଭ ହୋଇଛି। ତେବେ ଟିକା ନେବା ପରେ ୨ଜଣଙ୍କଠାରେ ଆଲର୍ଜି ସମସ୍ୟା ଦେଖାଦେଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଖରାପ...

୨୮୫୮ କୋଟିର ଋଣ କରିବ ଓଡ଼ିଶା

ନୂଆଦିଲ୍ଲୀ: କରୋନା ପରେ ରାଜସ୍ବ ସଂଗ୍ରହ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ପକ୍ଷରୁ ମିଳୁଥିବା ଜିଏସ୍‌ଟି କ୍ଷତିପୂରଣ ପାଣ୍ଠି ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି। ଏହାକୁ ବିଚାର କରି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ବଜାରରୁ ଋଣ ଉଠାଇବା ଲାଗି ଅନୁମତି ଦେଇଛନ୍ତି।...

ପଲିଥିନ ବ୍ୟାନ୍‌ ପ୍ରହସନ

ଅନୁଗୋଳ ଅଫିସ, ୧୦।୧୨: ଅନୁଗୋଳ ସହରକୁ ପଲିଥିନ ମୁକ୍ତ କରିବାକୁ ଗତବର୍ଷ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ଅକ୍ଟୋବର ୨ରୁ ଏହି ନିୟମକୁ ସହରରେ ଲାଗୁ କରାଯାଇଥିଲା। ବେଆଇନ କାରବାର ହେଲେ ଦୋକାନୀଙ୍କ ଉପରେ ଚଢ଼ାଉ ସହ ଜରିମାନା...

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ : ୧୨ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର,୯ା୧୨(ବ୍ୟୁରୋ)-କେନ୍ଦ୍ରରେ ଭାଜପା ପରିଚାଳିତ ଏନଡିଏ ସରକାର କାର୍ଯ୍ୟକାରୀ କରିଥିବା ନୂତନ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଚାଷୀ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । ଏହି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଚାଷୀମାନେ ଅଡି ବସିଛନ୍ତି। ବହୁ...

୧୪ରେ ଦେଶବ୍ୟାପୀ ତୀବ୍ର ହେବ ଆନ୍ଦୋଳନ: କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୯ା୧୨-କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ବିବାଦୀୟ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରା ନ ଗଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ବୁଧବାର କୃଷକ ସଙ୍ଗଠନଗୁଡ଼ିକ ରୋକ୍‌ଠୋକ୍‌ ଶୁଣାଇଛନ୍ତି।...

ପ୍ରଧାନମନ୍ତ୍ରୀଙ୍କ ଉଡ଼ାଣ ସମ୍ପର୍କିତ ସୂଚନା ଆର୍‌ଟିଆଇରେ ଦିଆଯାଇ ପାରିବ ନାହିଁ: ଭାରତୀୟ ବାୟୁସେନା

ନୂଆଦିଲ୍ଲୀ,୯।୧୨: ପ୍ରଧାନମନ୍ତ୍ରୀଙ୍କ ଉଡ଼ାଣ ସମ୍ପର୍କିତ ତଥ୍ୟ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନ୍ତର୍ଗତ ପ୍ରଦାନ କରାଯାଇ ପାରିବ ନାହିଁ। ଏସମ୍ପର୍କରେ ଭାରତୀୟ ବାୟୁସେନା ପକ୍ଷରୁ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏଭଳି କରାଯାଇ...

ସରକାରଙ୍କ ୫ ସଂଶୋଧନ ପ୍ରସ୍ତାବ: ଆଇନ ହଟାଇବାକୁ ଜିଦ୍‌ରେ ଅଟଳ ରହିଲେ ଅନ୍ନଦାତା

ନୂଆଦିଲ୍ଲୀ,୯।୧୨: କୃଷି ଆଇନକୁ ନେଇ ଦେଶବ୍ୟାପି ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ୫ ସଂଶୋଧନ ପ୍ରସ୍ତାବ ସମ୍ପର୍କିତ ଚିଠି ଚାଷୀ ସଂଗଠନଗୁଡ଼ିକୁ ବୁଧବାର ପଠାଯାଇଛି। ତେବେ ଅନ୍ନଦାତା ଏହାକୁ ଗ୍ରହଣ କରିବାକୁ ମନା କରିବା ସହିତ...

କରୋନା ଆକ୍ରାନ୍ତଙ୍କ ଘରକାନ୍ଥରେ ଲାଗିବନି ସୂଚନା ପୋଷ୍ଟର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୯।୧୨: ଏଣିକି କୌଣସି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଘରକାନ୍ଥରେ ସୂଚନା ପୋଷ୍ଟର ଲଗାଯିବ ନାହିଁ। ଏସମ୍ପର୍କରେ ବୁଧବାର ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏଭଳି କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ବିଭାଜନ ହେଉଥିବା କୋର୍ଟ କହିଛନ୍ତି। କେତେକ ଆକ୍ରାନ୍ତଙ୍କୁ...

କରୋନା ଟିକା ପ୍ରସ୍ତୁତିରେ ଭାରତକୁ ସହଯୋଗ: ହାଇଦ୍ରାବାଦରେ ୬୪ ବିଦେଶୀ ପ୍ରତିନିଧି

ହାଇଦ୍ରାବାଦ,୯।୧୨: ଭାରତରେ ପ୍ରସ୍ତୁତ କରାଯାଉଥିବା କରୋନା ଟିକା ପ୍ରସ୍ତୁତିରେ ଭାରତକୁ ସହଯୋଗ କରିବା ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଏହି ମର୍ମରେ ୬୪ ବିଦେଶୀ ପ୍ରତିନିଧି ବୁଧବାର ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ପ୍ରତିନିଧିମାନେ ବାୟୋଟେକ୍‌...

ଟିକନରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୯।୧୨: ଜମ୍ମୁ-କଶ୍ମୀରରେ ଗୁରୁବାର ଭୋର୍‌ ୫ଟା ସମୟରେ ସମୟରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଛି। ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାର ଟିକନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ...

ଚାଷୀଙ୍କୁ ବିପୁଳ ସମର୍ଥନ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ଏବଂ ରାଜନୈତିକ ଦଳ ତରଫରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ଦେଶବ୍ୟାପୀ ବିପୁଳ ସମର୍ଥନ ମିଳିଛି। ଓଡ଼ିଶାରେ...

ଆସନ୍ତା କାଲି ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର, ୮ା୧୨(ବ୍ୟୁରୋ)- ବୁଧବାର ଅପରାହ୍ନ ୫ଟା ୪୫ ମିନିଟ୍‌ରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଲାଗିବ ମୋହର। ତେବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri