Tag Archives: Home Middle

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ: ଆଜି ୩୯୩ ପଜିଟିଭ୍‌ ଚିହ୍ନଟ, ୬ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ୩୯୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୧୯୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ...

ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ: ଡାକ୍ତର-ଶିକ୍ଷକ-ବୟସ୍କଙ୍କୁ ପ୍ରଥମେ

ମସ୍କୋ, ୬।୧୨: କରୋନା ଲଢ଼େଇରେ ପ୍ରଥମ ଦେଶଭାବେ ରୁଷ୍‌ରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ଡାକ୍ତର,ଶିକ୍ଷକ ଏବଂ ବୟସ୍କଙ୍କୁ ଏହି ଟିକା ଦିଆଯାଉଛି। ପରବର୍ତ୍ତୀ ସମୟରେ ଅନ୍ୟ ଲୋକଙ୍କୁ ଏହା...

୨୪ ଘଣ୍ଟାରେ ୧୩ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ: ୩୦ ହଜାର ଜରିମାନା ଆଦାୟ

ଦେବଗଡ, ୬।୧୨(ଡ଼ି.ଏନ୍‌.ଏ.)- କୋଭିଡ଼୍‌-୧୯ ନିୟମକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ପ୍ରତିହତ ପାଇଁ ଦେବଗଡ ଆରକ୍ଷୀ ଅଧିକ୍ଷକ ମନୋଜ ମହାନ୍ତଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ରାଜପଥ ତଥା ଅନ୍ୟ ରାସ୍ତାରେ ଯାନବାହାନକୁ କଡାକଡି ଯାଞ୍ଚ କରାଯାଊଛି। ଗତ ୨୪ ଘଣ୍ଟ...

ରାଜ୍ୟରେ କରୋନା ଦ୍ୱିତୀୟ ଲହରି ଆଶଙ୍କା ନାହିଁ

ଭୁବନେଶ୍ୱର, ୫।୧୨(ବ୍ୟୁରୋ)-କରୋନାର ଦ୍ୱିତୀୟ ଲହରି ଆଶଙ୍କା ଓଡ଼ିଶାରେ ନାହିଁ। ଡିସେମ୍ବର ମାସରେ କରୋନାର ଦ୍ୱିତୀୟ ଲହରି ଆସିବ ବୋଲି ଆଶଙ୍କା କରାଯାଉଥିଲା। ତାହା ଆଉ ଆସି ନ ପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ବୈଷୟିକ କମିଟି ମୁଖପାତ୍ର ତଥା ଏସ୍‌ସିବି...

କରୋନାକୁ ଆଉ ନାହିଁ ଭୟ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା, ୫।୧୨: ଏବେ ପୃଥିବୀ କରୋନା ମହାମାରୀ କବଳରୁ ମୁକ୍ତି ପାଇବାର ସମୟ ପାଖେଇ ଆସୁଛି। ଆଉ କରୋନାକୁ ଭୟ କରିବା ଅନାବଶ୍ୟକ। କରୋନାରୁ ମୁକ୍ତି ସ୍ବପ୍ନ ଖୁବ୍‌ ଶୀଘ୍ର ସତ୍ୟରେ ପରିଣତ ହେବାକୁ ଯାଉଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ...

ରାଜ୍ୟରେ ପୁଣି ୪୦୯ କରୋନା ପଜିଟିଭ୍‌ ଚିହ୍ନଟ, ୫ ମୃତ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ରାଜ୍ୟରେ ଶନିବାର ୪୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୭୫ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ...

୧୬୦ କୋଟି କରୋନା ଟିକା କିଣିବା ପାଇଁ ଭାରତର ଯୋଜନା

ନୂଆଦିଲ୍ଲୀ,୫।୧୨: ଭାରତ ୧୬୦ କୋଟି କରୋନା ଟିକା କିଣିବା ପାଇଁ ଯୋଜନା କରିଛି। ପୃଥିବୀର ବିଭିନ୍ନ ଦେଶର ବିଶେଷଜ୍ଞମାନଙ୍କ ପକ୍ଷରୁ କରାଯାଇଥିବା ବିଶ୍ଳେଷଣ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଦେଶର ୬୦ ପ୍ରତିଶତ ଲୋକଙ୍କୁ କରୋନା ଟିକା ଦିଆଯିବ। ଏହାଦ୍ୱାରା...

ମଧ୍ୟପ୍ରାଚ୍ୟକୁ ଟପୁଛି ଆଫ୍ରିକା

ଲଣ୍ଡନ,୫ା୧୨: ସହେଲ ଅଞ୍ଚଳରେ ସ୍ଥିରତା ଆଣିବା ପାଇଁ ଜାତିସଂଘର ୧୫,୦୦୦ ବହୁରାଷ୍ଟ୍ରୀୟ ସୈନ୍ୟଙ୍କ ନେତୃତ୍ୱ ନେଉଛି ଫ୍ରାନ୍ସ। ଅପରେଶନ ନ୍ୟୁକମ୍ବେ ନାମରେ ଚାଲିଥିବା ଏହି ୩ ବର୍ଷିଆ ମିଶନରେ ବ୍ରିଟେନର ୩୦୦ ସୈନ୍ୟ ସାମିଲ ହୋଇଛନ୍ତି। ମାଲି ହେଉଛି ଅନେକ...

ରାଜ୍ୟରେ ସୁସ୍ଥ ହେଲେ ୬୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪ା୧୨(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୬୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୭୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୫୪, ବାଲେଶ୍ୱରରୁ ୫୩, ଖୋର୍ଦ୍ଧାରୁ ୫୦, କଟକରୁ ୪୮, ଅନୁଗାଳରୁ ୪୦, ବଲାଙ୍ଗୀରରୁ ୪୦, କଳାହାଣ୍ଡିରୁ ୩୨,...

ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା: ନାମ ଯୋଡ଼ିବା, କାଟିବା, ସଂଶୋଧନ ପାଇଁ କରନ୍ତୁ ଏଭଳି

ଭୁବନେଶ୍ୱର,୪।୧୨(ବ୍ୟୁରୋ): ୨୦୨୧ ପାଇଁ ନୂଆ ଭୋଟର ତାଲିକା ଜାନୁଆରୀ ୧୫ରେ ପ୍ରକାଶ ପାଇବ। ଏନେଇ ଶୁକ୍ରବାର ଖବରଦାତା ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନାମ ସଂଶୋଧନ ଅଥବା ଯୋଡ଼ିବା ନିମନ୍ତେ...

ଆଜି ରାଜ୍ୟରେ ୩୭୭ କରୋନା ଆକ୍ରାନ୍ତ ଚିହ୍ନଟ, ୫ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୪ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ୩୭୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୩୯୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ...

ଜେଲ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର, ୩ା୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୁରୁବାର ସନ୍ଧ୍ୟାରେ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ସାଇବର ପୋଲିସ ଷ୍ଟେଶନ କେସ୍‌ ନଂ. ୨୬/୨୦୨୦(ଆଇପିସି ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି) ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri