Tag Archives: Home Middle

ମହାନଦୀ ଜଳ ବିବାଦ ମାମଲା: ଡିସେମ୍ବର ୫ରେ ହେବ ଶୁଣାଣି

ଭୁବନେଶ୍ୱର,୭ା୧୧: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ହୋଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୫ରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି। ଆଜିର ଏହି ଶୁଣାଣିରେ ଓଡ଼ିଶା ୨ଟି ଦାବି ରଖିଥିଲା। ଅଣମୌସୁମୀରେ ହୀରାକୁଦକୁ...

ଏଲ୍‌ଓସି-ଏଲ୍‌ଏସି ଉପରେ ମହାକାଶରୁ ରହିବ କଡ଼ା ନଜର

ହାଇଦ୍ରାବାଦ୍‌,୭।୧୧: ଏଲ୍‌ଓସି ଏବଂ ଏଲ୍‌ଏସିରେ ଶତ୍ରୁ ଉପରେ ମହାକାଶରୁ କଡ଼ା ନଜର ରଖିବା ଲାଗି ଇସ୍ରୋ ପକ୍ଷରୁ ଉପଗ୍ରହ ପ୍ରେରଣ କରାଯାଇଛି। କୁ ସକ୍ଷମ ହେବ। ଶନିବାର ଅପରାହ୍ନ ୩ଟା ୧୨ରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ...

ମାଟ୍ରିକ ପରୀକ୍ଷା ଫର୍ମପୂରଣ ସ୍ଥଗିତ

ଭୁବନେଶ୍ୱର, ୭।୧୧(ବ୍ୟୁରୋ) ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫର୍ମ ପୂରଣ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପରେ ପ୍ରକାଶ ପାଇବ ବୋଲି ଜଣାଯାଇଛି...

କରୋନା ମହାମାରୀ ସଙ୍କଟ ପରେ ବୈଷୟିକ ଜ୍ଞାନକୌଶଳର ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୭।୧୧: କରୋନା ମହାମାରୀ ସଙ୍କଟ ପରେ ବୈଷୟିକ ଜ୍ଞାନକୌଶଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି)ର ୫୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। କରୋନା ମହାମାରୀ ପୃଥିବୀରେ ବଡ଼...

ଚାଇନାର ଠକାମୀ ପଡ଼ିଲା ଧରା: ୪ ବନ୍ଧୁଦେଶଙ୍କୁ ବିକ୍ରି କରିଛି ନକଲି ଅସ୍ତ୍ରଶସ୍ତ୍ର

ବେଜିଂ,୭।୧୧: ଚାଇନାକୁ ବିଶ୍ୱାସ କରିଥିବା ଦେଶ ଏବେ ପଶ୍ଚାତାପ କରୁଛନ୍ତି। ବନ୍ଧୁ ବୋଲି କହି ଚାଇନା ସେମାନଙ୍କୁ ଠକି ଦେଇଛି। ୪ଟି ବନ୍ଧୁଦେଶକୁ ଚାଇନା ନକଲି ଅସ୍ତ୍ରଶସ୍ତ୍ର ବିକ୍ରି କରିଛି। ଏବେ ଏହି ଘଟଣା ଧରା ପଡ଼ିଛି। ବାଂଲାଦେଶ, ନେପାଳ,...

ରାଜ୍ୟରେ ପୁଣି ୧୩୭୨ ପଜିଟିଭ୍‌ ଚିହ୍ନଟ: ୩ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି। କିଛି ଦିନ ହେବ କରୋନା ଗ୍ରାଫ୍‌ ତଳକୁ ଖସୁଥିବା ବେଳେ ତାହା ବି ସନ୍ତୋଷଜନକ ନୁହେଁ। ଶନିବାର ରାଜ୍ୟରେ ପୁଣି ୧୩୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ...

ମାନକୋଟ୍‌ରେ ଅସ୍ତ୍ରବିରତି ଉଲ୍ଲଂଘନ: ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ୍‌ରୁ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୭।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ଏଠାରେ ପାକିସ୍ତାନ ପକ୍ଷରୁ ଜାଣିଶୁଣି ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଉଛି। ଶନିବାର ଭୋର ୨ଟା ୩୦ରେ ପୁଞ୍ଚ୍‌ ଜିଲାର ମାନକୋଟ୍‌ ସେକ୍ଟରରେ ପାକିସ୍ତାନୀ ଫରଓ୍ବାର୍ଡ...

ଉପଗ୍ରହ ଇଓଏସ୍‌-୦୧ ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ

ହାଇଦ୍ରାବାଦ୍‌,୭।୧୧: ଇସ୍ରୋ ପକ୍ଷରୁ ଇଓଏସ୍‌-୦୧ ଉପଗ୍ରହକୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟରରୁ ମହାକାଶକୁ ଶନିବାର ଅପରାହ୍ନ ୩ଟା ୨ରେ ପ୍ରେରଣ କରାଯିବ। ଏନେଇ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି। ପିଏସ୍‌ଏଲ୍‌ଭି-ସି୪୯ ରକେଟ ଦ୍ୱାରା ଏହାକୁ ମହାକାଶକୁ ପଠାଯିବ। ଏହା ସହିତ...

ବିହାର ବିଧାନସଭାର ୭୮ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ପାଟନା,୭ ।୧୧: ବିହାର ବିଧାନସଭାର ୭୮ ଆସନ ପାଇଁ ତୃତୀୟ ବା ଚୁଡାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି । ୧୬ ଜିଲାରେ ହେଉଥିବା ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି । ଏଥର ପାଖାପାଖି...

ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

ଭୁବନେଶ୍ୱର,୬।୧୧(ବ୍ୟୁରୋ)-କରୋନା ମହାମାରୀର ଦିତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ବର୍ଷ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।...

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର,୬।୧୧(ବ୍ୟୁରୋ)-ଚଳିତ ବର୍ଷର ଓଜେଇଇ ରେଜଲ୍ଟ ଶୁକ୍ରବାର ପ୍ରକାଶ ପାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଓଜେଇଇ ରେଜଲ୍ଡ ପ୍ରକାଶିତ ହୋଇଛି। ପରୀକ୍ଷା ଦେଇଥିବା ୪୯,୨୬୭ ଜଣ ଛାତ୍ରଙ୍କୁ ମିଳିଛି ୟେଲୋ ରାଙ୍କ। ଶୋଭିତ ପଟଲେ ବି.ଟେକ...

କରୋନା ମୃତ୍ୟୁସଂଖ୍ୟା ପୁଣି ଉପରମୁହାଁ: ଆଜି ନେଲା ଆଉ ୧୫ ଜୀବନ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୫ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩୯୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସର୍ବାଧିକ ଖୋର୍ଦ୍ଧା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri