Tag Archives: Home Middle

CORONAVIRUS UPDATE: ରାଜ୍ୟରେ ୧୬୩୩ ନୂଆ ପଜିଟିଭ୍‌ ଚିହ୍ନଟ, କମୁଛି ସଂଖ୍ୟା

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ରାଜ୍ୟରେ ରବିବାର ୧୬୩୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮୧୨୧୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ...

ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ: ମୋଦି

ନୂଆଦିଲ୍ଲୀ, ୨୫।୧୦: ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ। ଅସତ୍ୟ ଉପରେ ସତ୍ୟର ବିଜୟ ନେଇ ଏହା ଶିକ୍ଷା ଦେଇଥାଏ। ପାର୍ବଣରେ ଲୋକେ ସ୍ବଦେଶୀ ସାମଗ୍ରୀ କିଣିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୭୦ତମ ମନ୍‌...

ଶସ୍ତ୍ର ପୂଜନ କଲେ ରାଜନାଥ: ଦେଶର ପ୍ରତି ଇଞ୍ଚ ଜମିର ସୁରକ୍ଷା କରିବାକୁ ସେନା ପ୍ରସ୍ତୁତ

ଦାର୍ଜିଲିଂ, ୨୫।୧୦: ବିଜୟା ଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଶସ୍ତ୍ର ପୂଜନ କରିଛନ୍ତି। ପଶ୍ଚିମବଙ୍ଗର ଦାର୍ଜିଲିଂର ଥିବା ସୁକନା ଯୁଦ୍ଧ ସ୍ମାରକୀଠାରେ ସେ ସେନା ପକ୍ଷରୁ ଆୟୋଜିତ ପୂଜନ କାର୍ଯ୍ୟରେ ଯୋଗାଦେଇଛନ୍ତି। ଏହି ଅବସରରେ ସେ...

ଜଳ ନଷ୍ଟକଲେ ୫ ବର୍ଷ ଜେଲ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଦିନକୁ ଦିନ ଜଳର ଅପବ୍ୟବହାର ଏବଂ ଅଯଥା ଅପଚୟ ବଢ଼ିଚାଲିିଛି। ବର୍ଷା ଅଭାବରୁ ଦେଶ ତଥା ରାଜ୍ୟର ଅନେକ ଭାଗରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଆସନ୍ତା ୨୦୫୦ ବେଳକୁ ସମଗ୍ର ଦେଶରେ ଜଳ ସଙ୍କଟ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୬୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୪୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୮୧, ସୁନ୍ଦରଗଡରୁ ୨୨୮, ମୟୂରଭଞ୍ଜରୁ ୧୯୯, ଅନୁଗୋଳରୁ ୧୪୫, ବାଲେଶ୍ୱରରୁ ୧୦୬, ପୁରୀରୁ ୮୬, ସୋନପୁରରୁ ୮୫,...

ଗୋଟିଏ ପରିବାରର ୬ ଭଉଣୀ ବୈଜ୍ଞାନିକ, ବିଦେଶରେ ୪ ଜଣ ଭାରତକୁ ଦେଇଛନ୍ତି ଗୌରବ

ବର୍ତ୍ତମାନ ସମୟରେ ଝିଅମାନେ ପୁଅମାନଙ୍କଠାରୁ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଗୋଟିଏ ପରିବାରର ୬ ଭଉଣୀ। ଜାଣି ଆଶ୍ଚର୍ଯ୍ୟ ହେବେ ଉକ୍ତ ପରିବାରର ଜଣେ କି ଦୁଇଜଣ ନୁହନ୍ତି, ୬ ଝିଅ ହେଉଛନ୍ତି ବୈଜ୍ଞାନିକ।...

ଏଲ୍‌ଓସିରେ ପାକିସ୍ତାନୀ କ୍ୱାଡ଼କୋପ୍ଟର: ଗୁଳି କରି ଖସାଇଲେ ଭାରତୀୟ ଯବାନ

ଶ୍ରୀନଗର, ୨୪।୧୦: ଏଲ୍‌ଓସିରେ ପାକିସ୍ତାନ ପକ୍ଷରୁ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରାଯାଉଛି। ଏଭଳି ସ୍ଥିତିରେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ସୀମାରେ ଆତଙ୍କାବାଦୀ ନିକଟରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ପାଇଁ ପାକିସ୍ତାନ ସୈନ୍ୟ ବାହିନୀ ପକ୍ଷରୁ...

ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ୧୨୨୯ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟରେ ଖସିଚାଲିଛି କରୋନା ଗ୍ରାମ୍‌। ୨୪ ଘଣ୍ଟା ମଧ୍ୟରେ ୧୬୯୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି ପାଇଛି। ଏ...

CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ପଜିଟିଭ, ୨୭୯୫୮୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟରେ ଶନିବାର ୩୦ ଜିଲାରୁ ପୁଣି ୧୬୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୯୫୮୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ...

ଆର୍‌ଜେଡି ଜାରି କଲା ଘୋଷଣା ପତ୍ର: ୧୦ ଲକ୍ଷ ସ୍ଥାୟୀ ନିଯୁକ୍ତି, ଗାଁରେ ସିସିଟିଭି

ପାଟନା, ୨୪।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡ଼ି) ପକ୍ଷରୁ ଶନିବାର ଘୋଷଣା ପତ୍ର ଜାରି କରାଯାଇଛି। ରାଜଧାନୀ ପାଟନାରେ ତେଜସ୍ବୀ ଯାଦବ, ମନୋଜ ଝାଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ...

୧୫ ଦିନରେ ବଢ଼ିଲାଣି ୪୦ ଟଙ୍କା

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ପିଆଜ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡ଼କ ପକାଇଛି। ପ୍ରତ୍ୟେକ ଦିନ ଦର ବଢ଼ି ବଢ଼ି ଚାଲିଛି। ରାଜ୍ୟର ଅନେକ ସ୍ଥାନରେ ଏହାର ଖୁଚୁରା ଦର ୮୦ ଟଙ୍କା ଛୁଇଁଲାଣି। ଛୋଟ ପିଆଜ ୬୦ରୁ...

ଭାକ୍ସିନ ନେଇ ୩୨ ମୃତ

ସିଓଲ୍‌,୨୪ା୧୦:ଦକ୍ଷିଣ କୋରିଆରେ ଫ୍ଲୁ’ଜନିତ ସ୍ବାସ୍ଥ୍ୟ ସଙ୍କଟ ଦୂର କରିବା ପାଇଁ ସରକାର ଟିକାକରଣ କାର୍ଯ୍ୟକ୍ରମ ଚଳାଇଥିବାବେଳେ ଆଉ ଏକ ବିପଦ ମାଡ଼ିଆସିଛି। ‘କୋଭିଡ୍‌-୧୯’ ଏବଂ ‘ଇନ୍‌ଫ୍ଳୁଏଞ୍ଜା’କୁ ଦେଶରେ ‘ଟ୍ବିନଡେମିକ୍‌’ ବା ଯଁାଳା ମହାମାରୀ ବୋଲି ଅଭିହିତ କରାଯାଉଛି। ଏହି ଟ୍ବିନଡେମିକ୍‌ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri