Tag Archives: Home Middle

ଆଜି ରାଜ୍ୟରେ ପୁଣି ୨୪୭୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୨୪୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୬୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୦୦୮ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।...

କୁପଓ୍ବାରାରେ ବାଟ୍‌ ଆକ୍ରମଣ ଉଦ୍ୟମ ପଣ୍ଡ: ଜୀବନ ବିକଳରେ ଦୌଡ଼ିଲେ ପାକିସ୍ତାନୀ କମାଣ୍ଡର-ଆତଙ୍କବାଦୀ

ଶ୍ରୀନଗର, ୧୫।୧୦: ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ସୈନ୍ୟ ବାହିନୀର ବର୍ଡର ଆକ୍ସନ୍‌ ଟିମ୍‌(ବାଟ୍‌)ର ଏକ ଆକ୍ରମଣ ଉଦ୍ୟମକୁ ପଣ୍ଡ କରି ଦିଆଯାଇଛି। କୁପଓ୍ବାରା ଜିଲାର ତଙ୍ଗଧାର ସେକ୍ଟରରେ ପାକିସ୍ତାନୀ କମାଣ୍ଡରଙ୍କ ସହିତ ଆତଙ୍କବାଦୀମାନେ ଭାରତୀୟ ଫରଓ୍ବାର୍ଡ ପୋଷ୍ଟ୍‌...

ଶେଷ ହେଉନି ପାଲା କଳାକାରଙ୍କ ସଂଘର୍ଷ

ବଇଣ୍ଡା, ୧୫ା୧୦ (ପରିକ୍ଷିତ ସାହୁ): ବର୍ଷକ ୧୨ ମାସରୁ ୯ ମାସ ବିତୁଥିଲା ଧର୍ମ ଚର୍ଚ୍ଚାରେ। କିଏ ମାନସିକ ପୂରଣ ପାଇଁ ଖୋଜୁଥିଲେ ତ ଆଉ କିଏ ଏକୋଇଶିଆ ପାଲା ପରିବେଷଣ ନିମନ୍ତେ ବଇନା ଦେବାକୁ ପହଞ୍ଚିଯାଉଥିଲେ ଗାୟକଙ୍କ ଦୁଆରେ।...

ମୁଣ୍ଡ ପିଛା ଜିଡିପିରେ ଭାରତକୁ ଟିପିବ ବାଂଲାଦେଶ

ନୂଆଦିଲ୍ଲୀ: ଚଳିତ କ୍ୟାଲେଣ୍ଡର ବର୍ଷରେ ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ବାଂଲାଦେଶ ଭାରତକୁ ପଛରେ ପକାଇଦେବ। କୋଭିଡ୍‌-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଝଟକା ଲାଗିଛି। ଫଳରେ ଏହା ଜିଡିପି ଉପରେ ପ୍ରଭାବ ପକାଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପକ୍ଷରୁ...

ରାଜ୍ୟରେ ଆରୋଗ୍ୟ ହେଲେ ଆଉ ୨୭୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ନୂଆପଡାରୁ ୧୮୯, କଟକରୁ ୧୮୩, ବରଗଡରୁ ୧୪୮, କେନ୍ଦ୍ରାପଡାରୁ ୧୩୬, ଅନୁଗୋଳରୁ ୧୨୩, ଯାଜପୁରରୁ ୧୧୭, ଭଦ୍ରକରୁ ୧୧୪,...

୫୮ ବର୍ଷରେ ପ୍ରଥମ ଥର ପାଇଁ ଏଲ୍‌ଏସିରେ ମାଇନସ୍‌ ତାପମାତ୍ରାରେ ବି ଭାରତ-ଚାଇନା ମୁହାଁମୁହିଁ

ଲେହ, ୧୪।୧୦: ପୂର୍ବ ଲଦାଖର ଏଲ୍‌ଏସିରେ ଗତ ୫୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମାଇନସ୍‌ ତାପମାତ୍ରାରେ ଭାରତ ଏବଂ ଚାଇନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଅକ୍ଟୋବର ନଭେମ୍ବରରେ ଏଠାକାର ତାପମାତ୍ରା ମାଇନସ୍‌ ୧୪ ଡିଗ୍ରୀ ପର୍ଯ୍ୟନ୍ତ ଖସି...

ଡ୍ରୋନ୍‌ ଆକ୍ରମଣ ହେବ ବିଫଳ: ଏଲ୍‌ଓସିରେ ଭାରତୀୟ ଯବାନଙ୍କୁ ୨୮ ଦିନିଆ ତାଲିମ

ଶ୍ରୀନଗର, ୧୪।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଡ୍ରୋନ୍‌ ଆକ୍ରମଣର ଭୟ ରହିଛି। ଏହାଦ୍ୱାରା ଭାରତୀୟ ଯବାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ପାକିିସ୍ତାନ ସୈନ୍ୟ ଅବା ଆତଙ୍କବାଦୀଙ୍କ ପକ୍ଷରୁ କରାଯାଉଥିବା ଡ୍ରୋନ୍‌...

ହାଥରସ୍‌ ମାମଲାରେ ସତ୍ୟପାଠ ଦାଖଲ କଲେ ଯୋଗୀ ସରକାର: ଯାଞ୍ଚ୍‌ର ତଦାରଖ କରନ୍ତୁ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୪।୧୦: ଉତ୍ତରପ୍ରଦେଶ ହାଥରସ୍‌ ବଳାତ୍କାର ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଗୁରୁବାର ଏହି ମାମଲାର ଶୁଣାଣି ହେବାର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ସରକାର ସତ୍ୟପାଠ ବୁଧବାର ଦାଖଲ କରିଛନ୍ତି।...

୧୦୦ ଦିନ ମଧ୍ୟରେ ପୁଣି ଥରେ ସୁସ୍ଥ ଆକ୍ରାନ୍ତଙ୍କୁ ହୋଇପାରେ କରୋନା ସଂକ୍ରମଣ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ, ୧୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି ଯେ, କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ୧୦୦ ଦିନ ମଧ୍ୟରେ ପୁଣି ଥରେ ସଂକ୍ରମଣ ହେବାର ଆଶଙ୍କା ରହିଛି। ଦେଶରେ ଇତିମଧ୍ୟରେ...

ସେନାର ଆବଶ୍ୟକତା ଅନୁସାରେ ସମସ୍ତ କ୍ଷେପଣାସ୍ତ୍ର ବିକଶିତ କରିବାକୁ ଡିଆର୍‌ଡିଓ ସକ୍ଷମ

ନୂଆଦିଲ୍ଲୀ, ୧୪।୧୦: ଭାରତୀୟ ସେନାର ଆବଶ୍ୟକତା ଅନୁସାରେ ସମସ୍ତ ପ୍ରକାରର କ୍ଷେପଣାସ୍ତ୍ର ବିକଶିତ କରିବାକୁ ଡିଆର୍‌ଡିଓ ସକ୍ଷମ। ଏ ସମ୍ପର୍କରେ ଡିଆର୍‌ଡିଓ ମୁଖ୍ୟ ଜି. ସତୀଶ ରେଡ୍ଡୀ ବୁଧବାର ସୂଚନା ଦେଇଛନ୍ତି। ଗତ ୪୦ ଦିନ ମଧ୍ୟରେ ଡିଆର୍‌ଡିଓ ୧୦ଟି...

ଆଜି ରାଜ୍ୟରେ ପୁଣି ୨୬୦୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୨୬୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୧୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୦୯୩ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।...

ଭାଜପାର ମିଶନ ପଶ୍ଚିମବଙ୍ଗ

କୋଲକାତା, ୧୪।୧୦: ଭାଜପା ପକ୍ଷରୁ ପଶ୍ଚିମବଙ୍ଗରେ ଶକ୍ତି ବୃଦ୍ଧି ପାଇଁ ଯୋଜନା ଆରମ୍ଭ ହୋଇଛି। ମିଶନ ପଶ୍ଚିମବଙ୍ଗ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗାପୂଜା ଅବସରରେ ପଶ୍ଚିମବଙ୍ଗର ଜନସାଧାରଣଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିବେ। ଅକ୍ଟୋବର ୨୨ରେ ପ୍ରଧାନମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri