Tag Archives: Home Middle

ରାଜ୍ୟରେ ପୁଣି ୩୧୪୪ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୩୧୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୨୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୩୧୯ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।...

ବାୟୁସେନା ସ୍ଥାପନା ଦିବସ: ତେଜସ ଓ ଜାଗୁଆର ସହ ଶକ୍ତି ପ୍ରଦର୍ଶନ କଲା ରାଫାଲ

ନୂଆଦିଲ୍ଲୀ,୮ ।୧୦: ଅକ୍ଟୋବର ୮ରେ ଭାରତୀୟ ବାୟୁସେନା ପାଳନ କରିଛି ତା’ର ୮୮ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଗାଜିଆବାଦର ହିଡନ ଏୟାରବେସ୍‌ରେ ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ । ଭାରତୀୟ ବାୟୁସେନାରେ ନିକଟରେ...

କରୋନା ଲଢ଼େଇ: ଧରାବୀ ମଡେଲକୁ ବିଶ୍ୱବ୍ୟାଙ୍କର ତାରିଫ୍‌

ଜେନେଭା/ମୁମ୍ବାଇ, ୮।୧୦: ଭାରତରେ କରୋନା ମହାମାରୀ ସଂକ୍ରମଣ ବିରୋଧରେ ଲଢ଼େଇ ଜାରି ରହିଛି। ମୁମ୍ବାଇର ଧରାବୀରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରଚଳନ କରାଯାଇଥିବା ମଡେଲକୁ ବିଶ୍ୱବ୍ୟାଭ୍‌କ ପକ୍ଷରୁ ତାରିଫ୍‌ କରାଯାଇଛି। ଏସିଆର ବୃହତ୍ତମ ବସ୍ତିରେ କରୋନା...

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଆଖିବୁଜିଲେ ସତ୍ୟ

କଟକ ଅଫିସ, ୮ା୧୦: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଏସ୍‌ସିବିକୁ ସ୍ଥାନାନ୍ତରିତ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସତ୍ୟ ନାୟକ(୩୭)। ତାଙ୍କ ଶରୀରର ୬୦ ପ୍ରତିଶତ...

ଅବପାତ ରୂପ ନେବ ଲଘୁଚାପ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):ଆଣ୍ଡାମାନ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୯ ତାରିଖରେ ଲଘୁଚାପରେ ପରିଣତ ହେବ। ତାହାର ୨୪ ଘଣ୍ଟା ପରେ ଏହା ଅବପାତ(ଡିପ୍ରେସନ)ର ପରିଣତ ହେବାର ସମ୍ଭାବନା ରହିଛି। ଅବପାତ ଆସନ୍ତା ୧୧ ତାରିଖ ସନ୍ଧ୍ୟାରେ...

ବାୟୁସେନାର ୮୮ ତମ ସ୍ଥାପନା ଦିବସ: ଗାଜିଆବାଦରେ ଗର୍ଜିବ ରାଫାଲ

ନୂଆଦିଲ୍ଲୀ,୮ ।୧୦: ଭାରତୀୟ ବାୟୁସେନା ଗୁରୁବାର ପାଳନ କରିବ ତା’ର ୮୮ ତମ ସ୍ଥାପନା ଦିବସ । ୧୯୩୨ ମସିହା ଠିକ୍ ଆଜିର ଦିନରେ ଭାରତୀୟ ବାୟୁସେନାର ସ୍ଥାପନା କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଦିଲ୍ଲୀ...

ପାଳନ ହେଉନି ବର୍ଜ୍ୟବସ୍ତୁ ନିୟମାବଳୀ

ଅନୁଗୋଳ ଅଫିସ, ୮ା୧: ଆବଶ୍ୟକ ସଂଖ୍ୟକ ଡାକ୍ତର ଅଭାବରୁ ଅନୁଗୋଳ ଜିଲାରେ ସରକାରୀ ସ୍ବାସ୍ଥ୍ୟସେବାର ସୁଫଳ ରୋଗୀଙ୍କୁ ମିଳୁନି। ଏହାର ସୁଯୋଗ ନେଇ ଜିଲାରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‌ ସଂଖ୍ୟା ବୃଦ୍ଧି ପାଇଚାଲିଛି। ବିଶେଷକରି ଅନୁଗୋଳ ସହର ଓ...

ସହାୟତା ଅପେକ୍ଷାରେ କେନ୍ଦରା କଳାକାର

ଚମ୍ପୁଆ, ୮।୧୦ (ଡି.ଏନ.ଏ)-ହଜି ଯାଉଥିବା ଲୋକ ସଙ୍ଗୀତ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଯେଉଁ କେତେଜଣ କଳାକାର ପ୍ରୟାସ ଚଳାଇ ଆସିଛନ୍ତି ସେମାନଙ୍କ ମଧ୍ୟରେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ସରଙ୍ଗି ପଞ୍ଚାୟତ ଅନ୍ତର୍ଗତ ନିଉଣ୍ଡି ଗ୍ରାମର ସାହେବ...

ଭଦ୍ରକ ଷ୍ଟେଶନ ଜନଶୂନ୍ୟ, ଚିନ୍ତାରେ ବ୍ୟବସାୟୀ

ଭଦ୍ରକ ଅଫିସ, ୮ା୧୦- ଭଦ୍ରକ ଷ୍ଟେଶନ ଏବେ କରୋନା ପାଇଁ ଖାଁ ଖାଁ ହୋଇପଡ଼ିଛି। ଗତ ୭ ମାସ ହେଲା ଦ୍ରୁତଗାମୀ କିମ୍ବା ଲୋକାଲ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଷ୍ଟେଶନ ପରିସରରେ ପୂର୍ବଭଳି ଆଉ ଜନଗହଳି ନାହିଁ। ଫଳରେ...

ଉତ୍ତରପ୍ରଦେଶରେ ଅନର କିଲିଂ: ଗର୍ଭବତୀ ନାବାଳିକାଙ୍କୁ ନିର୍ମମ ହତ୍ୟା

ଶାହାଜାହାନ୍‌ପୁର,୭।୧୦: ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ପୁଣି ଉତ୍ତରପ୍ରଦେଶରେ ଏକ ଲଜ୍ଜାକର ଘଟଣା ଘଟିଛି। ରାଜ୍ୟର ଶାହାଜାହାନ୍‌ପୁର ଜିଲାରେ ଜଣେ ଦଳିତ ଗର୍ଭବତୀ ନାବାଳିକା(୧୬)ଙ୍କୁ ତାଙ୍କ ବାପା ଓ ଭାଇ ମିଶି ମାଡ଼ମାରିବା ସହ ଜୀବନରେ ମାରିଦେଇଛନ୍ତି।...

ସୁସ୍ଥ ହେଲେ ଆଉ ୩୪୫୫ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରେ ସର୍ବାଧିକ

ଭୁବନେଶ୍ୱର,୭।୧୦(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୪୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୭୧ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୯୨, ପୁରୀରୁ ୨୫୪, ଅନୁଗୋଳରୁ ୧୭୫, ଯାଜପୁରରୁ ୧୬୬, ବରଗଡରୁ ୧୩୩, ମୟୂରଭଞ୍ଜରୁ ୧୨୬, ବାଲେଶ୍ୱରରୁ ୧୨୦,...

ରାଜଧାନୀରୁ ଆଜି ଆଉ ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୭।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୩୦ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri