Tag Archives: Home Middle

ଚାଇନାକୁ ପୁଣି ଝଟ୍‌କା: ୪୦ ହଜାର କୋଟିର ସାମଗ୍ରୀ ବର୍ଜନ କରିବେ ଭାରତବାସୀ

ନୂଆଦିଲ୍ଲୀ, ୧୭।୮: ଗଲଓ୍ବାନ ଘାଟିର ସଂଘର୍ଷ ଯୋଗୁ ଗୋଟିଏ ପରେ ଗୋଟିଏ ବିପଦ ଚାଇନା ଉପରେ ମାଡ଼ି ଆସୁଛି। ଆଗକୁ ଗଣେଶ ପୂଜା। ତେବେ ଭାରତରେ ବ୍ୟବସାୟୀମାନେ ଏକଜୁଟ ହୋଇ ୪୦ ହଜାର କୋଟି ଟଙ୍କାର ଚାଇନା ସାମଗ୍ରୀ ବର୍ଜନ...

ମାଡ଼ି ଆସୁଛି ନୂଆ ବିପଦ: ୪ କୋଟିରୁ ଅଧିକ ଲୋକ ହରାଇବେ ଚାକିରି

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୮: ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରି ସ୍ଥଳେ ପୁଣି ଏକ ନୂଆ ବିପଦ ମାଡ଼ି ଆସୁଥିବା ପରିବେଶବିତ୍‌ ମାନେ ସୂଚନା ଦେଇଛନ୍ତି। ୮୦ ବର୍ଷରେ ପୃଥିବୀର ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି...

୧୧ ଦିନରେ ୧୦ ହଜାର ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୧୭।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଗତ ୧୧ ଦିନ ମଧ୍ୟରେ କରୋନା ସଂକ୍ରମଣ ଯୋଗୁ ୧୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ...

ସ୍ବାସ୍ଥ୍ୟକର୍ମୀଙ୍କୁ ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୧୭ା୮(ବ୍ୟୁରୋ):: ରାଜ୍ୟରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରି କୋଭିଡ୍‌-୧୯ ବିରୋଧରେ ଓଡିଶା ମାଇଲଖୁଣ୍ଟ ସ୍ଥାପନ କରିପାରିଛି। ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନେ ଟେଷ୍ଟ, ଟ୍ରେସ ଓ ଟ୍ରାକକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିବାରୁ...

ପୁଣି ୧୪ ଅନ୍ତେବାସୀ କରୋନା ଆକ୍ରାନ୍ତ

ବ୍ରହ୍ମପୁର ଅଫିସ, ୧୭ା୮- ଗଞ୍ଜାମ ଜିଲାରେ କରୋନାକୁ ନେଇ ଲୋକେ ଭୟଭୀତ ହୋଇ ରହିଛନ୍ତି। ରବିବାର ପୁଣି ବ୍ରହ୍ମପୁର ବାଳ ସୁଧାର ଗୃହର ୧୪ ଅନ୍ତେବାସୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) କମିଶନର ଚକ୍ରବର୍ତ୍ତୀ...

କାଳ ହେଲା ଭୋଜିଖିଆ: ଝାଡ଼ାବାନ୍ତିରେ ୯୧ ଆକ୍ରାନ୍ତ

ସଜନାଗଡ, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବେଗୁନିଆ ପଞ୍ଚାୟତ ତୋଟାପଡା ଗ୍ରାମରେ ଭୋଜି ଖାଇ ୯୧ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯ଜଣଙ୍କୁ ୧୦୮ ଆମ୍ବୁଲାନ୍ସ, ଟେମ୍ପୁ, ମୋଟରସାଇକେଲ ଯୋଗେ ନୀଳଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶୁକ୍ରବାର...

ରାଜ୍ୟରେ ସୁସ୍ଥ ହେଲେ ୧୫୫୦ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୬।୮(ବ୍ୟୁରୋ)-ରାଜ୍ୟରେ ରବିବାର ପୁଣି ୧୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୩୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୪୧, ସୁନ୍ଦରଗଡରୁ ୧୧୮, କଟକରୁ ୯୯, ସମ୍ବଲପୁରରୁ ୮୯, ଢେଙ୍କାନାଳରୁ ୭୨, ମାଲକାନଗିରିରୁ ୬୪, ବାଲେଶ୍ୱରରୁ ୬୩,...

କଟକରେ କରୋନାର ବିପରୀତ ଚିତ୍ର: ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବପିଢ଼ି

କଟକ ଅଫିସ,୧୬ା୮- ବୟସ୍କ ଓ ଶିଶୁମାନେ କରୋନା ଭୂତାଣୁର ଶିକାର ଶୀଘ୍ର ହୁଅନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହିଆସିଛି। କିନ୍ତୁ କଟକ ସହରରେ ଏହାର ବିପରୀତ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ବୟସ୍କ ଓ ଶିଶୁଙ୍କ ଅପେକ୍ଷା ଯୁବପିଢ଼ି ଅଧିକ...

ଭୁବନେଶ୍ୱରରେ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ୭୮ ଲୋକାଲ କଣ୍ଟାକ୍ଟ କେସ୍‌

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ରବିବାର ପୁଣି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭୦ ମଧ୍ୟରୁ କ୍ୱାରାଣ୍ଟାଇନରୁ ୯୨ ଜଣ ଚିହ୍ନଟ ହୋଇଥିବାବେଳେ ୭୮ ଲୋକାଲ କଣ୍ଟାକ୍ଟ କେସ ରହିଛି। ଗୋଟିଏ ଘରୋଇ ହସ୍ପିଟାଲରୁ ୩ ଜଣ, ପଟିଆରୁ ୫ ଜଣ,...

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା: ପ୍ରଥମ ଥର ପାଇଁ ଛୁଇଁଲା ଏହି ଦୁଇ ଜିଲାକୁ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଇଛି କରୋନା। ରବିବାର ଭଦ୍ରକର ଜଣେ ୭୫ ବର୍ଷୀୟ ବୃଦ୍ଧା, ଭୁବନେଶ୍ୱରର ୩୨ ବର୍ଷର ଜଣେ ମହିଳା, ୫୫ ବର୍ଷୀୟ ବ୍ୟକ୍ତି, ବଲାଙ୍ଗୀରର ୬୨ ବର୍ଷୀୟ ବୃଦ୍ଧ, କଟକର ୬୦ ବର୍ଷୀୟ ବୃଦ୍ଧ,...

କରୋନାର ଲମ୍ବ ଡିଆଁ: ନୂଆ ୨୯୨୪ ଆକ୍ରାନ୍ତ ସହ ରାଜ୍ୟରେ ୬୦,୦୦୦ ପାର ହେଲା ସଂଖ୍ୟା

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ୩୦ ଜିଲାରୁ ସର୍ବାଧିକ ୨୯୨୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮୧୫ଜଣ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୧୧୦୯ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ...

ଏସବୁ ଅଞ୍ଚଳରେ ପ୍ରଥମେ ଆରମ୍ଭ ହେଲା ଡିଜିଟାଲ ସ୍ବାସ୍ଥ୍ୟ ମିଶନ

ନୂଆଦିଲ୍ଲୀ, ୧୬।୮: ଦେଶର ସମସ୍ତ ଲୋକଙ୍କୁ ଏବେ ଡିଜିଟାଲ ସ୍ମାର୍ଟ ହେଲଥ୍‌ କାର୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧିନତା ଦିବସ ଅବସରରେ ଘୋଷଣା କରିଥିଲେ। ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନର ଶୁଭାରମ୍ଭର ଗୋଟିଏ ଦିନ ପରେ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri