Tag Archives: Home Middle

ରାଜ୍ୟରେ ସୁସ୍ଥ ହେଲେ ଆଉ ୧,୨୫୫ କରୋନା ଆକ୍ରାନ୍ତ: ମୋଟ ଆରୋଗ୍ୟ ସଂଖ୍ୟା ୨୫ ହଜାର ଟପିଲା

ଭୁବନେଶ୍ୱର,୫।୮(ବ୍ୟୁରୋ): ରାଜ୍ୟରେ ବୁଧବାର ୧,୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ୪୮୫ ଗଞ୍ଜାମ ଜିଲାର ଅଛନ୍ତି। ଏହାଛଡ଼ା ଖୋର୍ଦ୍ଧାରୁ ୧୨୫, ସୁନ୍ଦରଗଡ଼ରୁ ୧୨୨, ସମ୍ବଲପୁରରୁ ୧୦୭, ପୁରୀରୁ ୭୫, ମୟୂରଭଞ୍ଜରୁ ୪୩, କଟକର ୪୦, ଜଗତସିଂହପୁରର୨୯, କନ୍ଧମାଳର...

ରାଜଧାନୀରେ କରୋନା କାୟା: ଆଜି ଚିହ୍ନଟ ହେଲେ ୧୩୭ ନୂଆ ଆକ୍ରାନ୍ତ, କେଉଁଠୁ କେତେ ଜାଣନ୍ତୁ..

ଭୁବନେଶ୍ୱର,୫।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବୁଧବାର ୧୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୫୪କୁ ବୃଦ୍ଧି ପାଇଛି। ସେଥିରୁ ୨୦୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୭୩ଜଣ ଆକ୍ଟିଭ୍‌...

ଏବେ ଖୋଲିବନି ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର,୫।୮(ବ୍ୟୁରୋ): ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ଯିବନି। ବର୍ଷାଦିନରେ ନନ୍ଦନକାନନ ଖୋଲିବା ସମ୍ଭାବନା ନ ଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି। ତେବେ କରୋନା ସ୍ଥିତିରେ ସୁଧାର ଆସିଲେ ଅଗଷ୍ଟରେ ଖୋଲାଯିବାକୁ ନିଷ୍ପତ୍ତି ହେବ। ଏହା...

ଅନନ୍ତକାଳ ପର୍ଯ୍ୟନ୍ତ ମାନବତା ଆସ୍ଥାର ପ୍ରତୀକ ପାଲଟିବ ରାମମନ୍ଦିର: ବହନ କରିବ ଭାଇଚାରାର ବାର୍ତ୍ତା

ଅଯୋଧ୍ୟା, ୫।୮: ରାମମନ୍ଦିର ନିର୍ମାଣର ଭୂମି ପୂଜନ ଶେଷ ହୋଇଛି। ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ରାମମନ୍ଦିର ଅନନ୍ତକାଳ ପର୍ଯ୍ୟନ୍ତ ମାନବତା ଆସ୍ଥାର ପ୍ରତୀକ ପାଲଟିବ। ଏହା ଦେଶବାସୀଙ୍କୁ ସର୍ବଦା ଭାଇଚାରାର ବାର୍ତ୍ତା...

ଭାରତର କଡ଼ା ଜବାବ: ନିୟନ୍ତ୍ରଣ ରେଖାରେ ୧୦ରୁ ଅଧିକ ପାକିସ୍ତାନୀ ସୈନ୍ୟଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୫।୮: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି। ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ପାକିସ୍ତାନୀ ସୈନ୍ୟ ଭାରତୀୟ ସେନାଙ୍କ ପାଲଟା ଜବାବରେ ସ୍ତବ୍ଧ ହୋଇଯାଇଛନ୍ତି। ପୁଞ୍ଚ୍‌ ଜିଲାର କ୍ରିଷ୍ଣାଘାଟି ଏବଂ ମାନକୋଟ ସେକ୍ଟର...

ଆଧୁନିକ ଭାରତରେ ରାମରାଜ୍ୟର ପ୍ରତୀକ ହେବ ରାମମନ୍ଦିର: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୫।୮: ଆଧୁନିକ ଭାରତରେ ରାମରାଜ୍ୟର ପ୍ରତୀକ ଭାବେ ରାମମନ୍ଦିର ଉଭା ହେବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର କହିଛନ୍ତି। ଅଯୋଧ୍ୟାରେ ରାମମନ୍ଦିରର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବା ପରେ ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏଭଳି...

କରୋନାର ମୃତ୍ୟୁ ତାଣ୍ଡବ: ଘଣ୍ଟାଏରେ ନେଉଛି ୨୪୭ ଜଣଙ୍କ ଜୀବନ

ଓ୍ବାଶିଂଟନ, ୫।୮: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। କରୋନାର ମୃତ୍ୟୁ ତାଣ୍ଡବ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରଏଟର୍ସର ସୂଚନା ଅନୁସାରେ କରୋନା ସଂକ୍ରମଣ ଯୋଗୁ ପ୍ରତିଘଣ୍ଟାରେ...

ଭୂମି ପୂଜନ ଶେଷ: ରାମଲଲାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ ମୋଦି

ଅଯୋଧ୍ୟା, ୫।୮: ରାମଲଲାଙ୍କ ମନ୍ଦିରର ଭୂମି ପୂଜନ ଶେଷ ହୋଇଛି। ୧୨ଟା ୩୦ରୁ ଅଧମିନିଟ ପାଇଁ ଥିବା ମାତ୍ର ୩୨ ସେକେଣ୍ଡର ଶୁଭ ମୂହୁର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭୂମିପୂଜନ ଏବଂ ଶିଳାନ୍ୟାସ ବୁଧବାର ସମ୍ପନ୍ନ ହୋଇଛି। ମୋଦି...

ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା: ପ୍ରଥମ ଥର ପାଇଁ ଛୁଇଁଲା ଏହି ଜିଲାକୁ

ଭୁବନେଶ୍ୱର, ୫।୮(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୯ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଭାଗ ପକ୍ଷରୁ...

୩୨ ସେକେଣ୍ଡର ଭୂମି ପୂଜନ: ୪୯୨ ବର୍ଷର ପ୍ରତୀକ୍ଷା ଶେଷ

ଅଯୋଧ୍ୟା, ୫।୮: ରାମଲଲାଙ୍କ ମନ୍ଦିରର ଭୂମି ପୂଜନ ମାତ୍ର ୩୨ ସେକେଣ୍ଡର ଶୁଭ ମୂହୁର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବୁଧବାର ସମ୍ପନ୍ନ ହୋଇଛି। ୧୨ଟା ୩୦ରୁ ଅଧମିନିଟ ପାଇଁ ଥିବା ଶୁଭବେଳାରେ ଭୂମିପୂଜନ କାର୍ଯ୍ୟ କରାଯାଇଛି। ଦୀର୍ଘ ୪୦...

ଆଉ ୨ ଦିନରେ ୨୦ ଲକ୍ଷ ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୫।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୭ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହୁଛି। ଏହି ଧାରା ଜାରି ରହିଲେ ଆଉ ୨ ଦିନ...

CORONAVIRUS UPDATE: ରାଜ୍ୟରେ ୨୮ ଜିଲାରୁ ୧୩୩୭ ପଜିଟିଭ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରୁ କେତେ…

ଭୁବନେଶ୍ୱର, ୫।୮(ବ୍ୟୁରୋ): ରାଜ୍ୟରେ ବୁଧବାର ୨୮ ଜିଲାରୁ ୧୩୩୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୫ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୨୨ ଲୋକାଲ କେସ୍‌ ରହିଛି। ଏ ନେଇ ସୂଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri