Tag Archives: Home Middle

ରାମିଆଳରେ ଲୀନହେବ କପିଳେଶ୍ୱର

କାମାକ୍ଷାନଗର, ୨୩।୭ (ସୁଧୀର କୁମାର ପରିଡ଼ା): ଇତିହାସର ସାଉଁଟା କାହାଣୀ କୁହେ ଐତିହାସିକ କୀର୍ତ୍ତିରାଜି। ଏହାକୁ ସଂରକ୍ଷଣ କରି ପର୍ଯ୍ୟଟନର ବିକାଶ କଥା ଚିନ୍ତା କରୁଛନ୍ତି ସରକାର। ଏଥିଲାଗି ଅନେକ ଯୋଜନା। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଢେଙ୍କାନାଳ...

ସ୍ବଚ୍ଛ ହୋଇପାରିନି କିଶୋରନଗର ବ୍ଲକ

ବଇଣ୍ଡା, ୨୩ା୭(ଡି.ଏନ.ଏ.)  କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନାରେ ଏଯାଏ ସ୍ବଚ୍ଛ ହୋଇପାରିନି ଅନୁଗୋଳ ଜିଲାର କିଶୋରନଗର ବ୍ଲକ। ମୋଟ୍‌ ୨୩ ପଞ୍ଚାୟତ ମଧ୍ୟରୁ କେତୋଟିରେ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନାହିଁ। ଫଳରେ ସେଠାକାର ଲୋକେ ଏବେ...

କାମରେ ଲାଗୁନି ଉଠା ଜଳସେଚନ ପଏଣ୍ଟ

ଚମ୍ପୁଆ,୨୩ା୭(ଡି.ଏନ.ଏ.)- ଚାଷୀ ଓ ଚାଷର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଚାଷ ପାଇଁ ବିହନଠାରୁ ଆରମ୍ଭ କରି ସାର ମଧ୍ୟ ସବ୍‌ସିଡିରେ ପ୍ରଦାନ କରାଯାଉଛି। ଚାଷ ପାଇଁ ପ୍ରମୁଖ ଆବଶ୍ୟକ ଜଳ...

ଏଚ୍‌ସିଏଲ୍‌ ଦେବ ୧୫ ହଜାର ନିଯୁକ୍ତି

ନୂଆଦିଲ୍ଲୀ,୨୨।୭: ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଏଚ୍‌ସିଏଲ୍‌ ଚଳିତ ବର୍ଷ ୧୫ ହଜାର ନିଯୁକ୍ତି ଦେବ। ଗତ ବର୍ଷ କମ୍ପାନୀ ୯ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା। ଚଳିତ ବର୍ଷ ଏହା ତୁଳନାରେ ଅଧିକ ୬ ହଜାର ଲୋକଙ୍କୁ ନିଯୁକ୍ତି...

କରୋନା ମୁକାବିଲା ପାଇଁ ଖୋଲା ବଜାରରୁ ଋଣ ଆଣିବେ ସରକାର

ଭୁବନେଶ୍ୱର,୨୨ା୭(ବ୍ୟୁରୋ)-କୋଭିଡ୍‌-୧୯ ମହାମାରୀ ଚକ୍ରବୂ୍ୟହରେ ଫସି ଯାଇଛି ରାଜକୋଷ। ନୂତନ ଯୋଜନା କାର୍ଯ୍ୟକାରୀ କରିବା ଦୂରର କଥା ଚାଲୁ ରହିଥିବା ଯୋଜନା ପାଇଁ ମଧ୍ୟ ପାଣ୍ଠି ଅଭାବ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୦-୨୧...

ରାଜ୍ୟରେ ପୁଣି ୪୪୦ କରୋନା ଆକ୍ରାନ୍ତ ସୁସ୍ଥ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୨।୭(ବ୍ୟୁରୋ)-ରାଜ୍ୟରେ ବୁଧବାର ପୁଣି ୪୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୩ ଜଣ ଥିବାବେଳେ ଗଞ୍ଜାମରୁ ୬୮, ବାଲେଶ୍ୱରରୁ ୪୯, ମାଲକାନଗିରିରୁ ୪୦, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, ମୟୂରଭଞ୍ଜରୁ ୨୦, କୋରାପୁଟରୁ ୧୮,...

ଚଳିତ ବର୍ଷ ଭଙ୍ଗା ଯିବନି ୩ ରଥ

ପୁରୀ ଅଫିସ,୨୨।୭-ଚଳିତ ବର୍ଷ ପୁରୀ ରଥଯାତ୍ରାର ୩ ରଥକୁ ଭଙ୍ଗାଯିବ ନାହିଁ। ଜଗନ୍ନାଥଙ୍କ ନନ୍ଦିଘୋଷ, ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନ ଭାଙ୍ଗିବା ପାଇଁ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର...

କଟକ ସହରରୁ ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୫୪ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୨୨ା୭: ବୁଧବାର କଟକ ସହରରୁ ୫୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୫୨ରେ ପହଞ୍ଚିଥିବା କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରେ ୧୧ଟି ଇନ୍‌ଷ୍ଟିଚ୍ୟୁଶନାଲ କେସ୍‌...

ବୋଲ ମାନୁନି କରୋନା: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୯୧, ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜଧାନୀରେ ବୁଧବାର ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୪୩କୁ ବୃଦ୍ଧି ପାଇଛି। ତେବେ ନୂଆ ପଜିଟିଭ୍‌ଙ୍କ ମଧ୍ୟରେ ୭୨ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୯ ଲୋକାଲ୍‌ କେସ୍‌ ରହିଛି।...

ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସିଇଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ: କରୋନା ଟିକା ପାଇଁ ଓଡ଼ିଶାକୁ ପ୍ରାଥମିକତା ଦେବାକୁ ଲୋଡ଼ିଲେ ସହଯୋଗ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଅଦର ପୁନାୱାଲାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଥା ହୋଇଛନ୍ତି। କୋଭିଡ୍‌ ଟିକା ଅଗ୍ରଗତି ବିଷୟରେ ପୁନାଓ୍ବାଲାଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସୂଚନା ମିଳିଛି। କୋଭିଡ ଟିକା ବିକାଶ...

ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆତଙ୍କବାଦୀ ଶିବିରର ପର୍ଦ୍ଦାଫାଶ୍‌

ଶ୍ରୀନଗର, ୨୨।୭: ଭାରତରେ ଆକ୍ରମଣ ପାଇଁ ଆତଙ୍କବାଦୀମାନେ କରିଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଯାଇଛି। ରାଜୌରୀର ଥାନାମଣ୍ଡି ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ ସମୟରେ ଏକ ଆତଙ୍କବାଦୀ ଶିବିରର ପର୍ଦ୍ଦାଫାଶ୍‌ ହୋଇଛି। ଏଠାରୁ ବିପୁଳ ପରିମାଣର ଗୁଳିଗୋଳା ସହିତ ଏକେ-୪୭ ରାଇଫଲ, ପିସ୍ତଲ,...

ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ଧ୍ରୁବାସ୍ତ୍ର: ଶତ୍ରୁ ଟ୍ୟାଙ୍କ ନିମିଷକେ ହେବ ଧ୍ୱଂସ

ନୂଆଦିଲ୍ଲୀ, ୨୨।୭: ଭାରତ ସୀମାରେ ଚାଇନା ଏବଂ ପାକିସ୍ତାନ ପକ୍ଷରୁ ଲଗାତାର ଉତ୍ତେଜନା ବୃଦ୍ଧି କରାଯିବା ଷଡ଼ଯନ୍ତ୍ର ଜାରି ରହିଛି। ଏପରିସ୍ଥଳେ ଦୁଇ ଶତ୍ରୁଙ୍କୁ କଡ଼ା ଜବାବ ଦେବା ଲାଗି ଭାରତୀୟ ସେନାରେ ଅତ୍ୟାଧୁନିକ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଧ୍ରୁବାସ୍ତ୍ରକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri