Tag Archives: Home Middle

୫ ବର୍ଷରେ ଅମିତ ଶାହାଙ୍କର ଦୁଇଗୁଣା ହେଲା ସମ୍ପତ୍ତି

ନୁଆଦିଲ୍ଲୀ,୨୧।୪: କେନ୍ଦ୍ର ଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ଅମିତ ଶାହା ଏପ୍ରିଲ ୧୯ ରେ ଗାନ୍ଧିନଗର ଲୋକ ସଭା ର୍ନିବାଚନମଣ୍ଡଳୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ଅମିତ ଶାହା ଦାଖଲ କରିଥିବା...

ଯେଉଁମାନେ ନିର୍ବାଚନରେ ଜିତିପାରିବେ ନାହିଁ, ସେମାନଙ୍କୁ ରାଜ୍ୟ ସଭା ମାଧ୍ୟମରେ ଜିତାଇ ଦିଆଯାଉଛି: ମୋଦିି

ନୂଆଦିଲ୍ଲୀ,୨୧।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ସମାପ୍ତ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। ଭାଜପାର ଷ୍ଟାର ପ୍ରଚାରକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଜସ୍ଥାନର ଜାଲୋରରେ ପହଞ୍ଚିଛନ୍ତି। ଏଠାରେ...

୨୫ରେ ଓଡ଼ିଶା ଆସିବେ ଶାହା

ଭୁବନେଶ୍ୱର,୨୧ା୪: ଆସନ୍ତା ୨୫ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବେ। ଏନେଇ ସୂଚନା ଦେଇଛନ୍ତି ଭାଜପାର ଉପସଭାପତି ଗୋଲକ ମହାପାତ୍ର। ୨୫ ତାରିଖ ଅପରାହ୍ନରେ ଶାହା ସୋନପୁରରେ ପହଞ୍ଚି ଏକ ସମାବେଶରେ ସମ୍ବୋଧନ ଦେବେ। ପରେ...

ଏପ୍ରିଲ ୨୫ରୁ ରାଜ୍ୟରେ ଖରାଛୁଟି

ଭୁବନେଶ୍ୱର,୨୧ା୪: ଆସନ୍ତା ୨୫ ତାରିଖରୁ ରାଜ୍ୟରେ ଖରାଛୁଟି କରାଯିବ। ଏନେଇ ରାଜ୍ୟ ସରକାର ରବିବାର ଘୋଷଣା କରିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ...

ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରୁଛି ଭାରତ: ମୋଦି

ନୂଆଦିଲ୍ଲୀ,୨୧ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି, ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ତଥା ଏହାର ସାଂସ୍କୃତିକ ଭାବମୂର୍ତ୍ତି ମଧ୍ୟ ଭାରତ ସତ୍ୟ ଏବଂ ଅହିଂସା ମନ୍ତ୍ର ଉପସ୍ଥାପନ କରୁଛି। ପ୍ରଭୁ ମହାବୀରଙ୍କ ୨୫୫୦ ତମ ନିର୍ବାଣ ମହୋତ୍ସବ...

କଣ୍ଟାବାଞ୍ଜିରୁ ଲଢିବେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ, ପ୍ରଥମେ ଲଢିଥିଲେ…

ଭୁବନେଶ୍ୱର,୨୧।୪: ବାଜି ସାରିଛି ୨୦୨୪ ନିର୍ବାଚନର ବିଗୁଲ। ଆରମ୍ଭ ହୋଇଛି ଗଣତନ୍ତ୍ରର ବଡ଼ପର୍ବ। ଏଥିପାଇଁ ରାଜ୍ୟରେ ମଇଦାନକୁ ଓହ୍ଲାଇଲେଣି ପ୍ରମୁଖ ତିନ ଦଳ। ତେବେ ଆଉ ଥରେ ଶାସନ କ୍ଷମତାକୁ ଫେରିବା ପାଇଁ ଲୋକ ସଭା ବିଧାନସଭାରେ ହେଭିଓ୍ବେଟଙ୍କୁ ଟିକେଟ୍‌...

ଦାଉଦ ଇବ୍ରାହିମ୍‌ଙ୍କ ସବୁଠୁ ବଡ଼ ଶତ୍ରୁ ଏବେ ବି ଜୀବିତ, ୮ ବର୍ଷ ପରେ ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ୨୧ା୪: ପ୍ରାୟ ୮ବର୍ଷ ଧରି ତିହାର ଜେଲରେ ରହିଥିବା ଅଣ୍ଡରଓ୍ବାଲର୍‌ଡ ଡନ୍‌ ଛୋଟା ରାଜନ ତଥା ଦାଉଦ ଇବ୍ରାହିମ୍‌ଙ୍କ ସବୁଠୁ ବଡ଼ ଶତ୍ରୁ ଏବେ ବି ଜୀବିତ। ଛୋଟା ରାଜନଙ୍କର ଏହି ପ୍ରଥମ ଫଟୋରେ ଲକ୍‌ ପଡ଼ିଥିବାରୁ କିଛି ଗଣମାଧ୍ୟମ...

ଜଳୁଛି ଓଡ଼ିଶା: ସାଢ଼େ ୧୧ରେ ୪୧ ଛୁଇଁଲା

ଭୁବନେଶ୍ୱର,୨୧ା୪: ରାଜ୍ୟରେ ତାତି ବଢ଼ି ଚାଲିଛି। ଲୋକେ ଖରାଗରମରେ ଆଉଟୁପାଉଟୁ ହେଉଛନ୍ତି। ପୂର୍ବାହ୍ନ ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ା ଏବଂ କେନ୍ଦୁଝରରେ ତାପମାତ୍ରା ୪୧ ଡିଗ୍ରୀରୁ ଅଧିକ ରହିଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା ୪୦.୭ ଡିଗ୍ରୀ, ବାଲେଶ୍ୱରରେ ୪୦.୧ ଡିଗ୍ରୀ,...

ପୁଣି ତାତିଲା ବାରିପଦା

ଭୁବନେଶ୍ୱର,୨୧ା୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ଗତକାଲି ତାତିରେ ଦେଶରେ ପ୍ରଥମ ତଥା ଏସିଆ ମହାଦେଶରେ ତୃତୀୟ ସ୍ଥାନରେ ରହିଥିବା ବାରିପଦା ଆଜି ସକାଳୁ ମଧ୍ୟ ତାତିଲାଣି। ଗତକାଲି ଏଠାରେ...

ଟେକ୍‌ ସିଟିକୁ ଟ୍ୟାଙ୍କର ସିଟି କରିଦେଇଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ୂଆଦିଲ୍ଲୀ,୨୧।୪:କିଛି ସପ୍ତାହ ତଳେ ଜଳ ସଙ୍କଟକୁ ନେଇ ବେଙ୍ଗାଲୁରୁ ଚର୍ଚ୍ଚାରେ ରହିଥିଲା। ସହରବାସୀ ବାଲତି ଓ ଅନ୍ୟାନ୍ୟ ପାତ୍ର ଧରି ପାଣି ଟ୍ୟାଙ୍କର ପାଖରେ ଲମ୍ବା ଧାଡି କରି ଛିଡା ହୋଇଥିଲେ। ଆଉ ଏହାକୁ ନେଇ ପ୍ରଚାରବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପୋଲିସ-ନକ୍ସଲ ଗୁଳି ବିନିମୟ, ଜଣେ ନକ୍ସଲଙ୍କ ଜୀବନ ଗଲା

ରାୟପୁର,୨୧ା୪: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁରର କେଶକୁଟଲ ଅଞ୍ଚଳରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ଏନ୍‌କାଉଣ୍ଟର ସାମ୍ନାକୁ ଆସିଛି। ଏନ୍‌କାଉଣ୍ଟରରେ ପୋଲିସ ଜଣେ ନକ୍ସଲଙ୍କୁ ହତ୍ୟା କରିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଭୈରମଗଡ଼ ଥାନା ପରିସରରେ...

ଶାହାଙ୍କ ସମ୍ପତ୍ତି ୩୬ କୋଟି, ହେଲେ କୌଣସି କାର୍‌ ନାହିଁ

ଗାନ୍ଧୀନଗର, ୨୧।୪: ଗୁଜରାଟର ଗାନ୍ଧୀନଗର ଲୋକ ସଭା ଆସନରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶାହା ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ସମୁଦାୟ ୩୬ କୋଟି ଟଙ୍କାର ସମ୍ପତ୍ତି ରହିଛି। ଶାହାଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri