Tag Archives: Home Middle

ମହାରାଷ୍ଟ୍ର ମେଣ୍ଟ ସରକାର: ଫାଇଦାରେ ଏନ୍‌ସିପି !

ମହାରାଷ୍ଟ୍ର,୧।୧୨: ମହାରାଷ୍ଟ୍ର ୩ ଦଳିଆ ମେଣ୍ଟ ସରକାରରେ ଏନ୍‌ସିପି ଫାଇଦାରେ ରହିଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ବାଚସ୍ପତି ପଦରେ ସନ୍ତୁଷ୍ଟ ରହିଥିବାବେଳେ ଏନ୍‌ସିପି ଉପମୁଖ୍ୟମନ୍ତ୍ରୀ ପଦ ନେବା ସହିତ ସର୍ବାଧିକ ୧୬ ମନ୍ତ୍ରଣାଳୟ ନେବ। ଅପରପକ୍ଷରେ ଶିବସେନା ପାଖରେ...

ପରମ୍ପରା ବଜାୟ ରଖିଲା ଭାଜପା: ଛାଡିଲା ବାଚସ୍ପତି ପଦ

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବେ କଂଗ୍ରେସ ନେତା ନାନା ପାଟୋଲେଙ୍କୁ ମିଳିଛି ଏହି ଆସନ। ପୂର୍ବରୁ ଏଥିପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ର କିଶାନ କାଠୋରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ରବିବାର ସକାଳେ ସେ ଏହାକୁ ପ୍ରତ୍ୟାହାର କରି...

କଂଗ୍ରେସକୁ ମିଳିଲା ବାଚସ୍ପତି ଆସନ

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଆସନରେ କଂଗ୍ରେସ ନେତା ନାନା ପାଟୋଲେ ବସିଛନ୍ତି। ନିର୍ବିରୋଧରେ ସେ ଏହି ଆସନ ପାଇଛନ୍ତି। ସୂଚନାଯୋଗ୍ୟ, ପ୍ରଇମେ ବାଚସ୍ପତି ପଦ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ର କିଶାନ କାଠୋରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ...

ନୂଆ ମୋଟର ଯାନ ଆଇନ: ଆଜିଠୁ କଡ଼ାକଡ଼ି ଯାଞ୍ଚ, ଖସିପାରିବେନି ଉଲ୍ଲଂଘନକାରୀ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁହେବ ନୂଆ ମୋଟର ଯାନ ଆଇନ। କେବଳ ଗାଡ଼ି କାଗଜପତ୍ର ଯାଞ୍ଚକୁ ୩ ମାସ କୋହଳ କରାଯାଇଥିବାବେଳେ ଅନ୍ୟ ୧୦ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁଗୁଣା ଜରିମାନା ଆଦାୟ ହେବ। ଏ ନେଇ ପରିବହନ...

ପାକିସ୍ତାନକୁ ଭାରତ ଓ ଜାପାନର ଆହ୍ବାନ: ଆତଙ୍କବାଦକୁ ଲଗାମ ଦିଅ

ନୂଆଦିଲ୍ଲୀ,୧ା୧୨: ପାକିସ୍ତାନରେ ଥିବା ଆତଙ୍କବାଦୀ ନେଟଓ୍ବର୍କ ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ବୋଲି ଭାରତ ଓ ଜାପାନ ଏକ ମିଳିତ ବିବୃତିରେ କହିଛନ୍ତି। ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ ଇସ୍‌ଲାମାବାଦ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦୁଇ ରାଷ୍ଟ୍ର ଆହ୍ବାନ...

ମହିଳା ଡାକ୍ତରଙ୍କୁ ଗଣବଳାତ୍କାର, ହତ୍ୟା: ନ୍ୟାୟ ମାଗିଲେ ଯୁବି, ଭଜି

ହାଇଦ୍ରାବାଦ,୦୧।୧୧- ନିକଟରେ ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଅପହରଣ, ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦେବାକୁ ସୋସିଆଲ ମିଡିଆରେ କ୍ୟାମ୍ପେନ ଚାଲିଛି। ଏଥିରେ ସାମିଲ ହୋଇଛନ୍ତି ଦୁଇ ପୂର୍ବତନ...

ଝାଡ଼ଖଣ୍ଡରେ ୬୩% ମତଦାନ: ୧୮୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ରାଞ୍ଚି, ୩୦ା୧୧ : ଝାଡ଼ଖଣ୍ଡ ବିଧାନସଭା ଲାଗି ହେଉଥିବା ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଶନିବାର ଅନୁଷ୍ଠିତ ଏହି ନିର୍ବାଚନରେ ମତଦାନ ହାର ୬୨.୮୭ ପ୍ରତିଶତ ରହିଛି। ପ୍ରଥମ ପର୍ଯ୍ୟାୟରେ ୬ ଜିଲାରେ...

ଏଣିକି ରାସ୍ତାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ସହ ତର୍କ କରିବନି ପୋଲିସ: ଘରକୁ ପଠାଯିବ ଚାଲାଣ, ନ ଦେଲେ ଆର୍‌ଟିଓ ଖାତାରେ ଗଡ଼ିବ ସୁଧମୂଳ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ରବିବାରଠାରୁ ସଂଶୋଧିତ ନୂତନ ଟ୍ରାଫିକ ନିୟମ କଡ଼ାକଡ଼ି ହେବାକୁ ଯାଉଛି। ଏଥର ପୋଲିସ ଆଉ ରାସ୍ତା ମଝିରେ ନିୟମ ଉଲ୍ଲଂଘନକାରୀଙ୍କ ସହ ତର୍କ କରିବ ନାହିଁ। ନୂଆ ବ୍ୟବସ୍ଥାରେ କମିଶନରେଟ ପୋଲିସ ଉଲ୍ଲଘଂନକାରୀଙ୍କଠାରୁ କଡ଼ାଗଣ୍ଡା କରି ସୁଧମୂଳ ଅସୁଲ...

ଉଦ୍ଧବ ଦେଲେ ଶକ୍ତି ପରୀକ୍ଷା: ୧୬୯ ବିଧାୟକଙ୍କ ସମର୍ଥନ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶନିବାର ବିଧାନ ଭବନରେ ଶକ୍ତି ପରୀକ୍ଷା ଦେଇଛନ୍ତି। ଶକ୍ତି ପରୀକ୍ଷାରେ ଉଦ୍ଧବ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି। ୧୬୯ ବିଧାୟକ ଉଦ୍ଧବ ସରକାରଙ୍କ ସପକ୍ଷରେ ଭୋଟ ଦେଇଛନ୍ତି। ସରକାରଙ୍କ ବିପକ୍ଷରେ କୌଣସି ସଦସ୍ୟ...

ମଙ୍ଗଳାବାଗସ୍ଥିତ ଶ୍ରୀ ଗୋପାଳ ମେଡିସିନ ଆଣ୍ଡ ସର୍ଜିକାଲ ଗୋଦାମରେ ନିଆଁ: ପୋଡ଼ିଗଲା ୬୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ

କଟକ ଅଫିସ, ୩୦।୧୧- ମଙ୍ଗଳାବାଗ ଥାନାଠୁ ମାତ୍ର ଶହେ ମିଟର ଦୂରରେ ଥିବା ଶ୍ରୀଗୋପାଳ ମେଡିସିନ୍‌ ଆଣ୍ଡ ସର୍ଜିକାଲ ଗୋଦାମରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଗୋଦାର ୫ଟି ଘରେ ମହଜୁଦ ଥିବା ୬୦ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ...

ଜଳବାୟୁ ପରିବର୍ତ୍ତନ:ଛାତ୍ରୀଛାତ୍ର ଭିଡ଼ିଲେ ଅଣ୍ଟା; ସରକାରଙ୍କ ଆଗରେ ରଖିଲେ ଦାବି

ନୂଆଦିଲ୍ଲୀ/ସିଡ୍‌ନୀ,୩୦।୧୧: ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିବାକୁ ଯାଉଛି। ଏହି ମର୍ମରେ ସୁଇଡେନ୍‌ର ୧୬ ବର୍ଷ ବୟସ୍କା ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗଙ୍କ ଆହ୍ବାନରେ ପୃଥିବୀର ବିଭିନ୍ନ ଅଞ୍ଚଳର ସ୍କୁଲ କଲେଜର ଛାତ୍ରୀଛାତ୍ର...

ଏଡସ୍‌ ମହାମାରୀ: ଆରୋଗ୍ୟ ନ ହେଲେ ବି ବଞ୍ଚିବା ସମ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୧୧: ପୃଥିବୀରେ ଏଡସ୍‌ ମହାମାରୀ ବିଭିନ୍ନ ବିକଶିତ ରାଷ୍ଟ୍ରଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୧ରେ ଏଡସ୍‌ ଦିବସ ପାଳିତ ହୋଇଥାଏ।  ସଚେତନତା ଦ୍ୱାରା କିଭଳି ଏହାର ସଂକ୍ରମଣକୁ ପ୍ରତିରୋଧ କରାଯାଇ ପାରିବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri