Tag Archives: Home Middle

ପାକିସ୍ତାନକୁ ଭାରତର କଡ଼ା ଜବାବ, ୬-୧୦ ପାକିସ୍ତାନ ସେନା ନିହତ, ୩ ଆତଙ୍କବାଦୀ ଶିବିର ଧ୍ୱଂସ: ବିପିନ ରାଓ୍ବତ

ନୂଆଦିଲ୍ଲୀ,୨୦।୧୦: ପାକିସ୍ତାନ ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରିବା ପରେ ଭାରତୀୟ ସେନା ପକ୍ଷରୁ ରବିବାର କଡା ଜବାବ ଦିଆଯାଇଛି। ଭାରତୀୟ ସେନା ପାକ ଅଧିକୃତ କାଶ୍ମୀର(ପିଓକେ) ଉପରେ ଆକ୍ରମଣ କରି ୩ଟି ଆତଙ୍କବାଦୀ କ୍ୟାମ୍ପକୁ ଉଡାଇ ଦେଇଛି ବୋଲି...

ପିଓକେରେ ଭାରତୀୟ ସେନାର ମିନି ସର୍ଜିକାଲ ଷ୍ଟ୍ରାଇକ୍‌: ଧ୍ୱଂସ ହେଲା ଆତଙ୍କବାଦୀ ଶିବିର

ଶ୍ରୀନଗର,୨୦।୧୦: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରବିବାର ଭାରତୀୟ ସେନା ପକ୍ଷରୁ ମିନି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଛି। ଜମ୍ମୁ-କଶ୍ମୀର କୁପଓ୍ବାରାର ତଙ୍ଗଧାର୍‌ ପାକିସ୍ତାନ ଆର୍ମି ଦ୍ୱାରା ଅନୁପ୍ରବେଶ ଉଦ୍ୟମ ହେଉଥିଲା ବେଳେ ଏହାକୁ ଭାରତୀୟ ସେନା ପକ୍ଷରୁ ବିରୋଧ କରାଯାଇଥିଲା। ପାକିସ୍ତାନ...

ଟାର୍ଗେଟରେ ଦିଲ୍ଲୀ: ଦୀପାବଳିରେ ୪ଶହ ସ୍ଥାନରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ,୨୦।୧୦: ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ରାଜଧାନୀ ଦିଲ୍ଲୀରେ ଏକ ବଡ ଆକ୍ରମଣ ଯୋଜନା କରୁଥିବା ସୂଚନା ଦେଇଛି ଗୁଇନ୍ଦା ସଂସ୍ଥା। ଏହି ଆତଙ୍କବାଦୀ ସଙ୍ଗଠନ ଦିଲ୍ଲୀର ପାଖାପାଖି ୪ଶହ ସ୍ଥାନକୁ ନିଜ ଟାର୍ଗେଟକୁ ନେଇଥିବା ଜଣାପଡିଛି। ଏଥିରେ ସାମିଲ ଅଛି...

ମ୍ୟୁନିସିପାଲିଟି ମାର୍କେଟ କମ୍ଲେକ୍ସ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଅଫିସ,୨୦ା୧୦: କିଛି ଦିନର ବ୍ୟବଧାନ ପରେ ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିବାର ସକାଳେ ମାର୍କେଟ ଛକସ୍ଥିତ ମ୍ୟୁନିସିପାଲିଟି ମାର୍କେଟ କମ୍ଲେକ୍ସକୁ ଉଚ୍ଛେଦ କରାଯାଉଛି। ଏହି ମାର୍କେଟ କମ୍ଲେକ୍ସ ଅସୁରକ୍ଷିତ ହୋଇପଡ଼ିଥିବା ନେଇ ପୌରସଂସ୍ଥା ପକ୍ଷରୁ...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଯବାନ ଶହୀଦ୍‌

ଶ୍ରୀନଗର,୨୦।୧୦: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାରେ ରବିିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ୨ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିବାବେଳେ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକର ମୋର୍ଟାର ଶେଲିଂ ମାଡ଼ରେ ଗୋଟିଏ ଭାରତୀୟ...

ବିଜେପୁର ପ୍ରଚାର ଶେଷ: ୨୧ରେ ଭୋଟ; ମତଦାତାଙ୍କ ପାଇଁ ସବୈତନିକ ଛୁଟି ଘୋଷଣା

ଭୁବନେଶ୍ୱର, ୨୦ା୧୦(ବ୍ୟୁରୋ): ଆସନ୍ତା ୨୧ ତାରିଖରେ ବିଜେପୁର ବିଧାନସଭା ଆସନ ପାଇଁ ଉପନିବର୍ର୍ାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ଅପରାହ୍ନ ୫ଟାରେ ହାଇଭୋଲଟେଜ୍‌ ପ୍ରଚାର ଶେଷ ହୋଇଛି। ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ହେବ...

ମହାରାଷ୍ଟ୍ର, ହରିୟାଣାରେ ଭାଜପାର ବିଜୟ ନେଇ ଜନମତ ସର୍ଭେ: ପ୍ରଚାରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ,୨୦ା୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଲାଗି ସୋମବାର ଭୋଟଗ୍ରହଣ ହେବାକୁ ଯାଉଥିଲାବେଳେ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଜୋରଦାର ପ୍ରଚାର କରିଥିଲେ। ହରିୟାଣାରେ ନିର୍ବାଚନ ପ୍ରଚାର ବେଳେ...

ସୁପ୍ରିମ୍‌କୋର୍ଟ ବିଚାରପତିଙ୍କୁ ଶ୍ରୀମନ୍ଦିରରେ ଦୁର୍ବ୍ୟବହାର

ପୁରୀ ଅଫିସ, ୨୦ା୧୦: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ସେବାୟତ, କର୍ମଚାରୀ, ଜେଟିପି(ଜଗନ୍ନାଥ ଟେମ୍ପୁଲ ପୋଲିସ)ଙ୍କୁ ବାରମ୍ବାର ଶୃଙ୍ଖଳାର ଜ୍ଞାନ ପଢ଼ାଉଛି ପ୍ରଶାସନ। ଏମିତିକି କଠୋର ଆଭିମୁଖ୍ୟ ବି ଆପଣାଉଛି। ତଥାପି ଅନେକେ ସେମାନଙ୍କ ଆଚରଣ...

ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସରପଞ୍ଚଙ୍କ ସ୍ବାମୀଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ

ଧର୍ମଶାଳା,୧୯।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଗିରଫ କରାଯାଇଛି। ରୂପେଶଙ୍କୁ ଧର୍ମଶାଳା ଥାନା ପୋଲିସ ଗୁରୁବାରଠାରୁ ଅଟକ ରଖି ପଚରାଉଚରା କରୁଥିବା...

କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ନିଜେ ଫସିଲେ କମିଶନର: ଯାହା ଖୁସିରେ ଦେବେ ଦିଅନ୍ତୁ କହି ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୧୯।୧୦: ବଲାଙ୍ଗୀରରେ ଦାଦନ ଚାଲାଣ ରୋକିବା ପାଇଁ ଗୋଟିଏ ପଟେ ପୋଲିସ ଅଣ୍ଟା ଭିଡିଥିବା ବେଳେ ଲାଇସେନ୍ସ କରାଇବାକୁ ନେଇ ଫାଇଦା ଉଠାଉଛନ୍ତି, ଶ୍ରମ କାର୍ଯ୍ୟାଳୟରେ ଥିବା କିରାଣୀଙ୍କଠାରୁ କମିଶନର ପର୍ଯ୍ୟନ୍ତ। ଶନିବାର ସକାଳେ କାର୍ଯ୍ୟାଳୟର କନିଷ୍ଠ କିରାଣୀ...

ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ନ ସରୁଣୁ ରାଜନୈତିକ ବୟାନବାଜି ଠିକ୍‌ ନୁହେଁ କହିଲେ ସସ୍ମିତ୍‌

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ଭାଜପା ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରୁଥିବା ଦେଖିବାକୁ ମିଳୁଛି। ଅପରପକ୍ଷେ ଏହି ମାମଲା ଏକ ସ୍ପର୍ଶକାତର ଏବଂ ସମ୍ବେଦନଶୀଳ ଘଟଣା। ପୋଲିସ ଏହାର ତଦନ୍ତ ଜାରି ରଖୁଛି।...

ପାକିସ୍ତାନୀ ପଙ୍ଗପାଳ ଉଜାଡୁଛନ୍ତି ଭାରତ ଚାଷୀଙ୍କ ଫସଲ: ଘଉଡ଼ାଇବା ପାଇଁ ବଜା ଯାଉଛି ଡିଜେ

ନୂଆଦିଲ୍ଲୀ,୧୯।୧୦: ପାକିସ୍ତାନର ସୀମାରେ ବାରମ୍ବାର ଉତ୍ତେଜନା ସୃଷ୍ଟି କରୁଥିବାବେଳେ ଏବେ ପାକିସ୍ତାନୀ ପଙ୍ଗପାଳ ରାଜସ୍ଥାନ ଅଞ୍ଚଳର ଚାଷୀଙ୍କ ଫସଲ ଉଜାଡ଼ିବାରେ ଲାଗିଛନ୍ତି। ହଜାର ହଜାର ସଂଖ୍ୟାରେ ପଙ୍ଗପାଳ ପାକିସ୍ତାନ ପଟୁ ଉଡ଼ିଆସି ରାଜସ୍ଥାନ ଯୋଧପୁରର ଚାମୁ,ଫଲୌଦି, ଜାମ୍ଭା, ବାପ୍‌, ଶେରଗଡ଼...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri