Tag Archives: Home Middle

କିଏ ସେହି ନୀରଜ ତ୍ରିପାଠୀ, ଯାହାଙ୍କୁ ଭାଜପା କରିଛି ଲୋକ ସଭା ପ୍ରାର୍ଥୀ, ପିତା ଥିଲେ ରାଜ୍ୟପାଳ

ଲକ୍ଷ୍ନୌ,୧୦ା୪: ପ୍ରୟାଗରାଜର ଆହ୍ଲାବାଦ ସଂସଦୀୟ ଆସନରେ ଭାଜପା  ନୀରଜ ତ୍ରିପାଠୀଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ଆହ୍ଲାବାଦ ସଂସଦୀୟ ଆସନରୁ ଭାଜପା ନୀରଜୀଙ୍କୁ ସ୍ଥାନ ଦେଇଛି। ଟିକେଟ୍‌ ଘୋଷଣା ହେବା ମାତ୍ରେ ଦଳର ନେତା, କର୍ମୀ ଏବଂ ସମର୍ଥକମାନେ ନୀରଜଙ୍କୁ...

ନିର୍ବାଚନ ପ୍ରଚାରବେଳେ ମହିଳାଙ୍କୁ ଚୁମ୍ବନ ଦେଲେ ପ୍ରାର୍ଥୀ, ଭାଇରାଲ ହେଉଛି ଫଟୋ

କୋଲକାତା,୧୦।୪: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଜୋରସୋରରେ ଜାରି ରହିଛି ପ୍ରଚାର । କିଏ ରୋଡ ସୋ’ କରି ଭୋଟ ମାଗୁଛି ତ କିଏ ଘରକୁ ଘର ଯାଇ ଭୋଟ ମାଗୁଛନ୍ତି। ତେବେ ଏହାରି ମଧ୍ୟରେ ପଶ୍ଚିମବଙ୍ଗର ମାଲଦାଠାରେ ଏମିତି...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଭାଜପା, ଜାଣନ୍ତୁ କିଏ, କେଉଁଠୁ ପାଇଲେ ଟିକେଟ୍‌

ନୂଆଦିଲ୍ଲୀ,୧୦।୪: ଭାଜପା ଲୋକ ସଭା ନିର୍ବାଚନ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୯ ଟି ନାମ ଅଛି । ଭାଜପା ତାଲିକାରେ ୟୁପିର ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଚଣ୍ଡିଗଡ଼ରୁ...

ଲେଖାଶ୍ରୀ ନା ସନ୍ତୋଷ, କାହା ଉପରେ ଭରସା କରିବ ବିଜେଡି, ଚର୍ଚ୍ଚାରେ ଏହି ନାଁ…

ଭୁବନେଶ୍ୱର, ୧୦।୪: ପ୍ରଥମ ପର୍ଯ୍ୟାୟ ର୍ନିବାଚନକୁ ମାତ୍ର ୭ ଦିନ ସମୟ ରହିଛି। ହେଲେ ଏପର୍ଯ୍ୟନ୍ତ ସମସ୍ତ ଦଳ ନିଜର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ଶାସକ ଦଳ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା...

ଦେବାଶିଷଙ୍କ ଭବିଷ୍ୟବାଣୀ: ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା

ଭୁବନେଶ୍ୱର, ୧୦।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସିଛି, ରାଜନୈତିକ ଦଳ ସେତିକି ନିର୍ବାଚନୀ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏହି ସମୟରେ ବିଜୁ ଜନତା ଦଳକୁ କଡ଼ା ସମାଲୋଚନା କରିଛନ୍ତି ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ସେ...

ପ୍ରାର୍ଥୀ ବଦଳାଇବ ଭାଜପା, ଦିନେ ଦୁଇଦିନ ଭିତରେ ବଡ଼ ଘୋଷଣା

ଭୁବନେଶ୍ୱର,୧୦।୪: ମୁଣ୍ଡ ଉପରେ ନିର୍ବାଚନ। ଟିକେଟ୍‌ ଆଶାୟୀଙ୍କୁ ଟିକେଟ୍‌ ମିଳିବା ପରେ ଆରମ୍ଭ କଲେଣି ନିର୍ବାଚନୀ ପ୍ରଚାର। ହେଲେ ବାକି ଟିକେଟ୍‌ ଆଶାୟୀ ଏବେ ପ୍ରାର୍ଥୀ ଘୋଷଣା ନେଇ ଅପେକ୍ଷାରେ ଅଛନ୍ତି। ଓଡିଶାରେ ୩ଦଳ ଭାଜପା, ବିଜେଡି ଓ କଂଗ୍ରେସ...

ମୋକିମଙ୍କୁ ହାଇକୋର୍ଟରୁ ଲାଗିଲା ବଡ଼ ଝଟକା

ଭୁବନେଶ୍ୱର, ୧୦।୪: ଓଆରଏଚ୍‌ଡିସି ମାମଲାରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ମହମ୍ମଦ ମୋକିମଙ୍କୁ ଆବେଦନକୁ କୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି । ନିମ୍ନ ଅଦାଲତ ମୋକିମଙ୍କୁ...

ନିର୍ବାଚନୀ ପ୍ରଚାର ବେଳେ ଆହତ ହେଲେ ବାଂଶୁରୀ ସ୍ବରାଜ

ନୂଆଦିଲ୍ଲୀ,୧୦।୪: ନୂଆଦିଲ୍ଲୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ବାଂଶୁରୀ ସ୍ବରାଜ ନିରନ୍ତର ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ମଙ୍ଗଳବାର ନିର୍ବାଚନୀ ପ୍ରଚାର ବେଳେ ତାଙ୍କ ଆଖିରେ ଆଘାତ ଲାଗିଛି। ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ...

ସୁପ୍ରିମକୋର୍ଟଙ୍କ ପରେ ପତଞ୍ଜଳିକୁ କେନ୍ଦ୍ର ସରକାରଙ୍କ ଠାରୁ ଝଟ୍‌କା

ନୂଆଦିଲ୍ଲୀ,୧୦।୪: ଏଲୋପାଥିକ ଔଷଧ ବିରୋଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପତଞ୍ଜଳି ବିରୋଧରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ପତଞ୍ଜଳିର ଏଲୋପାଥିକ ଔଷଧ ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ସମାଲୋଚନା କରିଛି। ମନ୍ତ୍ରଣାଳୟ କହିଛି ଯେ,...

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ କମଲ ନାଥଙ୍କ ପୁଅ ନକୁଲ ନାଥ

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ତଥା କଂଗ୍ରେସ ଏମ୍‌ପି ନକୁଲ ନାଥ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୭୧୭ କୋଟି ଟଙ୍କା ସମ୍ପତ୍ତିର ସବୁଠାରୁ ଧନୀ ପ୍ରାର୍ଥୀ ଅଟନ୍ତି। ଆସୋସିଏଶନ ଅଫ ଡେମୋକ୍ରାଟିକ ରିଫର୍ମସ...

ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ବିରପ୍ପା ମୋଇଲି

ବେଙ୍ଗାଲୁରୁ,୧୦।୪: ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି। କର୍ନାଟକର ଚିକ୍କୱଲାପୁର ଲୋକ ସଭା ଆସନରୁ ଟିକେଟ ଆଶାୟୀ ଥିବା ମୋଇଲି ଶେଷରେ ନିରାଶ ହେବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି। ଚିକ୍କୱଲାପୁର ଆସନ ନିମନ୍ତେ ଟିକେଟ...

କେଜ୍‌ରିଓ୍ବାଲଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ,୧୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲଙ୍କୁ ରୌଜ୍‌ ଏଭେନ୍ୟୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। କେଜ୍‌ରିୱାଲଙ୍କ ପକ୍ଷରୁ ଜେଲରେ ଓକିଲମାନଙ୍କୁ ସପ୍ତାହରେ ୫ଥର ଭେଟିବାକୁ ଦାବି କରି ଆବେଦନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri