Tag Archives: Home Middle

ଆଉ ଓକିଲମାନେ ପିନ୍ଧିବେନି କଳା କୋର୍ଟ-ଗାଉନ୍‌, ଜାଣନ୍ତୁ କାହିଁକି କୋର୍ଟ ଦେଲେ ଏପରି ନିର୍ଦ୍ଦେଶ

ଥିରୁଭାନନ୍ତପୁରମ୍‌,୧୦।୯: ପ୍ରବଳ ଖରା ଯୋଗୁ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ମଧ୍ୟ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଉତ୍ତର ଭାରତରେ ଏବେ ପାରା ୪୦ ଡିଗ୍ରୀ ପାର୍‌ କରି ସାରିଛି। ତେବେ ଏଥିପାଇଁ ଓକିଲଙ୍କୁ କଳା କୋର୍ଟ ନ ପିନ୍ଧିବାକୁ...

କିଏ ସେହି ହିମାଙ୍ଗୀ ସାଖି, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୦।୩:ଟ୍ରାନ୍ସଜେଣ୍ଡର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସାଖି ଆଗାମୀ ଲୋକ ସଭା ର୍ନିବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅଖିଳ ଭାରତ ହିନ୍ଦୁ ମହାସଭା ତାଙ୍କୁ ବାରାଣସୀ ସଂସଦୀୟ ଆସନରୁ ଟିକେଟ ଦେଇଛି। ସେ ଆସନ୍ତା ସପ୍ତାହରେ ବାରାଣସୀ ଆସି...

ହାଇକୋର୍ଟରୁ ନିରାଶ ପରେ ସୁପ୍ରିମକୋର୍ଟରେ ପହଞ୍ଚିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୦।୪: ଦିଲ୍ଲୀ ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କେଜ୍‌ରିଓ୍ବାଲଙ୍କ ଓକିଲମାନେ ବୁଧବାର ପୂର୍ବାହ୍ନ ୧୦.୩୦ରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ...

ଜହ୍ନରୁ ଆସିବ ମାଟି: ଖୁସି ଖବର ଦେଲେ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୧୦।୪: ଏବେ ଭାରତର୍‌ ମୁନ୍‌ ମିଶନ୍‌ ଧୀରେ ଧୀରେ ସଫଳତାର ପାହାଚ ଚଢୁଛି। ଜହ୍ନରୁ ମାଟି ଆଣିବା ପାଇଁ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ସତ ହେବାକୁ ଯାଉଛି। ଭାରତର ଚତୁର୍ଥ ମୁନ ମିଶନରେ ଜହ୍ନରୁ ମାଟି ଓ...

ଲେଖାଶ୍ରୀ ନୁହେଁ, ଏହି ମହିଳାଙ୍କୁ ମିଳିବ ବାଲେଶ୍ୱର ଟିକେଟ୍‌, ହେଲା ଫାଇନାଲ!

ଭୁବନେଶ୍ୱର, ୧୦।୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର ୭ ଦିନ ସମୟ ରହିଛି। ହେଲେ ଏପର୍ଯ୍ୟନ୍ତ ସମସ୍ତ ଦଳ ନିଜର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ଶାସକ ଦଳ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା...

ଚାଇନାକୁ ଚେତାବନୀ ଦେଲେ ରାଜନାଥ

ନୂଆଦିଲ୍ଲୀ,୧୦।୪: ଚାଇନା ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ନାମ ବଦଳାଇବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି, ଯଦି ଭାରତ ମଧ୍ୟ ସମାନ ଉଦ୍ୟମ କରେ, ତେବେ ଏହାର ଅର୍ଥ ହେଉଛି...

ମାତ୍ର ୩୭ ବର୍ଷରେ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ହେଲେ ସାଇମନ ହାରିସ

ଆୟର୍ଲାଣ୍ଡ,୧୦।୪: ଆୟର୍ଲାଣ୍ଡର ଚିତ୍ର ବର୍ତ୍ତମାନ ବଦଳିବାକୁ ଯାଉଛି। କାରଣ ଲିଓ ଭାରାଦକରଙ୍କ ଇସ୍ତଫା ପରେ ଦେଶର କମାଣ୍ଡ ଜଣେ ଯୁବ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଛଛି। ଶାସକ ଫାଇନ ଗେଲ ଦଳ ଭାରତୀୟ ବଂଶୋଦ୍ଭବ ସାଇମନ ହାରିସଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ...

ଆଙ୍ଗୁଠିରେ ଭୋଟ୍‌ କାଳି ଲାଗିଥିଲେ ପରୀକ୍ଷା ହଲ୍‌କୁ ବାରଣ ନାହିଁ: ଏନ୍‌ଟିଏ

ଭୁବନେଶ୍ୱର, ୧୦।୪(ଅସମାପିକା ସାହୁ): ଆଙ୍ଗୁଠିରେ ଭୋଟ୍‌ କାଳି ଲାଗିଥିଲେ ପରୀକ୍ଷା ହଲ୍‌କୁ ଯିବା ପାଇଁ ବାରଣ ନାହିଁ। ଆଙ୍ଗୁଠିରେ ଭୋଟ୍‌ କାଳି ଲାଗିଥିଲେ ମଧ୍ୟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ର ସବୁ ପରୀକ୍ଷା ଦେଇହେବ। ଏ ନେଇ ଏନ୍‌ଟିଏ ମଙ୍ଗଳବାର...

ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ନୂଆଦିଲ୍ଲୀ,୯।୩: ଚଳିତ ବର୍ଷ ସ୍ୱସ୍ୱାଭାବିକ ରହିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଘରୋଇ ପାଣିପାଗ ବିଜ୍ଞାନ ସଂସ୍ଥା ସ୍କାଏମେଟ ଏହି ପୂର୍ବାନୁମାନ କରିଛି। ସ୍କାଏମେଟ୍ ଆକଳନ କରିଛି ଯେଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ଚାରି ମାସର ଦୀର୍ଘ ସମୟ ପାଇଁ...

ହାରୁହାରୁ ଜିତିଥିଲେ, ଜିତୁଜିତୁ ହାରିଥିଲେ

ଭୁବନେଶ୍ୱର,୯।୪: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ସବୁ ଦଳର ପ୍ରାର୍ଥୀ ଓହ୍ଲାଇଲେଣି ପ୍ରଚାର ମଇଦାନରେ। କୁହାଯାଉଛି ଏଥର ୨୪ରେ କଡା ଟକ୍କର ହେବାକୁ ଯାଉଛି। ମୁହାମୁହିଁ ହେବେ ହେଭିଓ୍ବେଟ୍‌। ପୂର୍ବରୁ ଭୁବନେଶ୍ୱର ଓ ସମ୍ବଲପୁରରେ ମହା ସଂଗ୍ରାମ ହେବ ବୋଲି...

ସବୁ ସମ୍ପତ୍ତିର ତାଲିକା ଦେବାକୁ ପ୍ରାର୍ଥୀ ବାଧ୍ୟ ନୁହନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୪: ଆଉ ଦିନ କେଇଟା ପରେ ଆରମ୍ଭ ହେବ ୨୦୨୪ ନିର୍ବାଚନ ମହାସଂଗ୍ରାମ। ଏହା ପୂର୍ବରୁ ଜଣକ ପରେ ଜଣେ ପ୍ରାର୍ଥୀ ଏବେ ନିଜ ନିଜର ସମ୍ପତ୍ତି ତାଲିକା ପ୍ରକାଶ କରୁଛନ୍ତି। ତେବେ ପ୍ରାର୍ଥୀ ନିଜର ସମସ୍ତ ସମ୍ପତ୍ତିର ତାଲିକା...

ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ ଦଳ ଭିତରେ…

ଭୁବନେଶ୍ୱର,୯।୪: ଭାଜପା ଛାଡି ବିଜେଡିରେ ସାମିଲ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାର ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ଭାଜପା ଏକ ରାଜନୈତିକ ଦଳ ହୋଇ ରହିନାହିଁ। ରାଜ୍ୟ ଭାଜପାରେ କ’ଣ ଘଟୁଛି ତାହାକୁ କେନ୍ଦ୍ର ନେତୃତ୍ୱଙ୍କୁ ରାଜ୍ୟ ନେତୃତ୍ୱ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri